ଘରର ଏହି ଜାଗାରେ ରଖିଲେ କ୍ଯାଲେଣ୍ଡର ହେବ ପ୍ରଚୁର ଧନ ବର୍ଷା- Vastu Tips

ବନ୍ଧୁଗଣ ଗୋଟେ ବର୍ଷ ଶେଷ ହେବାପରେ ଆଉ ଗୋଟେ ବର୍ଷ ଆରମ୍ଭ ହୋଇ ଥାଏ ଯେମିତ କି ବର୍ଷ ୨୦୨୦ ଶେଷ ହେବାକୁ ଯାଉଛି ଏବଂ ୨୦୨୧ ଆରମ୍ଭ ହେବାକୁ ଯାଉଅଛି। ନୂଆ ବର୍ଷ ଆରମ୍ଭ ହେବ ମାତ୍ରେ ଆମେ ଘରକୁ କ୍ୟାଲେଣ୍ଡର ଆଣିଥାଏ କିମ୍ବା କୌଣସି ପ୍ରିୟଜନ ମାନେ ଉପହାର ରେ କ୍ୟାଲେଣ୍ଡର ଦେଇଥାନ୍ତି । କ୍ୟାଲେଣ୍ଡର ସମୟର ପ୍ରତୀକ ହୋଇଥାଏ ଏହା ଆମକୁ ସମୟ ବିଷୟରେ ଅବଗତ କରାଇଥାଏ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ବହୁତ୍ ଗୁରୁତ୍ଵ ଦିଆଯାଇଛି ।

ବହୁତ୍ ସମୟ ବହୁତ୍ ପ୍ରକାରର କ୍ୟାଲେଣ୍ଡର ରେ ଠାକୁର ଙ୍କ ଚାବି ଥାଏ ଏଥିପାଇଁ ମାନେ ତାହାକୁ ବାହାରେ ନ ଫୋପାଡି ଘରେ ରଖିଥାଉ । କିନ୍ତୁ ବାସ୍ତୁ ଶାସ୍ତ୍ରର ନିୟମ ଅନୁସାରେ ଘରେ ପୁରୁଣା କନସର ରହିବା ଅଶୁଭ ମନା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି କ୍ୟାଲେଣ୍ଡର ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ଜଣାଇବାକୁ ଯାଉଛୁ ଯାହାକୁ ଯଦି ଆପଣ ପାଳନ କରିବେ ଆପଣଙ୍କ ଭାଗ୍ୟ ରେ କେବେ ବି ଖରାପ ସମୟ ଆସିଥାଏ ଏବଂ ଏଥି ସହିତ ସମୟ ଆପଣଙ୍କ ସାଥିରେ ସବୁବେଳେ ରହିଥାଏ ।

ଆସନ୍ତୁ ପ୍ରଥମେ ଏହା ଜାଣିବା ପୁରୁଣା କ୍ୟାଲେଣ୍ଡର ରଖିଲେ କଣ ହୋଇଥାଏ । ପୁରୁଣା କ୍ୟାଲେଣ୍ଡର କୁ ରଖିଲେ ଆପଣଙ୍କ ଜୀବନରେ ଆସୁଥିବା ଖୁସ ର ମାତ୍ରା ବହୁତ୍ କମିଯାଇଥାଏ । ଏଥି ପାଇଁ ଆପଣ କାନ୍ଥ ରୁ ପୁରୁଣା କ୍ୟାଲେଣ୍ଡର କୁ କାଢି ଫୋପାଡି ଦିଅନ୍ତୁ । ଯଦି କ୍ୟାଲେଣ୍ଡର ରେ ଠାକୁର ଙ୍କ ଛବି ଥାଏ ତାହେଲେ ତାହାକୁ ନଦୀ କିମ୍ବା ପୋଖରୀ ଜଳ ରେ ବିସର୍ଜନ କରିଦିଅନ୍ତୁ ।ଏହା ଦ୍ଵାରା ଆପଣଙ୍କ ଜୀବନରେ ଉନ୍ନତି ହେବା ସହ ଘରେ ସୁଖ ଶାନ୍ତି ଲାଗିରହେ ।

ଆସନ୍ତୁ ଏହା ଜାଣିବା କ୍ୟାଲେଣ୍ଡର କେଉଁ ଦିଗ ରେ ଥିଲେ ଶୁଭ ଏବଂ କେଉଁ ଦିଗ ରେ ରହିଲେ ଅଶୁଭ । ସବୁବେଳେ କ୍ୟାଲେଣ୍ଡର କୁ ପୂର୍ବ , ପଶ୍ଚିମ ଏବଂ ଉତ୍ତର ଦିଗରେ ଲଗାଇବା ବହୁତ୍ ଶୁଭ ବୋଲି କୁହାଯାଇଥାଏ । ଆଜି ଆପଣ ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଉଛନ୍ତି ତାହେଲେ ଆପଣଙ୍କ ଜୀବନରେ ସବୁବେଳେ ସଫଳତା ମିଳିଥାଏ ଏବଂ ଆପଣଙ୍କ ରାଶି ରେ ସୂର୍ଯ୍ୟ ଙ୍କ ସ୍ଥିତି ଭଲ ରହିଥାଏ । ଯଦି ଆପଣ ମାନେ କ୍ୟାଲେଣ୍ଡର କୁ ଉତ୍ତର ଦିଗରେ ଲଗାଉଛନ୍ତି ତାହେଲେ ଆପଣଙ୍କ ଜୀବନରେ ସବୁବେଳେ ସୁଖ , ସମୃଦ୍ଧି ର ବୁଦ୍ଧି ହୋଇଥାଏ ।

ଯଦି ଆପଣ ମାନେ କ୍ୟାଲେଣ୍ଡର କୁ ପଶ୍ଚିମ ଦିଗରେ ଲଗାଉଛନ୍ତି ତାହେଲେ ଆପଣଙ୍କ ଜୀବନରେ ରହିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ । ହେଲେ ଯଦି ଯଦି ଆପଣ ମାନେ କ୍ୟାଲେଣ୍ଡର କୁ ଦକ୍ଷିଣ ଦିଗରେ ଲଗାଉଛନ୍ତି ତାହେଲେ ଆପଣଙ୍କ ଜୀବନରେ ସବୁ କାମ ଅସଫଳ ହୋଇଥାଏ । ଯମ ରାଜାଙ୍କର ଏହି ଦିଗ ଟି ହୋଇଥିବାରୁ ଭୁଲ ରେ ଆପଣ ସମୟ ସହିତ ଜଡିତ କୌଣସି ବି ଜିନିଷ ଏହି ଦିଗରେ ରଖନ୍ତୁ ନାହିଁ ନହେଲେ ଆପଣଙ୍କ ଘରେ ଅଶୁଭ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *