ଗୃହର କେଉଁଠି ଲଗାଇଲେ ବେଲ ଗଛ ହୁଏ ଧନର ବର୍ଷା – Vastu Shastra

ବେଲ ଗଛ ର ଗୁଣ ଆମେ ସମସ୍ତେ ଜାଣିଥାଉ । ଏହାର ଦୈବୀକ , ଔ-ଷ-ଧୀ-ୟ ଓ ଏହାର ବିଶେଷତ୍ୱ ପାଇଁ ଏହି ଗଛଟି ସମସ୍ତେ ଦେବାଦେବୀଙ୍କ ର ପ୍ରିୟ ହେବା ସହିତ ମନୁଷ୍ୟ ମାନଙ୍କର ମଧ୍ୟ ପ୍ରିୟ ହୋଇଥାଏ । ତେବେ ବେଲ ଗଛ ଘରେ ରହିବା ଦ୍ୱାରା ମଧ୍ୟ ଅନେକ ବାସ୍ତୁ ଦୋଷ କମିଥାଏ । ତେଣୁ ଯଦି ଆପଣଙ୍କ ଘରେ ବେଲ ଗଛ ନାହିଁ ତେବେ ଆପଣ କୌଣସି ସମୟ କୌଣସି ତିଥି କୌଣସି ଦିନ ରେ ବେଲ ଗଛ ଲଗାଇ ପାରନ୍ତି । ବେଲ ଗଛ ଭଗବାନ ଶିବଙ୍କର ଅନେକ ପ୍ରିୟ ଅଟେ ।

ତେବେ ଆମେ ସମସ୍ତେ ଏହାର ଔ-ଷ-ଧୀ-ୟ ଗୁଣ ଜାଣିଛୁ କିନ୍ତୁ ଆଜି ଆମେ ଏହାର ଦୈବୀକ ଗୁଣ ଜାଣିବା ଯାହା ଦ୍ୱାରା ଏହା ମନୁଷ୍ୟର ଦୈନଦିନ ଜୀବନ ପାଇଁ ଭଲ ହେବା ସହ ଅନେକ ସ-ମ-ସ୍ୟା ମଧ୍ୟ ଦୂର କରିଥାଏ ।

ଯେମିତି ଆର୍ଥିକ, ପାରିବାରିକ , ନ-କା-ର-ତ୍ମ-କ ଶ-କ୍ତି ଆଦି ସ-ମ-ସ୍ୟା କୁ ଦୂର କରିଥାଏ । ପ୍ରଥମ କଥା ବେଲ ଗଛରେ ଶିଵ ଶକ୍ତି ବାସ କରନ୍ତି ଓ ଏହାର ତ୍ରିଶାଖା ରେ ତିନି ଦେବ ମାନେ ବ୍ରହ୍ମା, ବିଷ୍ଣୁ , ମହେଶ୍ବର ବାସ କରନ୍ତି । ତେଣୁ ବେଲ ଗଛରେ ମା ଲଷ୍ମୀ ମଧ୍ୟ ବାସ କରନ୍ତି ତେଣୁ ଯେଉଁ ଲୋକ ଗା-ଧୋ-ଇ ସାରି ବେଲ ଗଛରେ ମୂଳରେ ପାଣି ଦେଇଥାଏ ସେ କୋଟି ପୁଣ୍ୟ ଅର୍ଜନ କରିଥାଏ ଓ ସେହି ଲୋକ ସମସ୍ତଙ୍କୁ ବ-ସ କରି ପାରେ, ଚାକିରୀ ଓ ବ୍ୟବସାୟ କ୍ଷେତ୍ର ରେ ସେହି ଲୋକର ଅନେକ ଲାଭ ହୋଇଥାଏ ଓ ଅମାପ ଧନ ର ଅଧିକାରୀ ହୋଇଥାଏ ।

ଦ୍ଵତୀୟ କଥା ବେଲ ଗଛ ଶିବ ଶଙ୍କର ସମେତ ସମସ୍ତ ଦେବାଦେବୀଙ୍କ ର ପ୍ରିୟ ଅଟେ ତେଣୁ ବେଲ ପତ୍ର ଶୁଖିଯାଏ କିନ୍ତୁ କେବେ ବାସୀ ହୁଏ ନାହିଁ । ବେଲ ପତ୍ରରେ କୁଂକୁମ ବା ସିନ୍ଦୁର ଲଗାଇ ଦେବା ଦେବୀଙ୍କ ଉପରେ ଚଢାଇବା ଦ୍ୱାରା ମନୁଷ୍ୟର ମନସ୍କାମନା ପୁର୍ଣ ହୋଇଥାଏ । ତୃତୀୟ କଥା ବେଲ ପତ୍ରର ଡେମ୍ଫ କୁ ଯଦି ଚନ୍ଦନ ଘୋରିବା ପରି ଘୋରି ଦେବାଦେବୀ ଙ୍କୁ ଅର୍ପଣ କରିବେ କୋଟି ପୁଣ୍ୟ ପ୍ରାପ୍ତ ହେବ । ଓ ଯେଉଁ ବ୍ୟକ୍ତି ଏହାକୁ ମୁଣ୍ଡ ରେ ଲଗାଇବ ସେ ସମସ୍ତଙ୍କୁ ବ-ସ କରିପାରିବ ଓ ସବୁ କାର୍ଯ୍ୟ ରେ ସଫଳ ହେବ । ଚତୁର୍ଥ କଥା ଯଦି ଆପଣ ସୋମବାର ଦିନ ବା ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଧୂପ ଓ ଦୀପ, ପଣା ଆଦି ଦେଇ ପୂଜା କରି ଏହାର ଚେରକୁ ନାଲି କନାରେ ବାନ୍ଧି ପିନ୍ଧିବା ଦ୍ୱାରା .

ଯଦି କୌଣସି ନ-କା-ର-ତ୍ମ-କ ଶକ୍ତି ଶ-ରୀ-ର-ରେ ଥାଏ ବା ନଜର ଲାଗିଥାଏ ତେବେ ତାହା ଦୂରେଇ ଯାଏ ଓ କୌଣସି ନ-କା-ର-ତ୍ମ-କ ଶ-କ୍ତି ପ୍ରବେଶ କରିପାରେ ନାହିଁ । ପଞ୍ଚମ କଥା ଯଦି ଯେଉଁମାନଙ୍କର ବିବାହ ହେଉପାରୁ ନାହିଁ ବା ବିବାହ ବିଳମ୍ବ ହେଉଛି ଓ ଯେଉଁମାନଙ୍କର ସନ୍ତାନ ହେଉନାହିଁ ସେମାନେ ଏହି ଚେର ପିନ୍ଧିବା ଦ୍ୱାରା ବିବାହ ହୋଇଥାଏ ଓ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇ ଥାଏ । ଷଷ୍ଠ କଥା ଘରର କେଉଁ ଦିଗରେ ବେଲ ଗଛ ରହିବା ଦ୍ୱାରା କଣ ଲାଭ ହୋଇ ଥାଏ । ଉତ୍ତର ଦିଗରେ ରହିବା ଦ୍ୱାରା ଆର୍ଥିକ ସ-ମ-ସ୍ୟା ଦୂର ହୋଇଥାଏ । ପୂର୍ବ ଦିଗରେ ରହିବା ଦ୍ୱାରା ଘରେ ଶାନ୍ତି ବଜାୟ ରହି ଥାଏ । ପଶ୍ଚିମ ଦିଗରେ ରହିବା ଦ୍ୱାରା ସୁସନ୍ତାନ ପ୍ରାପ୍ତ ହୋଇଥାଏ ଓ ଦକ୍ଷିଣରେ ରହିବା ଦ୍ୱାରା ଆକସ୍ମିକ ଦୁ-ର୍ଘ-ଟ-ଣା ଠାରୁ ବଞ୍ଚାଇ ଥାଏ ।

Leave a Reply

Your email address will not be published. Required fields are marked *