ଘରକୁ ଯେବେବି ଆଣିବେ ଲୁଣ ତ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ, ତାପରେ ଯାହା ହେବ ଆପଣ ବିଶ୍ଵାସ ବି କରିପାରିବେ ନାହିଁ- Astro Tips

ଘରେ ଯେବେବି ଆଣନ୍ତୁ ଲୁଣ ନିଶ୍ଚିନ୍ତ ଆପଣନ୍ତୁ ଏହି ଉପାୟ ହେବ ଲାଭ ହିଁ ଲାଭ । ଲୁଣ ବୀନା ଖାଇବାର ଲାଭ ଆମେ କେବେବି ଉଠାଇ ପାରିନଥାଊ । ଯେତେ ପର୍ଯ୍ୟନ୍ତ ଖାଇବାରେ ସ୍ଵାଦ ଅନୁସାରେ ଲୁଣ ନ ପକାଇବୁ ସେତେ ପର୍ଯ୍ୟନ୍ତ ଭୋଜନ କରିବାର ମଜା ଆସିବନି । ସେଥିପାଇଁ ଏହି ମାମଲାରେ ଲୁଣ ବହୁତ ଜରୁରୀ ହୋଇଥାଏ । ଡାକ୍ତର ମାନେ ମଧ୍ୟ ଏହା କହିଥାନ୍ତି ଲୁଣ ମଧ୍ୟ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । କାରଣ ଏଥିରେ ଆୟୋଡିନ ଥାଏ, ଆମ ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିଥାଏ । ଏହା ସହିତ ଶରୀରରେ ଯଦି ଲୁଣର କମି ହୋଇଯାଏ ରକ୍ତଚାପ ରୋଗ ହୋଇଥାଏ ।

ଆଉ ଆମେ କମଜୋର ଅନୁଭବ କରିଥାଉ, ଶେଥି ପାଇଁ ଲୁଣର ମହତ୍ଵ ଆମ ଜୀବନରେ ଅଧିକ ଥାଏ । ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ବହୁତ ମହତ୍ଵ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଲୁଣରେ ଗଜବ ଶକ୍ତି ରହିଥାଏ । ସେ ଖାଲି ଘରକୁ ସକରାତ୍ମକ ଊର୍ଜାରେ ଭରିନଥାଏ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢାଇବାର କାମ ମଧ୍ୟ କରିଥାଏ । ଆଜି ଏମିତି ଉପାୟ ଆମେ କହିବାକୁ ଯାଉଛୁ ।

ଯେବେ ଆପଣ ନିଜ ଘରକୁ ଲୁଣ ଆଣିଥାନ୍ତି ସେବେ ଆପଣ ଏହି ଉପାୟ ନିଶ୍ଚିତ ରୂପରେ କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହୋଇବ । ଆପଣ ଯେବେ ଲୁଣ ଆଣିଥାନ୍ତି ସର୍ବ ପ୍ରଥମେ ଗୋଟେ ଲବଙ୍ଗ ମିଶାଇ ରଖୀ ଦିଅନ୍ତୁ । ଆଉ ଦିତୀୟ ଉପାୟ ଏହା ଅଟେକି ତାକୁ ପରମାତ୍ମା ପାଖରେ ଭୋଗ ଲଗାନ୍ତୁ । ଲୁଣରେ ଲବଙ୍ଗ ରଖିବାର କାରଣ ଏହା ହୋଇଥାଏକି ପରିବାବରେ ଯେତେବୀ ସଦସ୍ୟ ସେହି ଲବଙ୍ଗର ସେବନ କରିବେ ତାଙ୍କ ଶରୀରକୁ ପଜେଟିଭ ଭାଇବ୍ରେସନ ମିଳିବ ।

ପରମାତ୍ମାକୁ ଭୋଗ ଲଗାଇବାର କାରଣ ଏହା ଅଟେକି ତାକୁ ଭୋଗ ଲଗାଇବା ପରେ ପ୍ରସାଦ ବନିଯାଇଥାଏ । ଯାହା ପରେ ତାକୁ ଯେକୌଣସି ଭୋଜନରେ ପକାଯାଇଥାଏ ତାହା ପ୍ରସାଦ ବନିଯାଇଥାଏ ।  ଆଉ ସେ ପବିତ୍ର ହୋଇ ଯାଇ ଥାଏ  । ଆଉ ପ୍ରଶ୍ନ ଏହା ଉଠିଥାଏ ଯାହା ଘରେ  ଆମିଷ ବନିଥାଏ ସେ ଏହି ଲୁଣର ପ୍ରୟୋଗ କେମିତି କରିବ । ଆଉ ଆମିଷ ବନାଉଥିବା ଲୋକ ଏହି ଲୁଣକୁ ଆମିଷରେ ବ୍ୟବହାର କରନ୍ତୁ ନହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *