ଘରକୁ ଫେରିଲେ Uttama, ଚିଠି ଲେଖି ଛାଡିଥିଲେ ଘର, ରୋଗ ଫୋଗ ସବୁ ମିଛ… ଦେଖନ୍ତୁ Video କଣ କହୁଛନ୍ତି

ଏଲି ମୁ ଚାଲି ଯାଉଛି । ମୋର କିଛି କହିବାର ନାଇ କାରଣ ହେଉଛି କି ମୁ ତୁମକୁ ବିବାହ କରିକି ଏତେ ବଡ ଭୁଲ କରି ନଥାନ୍ତି । କାରଣ ମୁ ଏତେ ବଡ ରୋଗର ଶିକାର ହୋଇଛି ଯେ ମୁ ଚାହିଲେ ମଧ୍ୟ ତୁମକୁ କହି ପାରିବିନି । ଏହା ପରେ ଲେଖି ଛନ୍ତି କି ମୁ ତୁମକୁ ମୋ ଛୁଆ କୁ ଦେଖିକି ଚାଲି ଯାଇ ଥାନ୍ତି । କିନ୍ତୁ ଏବେ ଆଉ ଫେରିବା ସମ୍ଭବ ନାଇ ଏହି ଭଳି ଏକ ଚିଠି ଲେଖି ଚଳାଇ ଯାଇଥିବା ଜୀବକ ଏବେ ଫେରି ଆସିଛନ୍ତି ନିଜ ଘରକୁ ।

ବାଲେଶ୍ଵର ରେ ହୋଇଥିବା ଏହି ଘଟଣା ଜାଣିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ନା ଆଜ୍ଞା ହଁ । ନିଜକୁ କ୍ୟାନ୍ସର ଅଛି ବୋଲି ଜାଣିକି ସେ ଛାଇ ଯାଇଥିଲେ ଘରକୁ ଯାଇକି ଆଉ କିଛି କରିବାର ସକ୍ଷମ ତାଙ୍କର ନଥିଲା । ମାନଶୀକ ସ୍ଥାରରେ ସେ ଖୁବ ହାରାସ ହୋଇ ଯାଇଥିଲେ ଯାହା ପାଇ ।

ସେ ନିଜକୁ ସବୁ ଙ୍କ ପାଖରୁ ଦେଉରେଇ ଦେବା ପାଇଁ ଚାହିଁ ଥିଲେ । କିନ୍ତୁ କୁହାଯାଏ କି ଭଗବାନ ବଡ ଲୋକ ସେ ଯେଉଁ ଜାଗାରେ ଅଛନ୍ତି ସେହି ଜାଗାରେ ଅସୁବିଧା ଥିଲେ ମଧ୍ୟ ସବୁ କିଛି ଭଲ ହୋଇ ପାରିବ । ତେବେ ଆଜି ଆମେ କହିବା କି ଏହି କାହାଣୀ ର ମୂଳ କାରଣ । ବାଲେଶ୍ଵର ଜିଲା ନମ୍ଫ ଥାନା ଜଳେଶ୍ଵର ଫାଣ୍ଡି ସରିସା ଗାଁ ର 35 ବର୍ଷୀୟ ଯୁବକ ।

ସେ ନିଜକୁ ଏହି ଭଳି କିଛି ବେମାରି ହୋଇଛି ଯାହା ଭଲ ହୋଇ ପାରିବ ନି ବୋଲି ଭାବି ଚାଲି ଯାଇଥିଲେ । କିନ୍ତୁ ଏବେ ସେ ଫେରି ଆସିଛନ୍ତି ସେ ହରିୟାନା ର ଉତାନ ପୁର ରେ ଏକ ଲାବ ରେ ଆସିଷ୍ଟାନ୍ଟ ଭାବେ କାମ କରୁଥିଲେ । ତାଙ୍କର ଏକ ଝିଅ ମଧ୍ୟ ଅଛି । ସେ କହିଥିଲେ କି ମୋ ରୋଗ ଏବେ ଶେଷରେ ଅଛି ।

ଯେତିକି ତାଙ୍କ ଆମୋ ପାଇଁ ଖର୍ଛ ହେବ ସେତିକି ରେ ସେ ତାଙ୍କ ଝିଅର ପାଠ ପଢା ହୋଇଯିବ ବୋଲି କହିଛନ୍ତି । ଏହା ମଧ୍ୟ କହି ଥିଲେ କି ତାଙ୍କୁ କେହି ମଧ୍ୟ ଭୁଲ ନବୁଝିବା ଦରକାର । କାରଣ ହେଉଛି କି ସେ ଚାହୁଁ ଛନ୍ତି କି ସେ ସବୁଙ୍କ ପାଖରୁ ଏକ କାରଣରୁ ଦୂରେଇ ଯାଇଛନ୍ତି ।

କାକା, କାକୀ, ବାପା, ମା ଓ ତାଙ୍କ ସାସୁ ଘର ପରିବାର ଲୋକମାନେ ମଧ୍ୟ ତାଙ୍କ ଖରାପ ନଭାବନ୍ତୁ ବୋଲି ଚିଠି ଛାଡି ଯାଇଥିଲେ ଏହା ଆଶା ତାଙ୍କୁ କେହି ଖୋଜି ନ ପାରନ୍ତୁ ବୋଲି ମଧ୍ୟ ସେ ନିଜ ଫୋନ ଛାଇକି ଚାଲି ଯାଇଥିଲେ । ତେବେ ଉତ୍ତମ ଏବେ ଘରକୁ ଆସିଯାଇଛନ୍ତି ।

ତାଙ୍କର ଆଗରୁ ବେମାରି ଥିଲା ଥ୍ରୋଟରେ ସେ ଏହା କୁ ଡାକ୍ତର କ୍ୟାନ୍ସର ଡାକ୍ତର ପାଖକୁ ଯିବା ପାଇଁ କହିଥିଲେ । ଏହା ପରେ ସେ ଚାଲି ଯାଇଥିଲେ ହାଉଡା ଓ ଏହା ପରେ ସେ ବୃନ୍ଦାବନ ଚାଲି ଯାଇଥିଲେ ଏହା ପରେ ତାଙ୍କ ମନ ପରିବର୍ତ୍ତନ ହୋଇ ଯାଇଥିବାରୁ ସେ ଚାଲି ଯାଇଥିଲେ । ଏବେ ନିଜ ଭୁଲ ବୁଝିକି ଫେରି ଆସିଛନ୍ତି ।

Leave a Reply

Your email address will not be published. Required fields are marked *