କେନ୍ଦ୍ରୀୟ ବିତ ମନ୍ତ୍ରୀ ନିର୍ମଲା ସିତାରମଣ ଗୁରୁବାରକୁ ପ୍ୟାନକୁ ରିୟଲ ଟାଇମ ବେସୀସ ରେ ଏକାଉଣ୍ଟ ସୁବିଧା ଲଞ୍ଚ କରିଛନ୍ତି, କେନ୍ଦ୍ରୀୟ ପ୍ରତ୍ଯକ୍ଷ ବୋର୍ଡ ଗୁରୁବାରକୁ ଏହା ବିଷୟରେ ସୂଚନା ଦେଇଛନ୍ତି, କେନ୍ଦ୍ରୀୟ ପ୍ରତ୍ଯକ୍ଷ କର ବୋର୍ଡ(CBDT) ଏହି ସୁବିଧା ସେହି ଆବଦକମାନକ ପାଇଁ ଯାହା ପାଖରେ ଆଗରୁ ଆଧାର ନଂ ଅଛି ଏବଂ ତାଙ୍କ ମୋବାଇଲ ନଂ ଆଧାର ସହ ରେଜିଷ୍ଟର ଅଛି । ଏହି ସୁବିଧା ୧୨ ଫେବୃଆରୀ ୨୦୨୦ ଠାରୁ ଆରମ୍ଭ କରା ଯାଇଛି, ଏହି ସୁବିଧା ଇନକମ ଟ୍ୟାକ୍ସ ବିଭାଗ ଈ – ଫାଇଲିଙ୍ଗ ପୋର୍ଟଲ ଉପରେ ଟ୍ରାୟଲ ବେସୀସ ଉପରେ ଆରମ୍ଭ କରା ଯାଇଛି କିନ୍ତୁ ଏବେ ଏହାକୁ ଅଧିକାରିକ ଉପରେ ଲଞ୍ଚ କରା ଯାଇଛି ।

୧. ଅନଲାଇନ ପ୍ୟାନ କାର୍ଡ ପାଇଁ ଆବେଦାନ କରିବା ପାଇଁ ଚାହନ୍ତି ତେବେ ଆପଣଙ୍କୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଈ – ଫିଲିଙ୍ଗ ପୋର୍ଟଲ ଉପରେ ଯିବାକୁ ହବ, ଏହି ପୋର୍ଟଲ ଉପରେ ଆପଣଙ୍କୁ, “ଇନଷ୍ଟାନ୍ତ ପ୍ୟାନ ଥ୍ରୋ ଆଧାର”ସେକସନରେ ଯାଇ ବାଁ ରେ କ୍ଵିକ ଲିଙ୍କ ଉପରେ କ୍ଲିକ କରନ୍ତୁ ।
୨. ଏହି ପେଜରେ “ଗେଟ ନିୱ ପ୍ୟାନ” ବିକଳ୍ପ ଉପରେ କ୍ଲିକ କରନ୍ତୁ ।
୩. ଏଠାରେ କ୍ଲିକ କଲା ପରେ ଆପଣଙ୍କୁ ନିଜ ଆଧାର ନଂ ଦବାକୁ ହବ ଏବଂ ଓଟିପି ଜେନେରେଟ କରିବା ପାଇଁ କ୍ୟାପ୍ଚା କୋଡ ପକାନ୍ତୁ, ଏହା ପରେ ଆପଣଙ୍କ ଆଧାର ରେ ରେଜିଷ୍ଟରଡ ନଂ ଉପରେ ଓଟିପି ପଠା ଯିବ, ଯାହା ଆପଣଙ୍କୁ ଭେଲିଡିଟି କରିବାକୁ ହବ ।
How to apply for #InstantPAN?
Very simple, as this pic shows.
Can be done at @IncomeTaxIndia e-filing website➡️ https://t.co/V1Q1Zviw7w
Around 6.8 lakh instant PANs have been allotted already, since the launch of beta version of the facility on Feb 12, 2020. pic.twitter.com/juseNqtrIX
— PIB in Maharashtra ???????? (@PIBMumbai) May 28, 2020
୪. ଆର ସ୍ଟେପରେ ଆପଣଙ୍କୁ ଆଧାର ଡିଟେଲ୍ସ ଭେଲିଡ କରିବାକୁ ହବ ।
୫. ପ୍ୟାନ କାର୍ଡ ଆବେଦନ ପାଇଁ ଆପଣଙ୍କୁ ଈ – ମେଲ ଆଇଡି ମଧ୍ୟ ଭାଲିଡ ଥିବା ଆବଶ୍ୟକ ଅଟେ ।
୬. ୟୁନିକ ଆଇଡେଣ୍ଟଟିଟି ଅଥରୀଟି ଅଫ ଇଣ୍ଡିଆ ଦ୍ଵାରା ଈ – କେୱାୟସି ଡେଟାକୁ ଭେଲିଡ କରିବା ପରେ ଆପଣଙ୍କୁ ଇନ୍ସଟେଣ୍ଟ ପ୍ୟାନ ଜାରି କରାଯିବ, ଏହି ସବୁ କାମ କରିବା ପାଇଁ ଆପଣଙ୍କୁ କେବଳ ୧୦ ମିନିଟ ସମୟ ଲାଗିବ ।

୭. ଅଲଗା ସ୍ଟେପରେ ଆପଣ, “ଚେକ ଷ୍ଟାଟସ/ଡାଉନଲୋଡ ପ୍ୟାନ”ବିକଳ୍ପ ଉପରେ କ୍ଲିକ କରିବା ପରେ, ସହଜରେ ଆପଣ ନିଜ ପ୍ୟାନ କାର୍ଡ ଡାଉନ୍ଲୋର୍ଡ କରି ପାରିବେ, ଯଦି ଆପଣ ଈ – ମେଲ ଆଇଡି ଆପଣଙ୍କ ଆଧାର ସହ ରେଜିଷ୍ଟର ହବ ତେବେ ଆପଣଙ୍କ ନୂଆ ଈ – ପ୍ୟାନ କାର୍ଡ ଆପଣଙ୍କ ଈ – ମେଲ ରେ ଆସିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।