ଘରର ଝିଅକୁ କେବେବି ଦିଅନ୍ତୁ ନାହିଁ ଏହି 1 ଜିନିଷ, ନହେଲେ ହୋଇଯିବେ ବର୍ବାଦ

ଝିଅ ଆମ ଘରର ଲକ୍ଷ୍ମୀ ହୋଇଥାନ୍ତି । ଆମ ହିନ୍ଦୁ ଧର୍ମରେ ଖାସ କରି ଝିଅ ମାନଙ୍କୁ ମା ଦୁର୍ଗ ମା ଲକ୍ଷ୍ମୀ ଓ ମା ସରଶ୍ଵତିଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ଝିଅ ସବୁ ମା ବାପାଙ୍କ ଗେଲ୍ହା ହୋଇଥାନ୍ତି ଓ ରାଜକୁମାରୀ ଭଳି ରହିଥାନ୍ତି କିନ୍ତୁ ପରଧନ ହୋଇଥାନ୍ତି । ସବୁ ମା ବାପା ଗୋଟେ ଦିନ ଝିଅକୁ ପର ଘରକୁ ବିଦା କରିଥାନ୍ତି । ଆଉ ନିଜର ଦାଇତ୍ଵ ନିଭାଇ ଥାନ୍ତି, ଝିଅର ବିବାହ କରିବା ମା ବାପାଙ୍କ ସବୁଠୁ ବଡ ଦାୟିତ୍ଵ ହୋଇଥାଏ । ଆଜିକାଲିର ମଡର୍ନ ଯୁଦରେ ଯେଉଁ ଭଳି ବିବାହ ସବୁ ହେଉଛି ପୂର୍ବ ଯୁଗ ଅପେକ୍ଷା ବହୁତ ଅଲଗା ଅଟେ ।


ଆଜିକାଲିର ପିତାମାତା ମାନେ କୌଣସି ନୀତିନିୟମକୁ ନଜର ଅନ୍ଦାଜ କରୁଛନ୍ତି କିନ୍ତୁ ତାଙ୍କ ମନର ସବୁ ଇଛାକୁ ନିଜ ହିସାବରେ ନିଶ୍ଚିତ ରୂପରେ ପୁରା କରୁଛନ୍ତି । ଏହି ଇଛା ମଧ୍ୟରୁ ଗୋଟିଏ ଅଟେ ଝିଅକୁ ଭଲ ଗିଫ୍ଟ ଦେବା । ଆଜିକାଲି ଝିଅର ବିଦାୟରେ ବହୁତ କିଛି ଜିନିଷ ଦିଆଯାଉଛି ତାମଧ୍ୟରୁ କିଛି ଗୋଟିଏ ଖାସ ତୋଫା ମଧ୍ୟ ହୋଇଥାଏ । କିଛି ଲୋକ ଝିଅର ବିଦାୟରେ ଗଣେଶଙ୍କ ତୋଫା ବିଦାୟରେ ଦେଇଥାନ୍ତି ।


ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇଥାଏ । ଯେଉଁଠି ସେ ରହିବେ ଶେଠୀ କୌଣସି ବିଘ୍ନ ହେବ ନହିଁ ବୋଲି କୁହାଯାଇଥାଏ । ଗଣେଶଙ୍କୁ ଶୁଭତାର ପ୍ରତୀକ ବୋଲିମଧ୍ୟ କୁହାଯାଇଥାଏ । ସେହି ବିଶ୍ବାସରେ ମାତାପିତା ଗିଫ୍ଟରେ ଦେଇଥାନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ଝିଅକୁ ଏମିତି ତୋଫା ଦେବାକୁ ଚହୁଁଛନ୍ତିତ ଆପଣ ଆପଣଙ୍କ ବିଚାର ତୁରନ୍ତ ବଦଳାଇ ଦିଅନ୍ତୁ । ଶାସ୍ତ୍ର ଅନୁସାରେ ଝିଅକୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ମା ଲକ୍ଷ୍ମୀ ଓ ଗଣେଶଙ୍କ ଏକତ୍ରିତ ହେବା ଧନର ସଙ୍କେତ ହୋଇଥାଏ । ଯଦି ଆପଣ ଝିଅ ବିଦା ହେବା ସମୟରେ ଗଣେଶଙ୍କୁ ଗିଫ୍ଟ କରିବେ ଝିଅର ବାପ ଘରକୁ ବହୁତ ଧନର କମି ହୋଇଥାଏ ।

ସେ ଯିବା ସମୟରେ ଘରର ସୁଖ ସମୃଦ୍ଧି ନେଇଯାଇଥାଏ । ସେଥିପାଇଁ ଝିଅକୁ କେବେବି ଗିଫ୍ଟରେ ଗଣେଶଙ୍କ ଉପହାର ଦେବା କଥା ନୁହେଁ । ଯଦି ଝିଅକୁ ଝିଅକୁ ଗଣେଶଙ୍କ ଉପହାର ଦେଲା ପରେ ଆପଣଙ୍କ ଘରେ ଗରିବୀ ଆସିଥାଏ ତେବେ ଆପଣ ଝିଅଠୁ ଗୋଟେ ଗଣେଶ ଉପହାରରେ ଆଣିପାରନ୍ତି ଏହା ଦ୍ଵାରା ସମସ୍ୟାର ସମାଧାନ ହୋଇପାରେ । ଏଥିରେ ଘରର ସବୁ ସମସ୍ୟାର ସମାଧାନ ହୋଇବ ଓ ମା ଲକ୍ଷ୍ମୀ ମଧ୍ୟ ଘରେ ସ୍ଥାଇ ରୂପରେ ବାସକରିବେ । ଯଦି ନୂଆ ମୂର୍ତି କିଣୁଛନ୍ତି ତେବେ କିଣିବା ବେଳେ କେତୋଟି ନିୟମର ରହିଛି ତାକୁ ଧ୍ୟାନରେ ରଖିବେ ।

ଦେଖିବେକୀ ତାଙ୍କ ସୁନ୍ଧରା ଦିଗ କେଉଁ ଆଡକୁ ରହିଛି, ଗଣେଶଙ୍କ ମୂର୍ତିର ଶୁଣ୍ଢ ସବୁବେଳେ ବାମ ପଟେ ହେବା ଦରକାର ହୋଇଥାଏ । କାରଣ ଶାସ୍ତ୍ର ହିସାବରେ ତାଙ୍କର ରଖିବା ସହଜ ହୋଇଯାଇଥାଏ । ଏମିତି ନୁହେକି ଡାହାଣ ପଟେ ଶୁଣ୍ଢ ଥିବା ଗଣେଶକୁ ଘରେ ରଖାଯାଇ ନଥାଏ । ଏମିତି ମୂର୍ତି ଆପଣ କିଣିପାରିବେ କିନ୍ତୁ ଡାହାଣ ପାଖରେ ଶୁଣ୍ଢ ଥିବା ମୂର୍ତିର ପୂଜା ପାଠର ନିୟମ ପୁରା ଅଲଗା ହୋଇଥାଏ । ଯଦି ପୁରା ବିଧି ବିଧାନରେ ପୂଜା କରାଯାଇନଥାଏ ଏମିତିର ଆପଣଙ୍କୁ ଫାଇଦା ଜାଗାରେ କ୍ଷତି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *