ଘରକୁ ଆଣନ୍ତୁ ମାଟିର ମାଠିଆ- ଏତେ ଧନ ଆସିବ କି ସମ୍ଭାଳି ପାରିବେନି

ଆଜି କାଲିର ସମୟରେ ଲୋକଙ୍କ ଘରେ ମାଟିର ମାଠିଆ ମିଳିବା ବହୁତ କଷ୍ଟକର । ଆଜିର ସମୟରେ ଲୋକ ଫ୍ରିଜ ବ୍ୟବହାର କରିବା ଦ୍ଵାରା ମାଟିର ମାଠିଆର ବ୍ୟବହାର ବହୁତ କମ ହେଉଛି । ପୂର୍ବ କାଳରେ ପାଣିକୁ  ଥଣ୍ଡା ରଖିବା ପାଇଁ ମାଠିଆ ବା ସୁରେଇର ବ୍ୟବହାର କରାଯାଉଥିଲା ।

ମାଟିର ମାଠିଆରେ ଜଳ ରଖିଲେ ଖାଲି ପାଣି ଥଣ୍ଡା ହୁଏନି, ଏଥିରେ ଆହୁରି ବହୁତ କିଛି ଫାଇଦା ମିଳିଥାଏ । ବାସ୍ତୁ ହିସାବରେ ଯଦି ଆପଣ ଘରେ ମାଟିର ମାଠିଆ କି ସୁରେଇ ରଖୁଛନ୍ତି ଆପଣଙ୍କ ଧନ ସମ୍ବଧିତ ସମସ୍ୟା ଦୂର ହୋଇଥାଏ ।

Image Courtesy: Google

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାଣିରେ ଭରା ସୁରେଇ ରଖିବା ଦରକାର । ଏଥିରେ ଘରେ ଧନର କେବେ କମି ହୋଇନଥାଏ । ଆପଣ ଗୋଟେ ଛୋଟ ମାଟି କଳସରେ ଜଳ ଭରିକି ରଖି ପାରିବେ । କିନ୍ତୁ ମାଠିଆରେ ଜଳ ଭରି ହୋଇକି ରହିବା ଦରକାର । ବାସ୍ତୁ ହିସାବରେ ଉତ୍ତର ଦିଗକୁ କୁବେରଙ୍କ ଦିଗ କୁହାଯାଏ । ଏହି ଦିଗରେ ଜଳ ରଖିଲେ ବହୁତ ଶୁଭ ହୋଇଥାଏ । ସେଥିପାଇଁ ପାଣି ଭରା ମାଠିଆକୁ ସବୁବେଳେ ଉତ୍ତର ଦିଗକୁ ରଖନ୍ତୁ । ଏଥିରେ ଧନର ଆଗମନ ହୋଇଥାଏ ।

Image Courtesy: Google

ଆଜିକାଲି ସମୟରେ ଭଗବାନଙ୍କର ପ୍ଲାଷ୍ଟିକ, ଫାଇବର, ଆଦି ପ୍ରତିମା ବଜାରରେ ମିଳୁଛି, କିନ୍ତୁ ପୂଜା କରିବା ପାଇଁ ସବୁବେଳେ ମାଟିର ପ୍ରତିମା ଠିକ ହୋଇଥାଏ । ସେଥିପାଇଁ ଘରେ ଭଗବାନଙ୍କର ମାଟିର ପ୍ରତିମା ରଖିବା ଉଚିତ । ଏଥିରେ ଧନ ସମ୍ବଧିତ ସମସ୍ୟା ଦୂର ହୋଇଥାଏ ।

Image Courtesy: Google

ଯେଉଁ ଭଳି ମାଟିର ସୁରେଇରେ ପାଣି ରଖିଲେ ଶୁଦ୍ଧ ବାସ୍ନା ଆସିଥାଏ, ସେହି ଭଳି ଘରେ ଜଳଭରା ମାଠିଆ ରହିଲେ ପରିବାରର ସଦସ୍ୟଙ୍କ ଭିତରେ ପ୍ରେମଭାବ ବନି ରହିଥାଏ । ଘରର ସଦସ୍ୟଙ୍କ ଭିତରେ ପ୍ରେମ ଭାବ ବନାଇ ରଖିବା ପାଇଁ ଛୋଟ ଛୋଟ ମାଠିଆ ସଜେଇବା ପାଇଁ ରଖିପାରିବେ ।

Image Courtesy: Google

ଯଦି ଆପଣଙ୍କୁ ଧନ ସମ୍ବଧିତ ସମସ୍ୟା ରହିଛି ଜଳ ଭର୍ତି କଳସ ପାଖରେ ଦୀପ ଲଗେଇବା ଉଚିତ, ଏଥିରେ ଆର୍ଥିକ ଅସୁବିଧା ଦୂର ହୋଇଥାଏ । ମାଟିର କଳସରେ ଗଛରେ ପାଣିଦେଲେ ମାନସିକ ଚିନ୍ତା ଦୂର ହୋଇଥାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *