ଘରକୁ ମାଙ୍କଡ ଆସିବାର ଅର୍ଥ କଣ? Ajira Anuchinta

ବନ୍ଧୁଗଣ ଆଜି ଆମେ ଘରକୁ ମାଙ୍କଡ ଆସିବାର ଅର୍ଥ ବିଷୟରେ ଆଲୋଚନା କରିବା । ଯେଉଁ ଘରେ କୌଣସି ନିୟମ ନିଷ୍ଠା ନଥାଏ ଏବଂ ଭାଗବତ ପାଠ କେବେ ହୁଏ ନାହିଁ ସେହି ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି । ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟ ଙ୍କ ମଧ୍ୟରେ ବାକଯୁଧ୍ୟ ବହୁତ ସମୟ ଧରି ଲାଗିରୁହେ । କଳହ ଓ ମତାନ୍ତର ବାରମ୍ବାର ସୃଷ୍ଟି ହୋଇଥାଏ ସେ ଗୃହ କୁ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଯଦି ପରିବାର ବର୍ଗରେ କଳହ, ଦ୍ଵନ୍ଦ ଓ ହିଂସବାଦ ଘଟେ ତେବେ ସେ ସ୍ଥାନ କୁ ମା ଲକ୍ଷ୍ମୀ ଛାଡିଥାନ୍ତି ।

ଅନିୟମ ରୁ ଶିଷ୍ଟାଚାର ହୋଇଗଲେ ସେ ସ୍ଥାନ କୁ ମଧ୍ୟ ମା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଯେଉଁ ଘରୁ ମା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ତାର ସଂକେତ କିଛି ପଶୁ ମାନେ ଦେଇଥାନ୍ତି । କେତେ ଗୁଡିଏ ପଶୁମାନଙ୍କର କାର୍ଯ୍ୟ ମଧ୍ୟ ଆପଣଙ୍କୁ ସତର୍କ କରାଇଥାଏ ।

ଯଦି କୌଣସି ଏକ ବାହାର କୁକୁର ଘରକୁ ପଶିଆସେ ତେବେ ଏହା ଆପଣ ମାନଙ୍କ ପାଇଁ ଏକ ସତର୍କ ସୂଚନା ଯେ ମା ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ ରୁଷ୍ଟ ଅଛନ୍ତି । ଏହା ସୂଚନା ଦେଇଥାଏ ଯେ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ଆପଣ ମାନଙ୍କ ଗୃହ ଉପରେ ନାହିଁ । ଯଦି କୁକୁଡା ମଧ୍ୟ ଘର ଭିତରକୁ ପଶିଆସିଥାଏ । ତେବେ ଏହା ସୁଚାଇ ଥାଏ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି ।

ଛେଳି ର ଗୋଡ ମଧ୍ୟ ଘରେ ପଡିବା ଦ୍ଵାରା ଏହା ସୂଚନା ମିଳିଥାଏ ଯେ ସେ ଘରେ ଲକ୍ଷ୍ମୀ ରହି ନଥାନ୍ତି । ଯଦି ଏକ କଳା ମୁଖ ମାଙ୍କଡ ଘରକୁ ପଶିଆସେ ଓ ଘରେ ତାର ପାଦଚିହ୍ନ ପଡେ ତେବେ ସେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଏବଂ ସେ ଗୃହ ରେ ସର୍ବଦା ଅଭାବ ଅନାଟନ ଲାଗି ରହିଥାଏ । ଏ ସବୁ ପଶୁ ଙ୍କୁ ଗୃହରେ ପାଳନ କରିବା ମଧ୍ୟ ଅଶୁଭ ବିଚାର କରାଯାଇଥାଏ ।

ଅତୀତରେ ଲୋକମାନେ ଗୋମାତା ଙ୍କର ସେବା କରୁଥିଲେ । କିନ୍ତୁ ବର୍ତମାନ ର ଲୋକମାନେ ଯେତେ ଉଚ୍ଚ କୁ ଉଠିଲେ ମଧ୍ୟ ସେମାନେ କୁକୁଡ଼ା ମାନଙ୍କର ସେବା କରୁଛନ୍ତି । ଯଦି ଆପଣମାନେ କୁକୁର କୁ ଭଲ ପାଉଛନ୍ତି ବା ଘରେ ରଖିଛନ୍ତି ତ ମନରେ କଷ୍ଟ ଆଣନ୍ତୁ ନାହିଁ ।

କିନ୍ତୁ କୌଣସି ଧର୍ମରେ କୁକୁର କୁ ଶୁଭ ବିଚାର କରା ଯାଇନଥାଏ । ତେଣୁ କୁକୁର କୁ ଗୃହରୁ ରଖିବା ଶାସ୍ତ୍ର ରେ ମଧ୍ୟ ନିଷେଧ ରହିଛି । ତେଣୁ କେତେ ଗୁଡିଏ ପଶୁ ଙ୍କ ଗୋଡ ଗୃହ ରେ ପଡିବା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *