ଘରର କେଉଁ ଜାଗାରେ ଲୁଣ ରଖିଲେ ଦଶ ଗୁଣା ବଢିଥାଏ ଧନ, ଜାଣନ୍ତୁ- Vastu Tips

ମଣିଷ ଜୀବନରେ ସବୁ କଥାର ସନ୍ତୁଳନ ରହିବା କାହିଁକି ଗୁରୁତ୍ଵ ପୂର୍ଣ ହୋଇଥାଏ । ଏହା ଆମକୁ ଲୁଣ ଠାରୁ ଶିଖିବା ଉଚିତ । ଯେମିତି ଖାଦ୍ଯରେ ଲୁଣର ମହତ୍ଵ କେମିତି ରହିଛି ଏହା ଆମେ ଲୁଣ ଠାରୁ ଶିଖିବା । ଖାଦ୍ଯରେ ଆବଶ୍ୟକତା ଠାରୁ କମ କିମ୍ବା ଅଧିକ ଲୁଣ ପକାଇଲେ ଖାଦ୍ଯ ସ୍ଵାଦିଷ୍ଟ ହୋଇନଥାଏ ।

ଯେତିକି ଦରକାର ଆବଶ୍ୟକ ଅନୁସାରେ ଲୁଣ ପକାଇବା ଦରକାର । ଆଉ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ହାନି କାରକ ହୋଇଥାଏ । ଯଦି ବିଜ୍ଞାନର କଥା ହେବାତ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଆମର ମସ୍ତିସ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲୁଣ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ସେହି ପ୍ରକାର ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ସାଧାରଣ ମହତ୍ଵ କୁହାଯାଇଛି । ଲୁଣ ଖାଦ୍ଯରେ ସ୍ଵାଦ ବଢାଇବାର କାର୍ଯ୍ୟ କରିଥାଏ । ତାହା ସହିତ ଆମ ଜୀବନରେ ସକରାତ୍ମକତା ଆଣିବାରେ କାମ କରିଥାଏ ଜ୍ଯୋତିଷ ଶାସ୍ତ୍ରରେ କିଛି ଏମିତି ଗୁଣ ବିଷୟରେ କୁହାଯାଇଛି ଯାହା ଦ୍ଵାରା ଆମେ ଆମ ଜୀବନର ଦଶା ଓ ଦିଶା ଦୁଇଟିକୁ ମଧ୍ୟ ବଦଳାଇ ପାରିବା । ମାତ୍ର ଗୋଟିଏ ଚୁଟକି ଲୁଣରେ ଆମକୁ ଗରିବରୁ ରାଜା ବନାଇ ଦେଇପାରେ । ଆଜି ଆମେ ଲୁଣର କିଛି ମହତ୍ଵ ପୂର୍ଣ ଉପାୟ ବିଷୟରେ ଜାଣିବା । ଯାହା ପ୍ରାଚୀନ କାଳରୁ କେତେ ଲୋକଙ୍କ ଘରେ ପାଳନ କରାଯାଉଛି । ଆପଣ ଲୁଣର ଏହି ଉପାୟକୁ ଅବଶ୍ୟ କରନ୍ତୁ ।

ଲୁଣ ସକାରାତ୍ମକ ଊର୍ଜାର ଭଣ୍ଡାର ହୋଇଥାଏ । ତାହା ସହିତ ଏଥିରେ ଏତେ ଶକ୍ତି ରହିଥାଏ ଆପଣଙ୍କ ଆଖ ପାଖରେ ଥିବା ନକରାତ୍ମକ ଶକ୍ତିକୁ ଦୂର କରିଦେଇଥାଏ । ଏଥି ପାଇଁ ଘରର ଚାରିକୋଣରେ ଗୋଟିଏ ପାତ୍ରରେ ଲୁଣ ଭରିକି ଅବଶ୍ୟ ରଖନ୍ତୁ । ଘର ପୋଛିବା ସମୟରେ ଅଳ୍ପ ଲୁଣ ପକାଇ ଘର ପୋଛିବା ଦ୍ଵାରା ମଧ୍ୟ ପୁରା ଘରେ ଶକରତ୍ମକତା ଊର୍ଜାର ସଂଚାର ହୋଇଥାଏ । ଯଦି ଘରେ ବାରମ୍ବାର ଦୁଃଖ ବା କ୍ଲେଶ ହୋଇଥାଏ ଆଉ ପରିବାର ଲୋକଙ୍କ ଭିତରେ ଛୋଟ କଥାକୁ ନେଇ ମତ ପାର୍ଥକ୍ଯ ହୋଇଥାଏ ।

ତେବେ ଆପଣ ଲୁଣର ଏହି ଉପାୟ ନିଶ୍ଚିତ କରନ୍ତୁ । ଗାଧୁଆ ଘରେ ଯଦି କୌଣସି ପ୍ରକାରର ବସ୍ତୁ ଦୋଷ ରହିଥାଏ ତେବେ ତାର ନକରାତ୍ମକ ପ୍ରଭାବ ପୁରା ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେଉ କାରଣରୁ ପରିବାର ସଦସ୍ୟ ଜଣେ ପରେ ଜଣେ ବିମାରୀରେ ପଡିବାକୁ ଲାଗିଥାନ୍ତି । ଏହା ସହିତ ଘରର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଛି । ଏଥି ପାଇଁ ଗାଧୁଆ ଘରେ ଗୋଟିଏ କାଚର ପାତ୍ରରେ ଲୁଣ ଭାରିକରି ରଖି ଦିଅନ୍ତୁ । ଆଉ ତାକୁ ପ୍ରତି ସପ୍ତାହରେ ବଦଳାଇ ନୂଆ ଲୁଣ ରଖନ୍ତୁ ।

ଏହା ଦ୍ଵାରା ଘରର ବସ୍ତୁ ଦୋଷ ଦୂର ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ଘରର ସବୁଠୁ ସଂବେଦନଶୀଳ ସ୍ଥାନ ହୋଇଥାଏ । ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଶେଠୀ ପାଇଁ ବନ୍ଧୁଗଣ ଗୋଟିଏ ଲାଲ କପଡାରେ ଲୁଣକୁ ବାନ୍ଧିକି ଟାଙ୍ଗୀ ଦିଅନ୍ତୁ । ଲୁଣର ସକାରାତ୍ମକତାରୁ ଘରକୁ ଆସିବାର ଥିବା ସବୁ ସଙ୍କଟ ଦ୍ଵାରା ପାଖରେ ହିଁ ରହିଯିବ । ଆଉ ନକରାତ୍ମକ ଊର୍ଜା ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *