ଘରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ଗଛ, ହୋଇଯିବେ ବର୍ବାଦ- Vastu Tips

ହିନ୍ଦୁ ଧର୍ମରେ ଗଛ ପତ୍ରର ବହୁତ ମହତ୍ଵ ରହିଛି । ଗୋଟେ ପାଖରେ ଗଛ ପତ୍ର ଚାରି ପାଖର ପରିବେଶ ସଫା ଓ ସୁନ୍ଦର ରଖିଥାଏ ତ ଅନ୍ୟ ପାଖରେ ଏହା ବ୍ଯକ୍ତିର ଜୀବନରେ ସୁଖ ସମୃଦ୍ଧି ଓ ଭାଗ୍ୟରେ ଚମତ୍କାର ପରିବର୍ତନ ଆଣିଥାଏ । ବସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଛ ପତ୍ର ଲଗେଇବା ଦ୍ଵାରା ସକାରାତ୍ମକ ଊର୍ଜାର ସଂଚାର କରିଥାଏ । ଗ

ଛ ଲଗେଇବା ଦ୍ଵାରା କଣ ଶୁଭ ଫଳ ପ୍ରଦାନ କରେ, ଏମିତି କୁହାଯାଏକି ଗଛରେ ଦେବତମାନାଙ୍କରା ବସ ହୋଇଥାଏ । ବସ୍ତୁଶାସ୍ତ୍ର ଅନୁସାରେ ଘରେ ଘରେ ତୁଲସୀ ଗଛ, କଦଳୀ ଗଛ, ସମି ଗଛ ଲଗାଇବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆଉ କିଛି ଗଛ ଲଗେଇବା ପାଇଁ ମନା କରାଯାଇଛି ।

ତୁଲସୀ :- ହିନ୍ଦୁ ଧର୍ମର ବହୁତ ଧାର୍ମିକ ଅନୁଷ୍ଠାନ ବା ପୂଜା ପାଠର କାର୍ଯ୍ୟ କ୍ରମ  ତୁଲସୀ ପତ୍ର ବୀନା ହୋଇପାରେ ନହିଁ । ବାସ୍ତୁ ଅନୁସାରେ ଘରେ ତୁଲସୀ ଗଛ  ନକରାତ୍ମକ ଊର୍ଜାକୁ ଦୂର କରିଥାଏ । ତୁଲସୀକୁ ଘରର ପୂର୍ବ ବା ପୂର୍ବ ଉତ୍ତର ଦିଗରେ ଲଗେଇବା ଶୁଭ ମନାଯାଏ ।

ଅଶୋକ :- ଅଶୋକ ଗଛରେ ସବୁପ୍ରକାର ଦୋଷ କଟି ଯାଇଥାଏ ଓ ନକରାତ୍ମକ ଭାବ ଦୂର ହୋଇଥାଏ । ଏହି ଗଛକୁ ଘରର ଉତ୍ତର ଦିଗରେ ଲଗେଇବା ଉଚିତ ।

କଦଳୀ ଗଛ :- ଯେତିକି ତୁଲସୀ ପତ୍ରର ମହତ୍ଵ ରହିଛି ପୂଜା ପାଠରେ ସେତିକି କଦଳୀ ଗଛକୁବି ମନାଯାଏ । ଘରେ ଏହି ଗଛ ଲଗେଇବା ଦ୍ଵାରା ମନ ଶାନ୍ତି ରହିବ ଓ ସୁଖ ସମୃଦ୍ଧି ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କଦଳୀ ଗଛକୁ ପୂର୍ବ ଉତ୍ତର ଦିଗରେ ଲଗେଇବା ଦରକାର ।

ଆମ୍ବଲା :- ଅଅଁଳା ଗଛରେ ଭଗବାନ ବିଷ୍ନୁଙ୍କ ନିବାସ ସ୍ଥାନ ମନାଯାଇଛି । ଏମିତି କୁହାଯାଇଚିକି ଏହି ଗଛ ଲଗେଇବା ଦ୍ଵାରା ସବୁ ପାପ ନାସ ହୋଇଥାଏ  ଓ ସବୁ ଇଚ୍ଛା ପୁରା ହୋଇଥାଏ ।

ବର ଗଛ:-  କିନ୍ତୁ ବର ଗଛ ଲଗେଇବା ଦ୍ଵାରା  ଦୁର୍ଭାଗ୍ୟ ଆସିଥାଏ । ଘର ବାହାରେକି ମନ୍ଦିରରେ ବାର ଗଛ ଥିଲେ  ବହୁତ ଶୁଭ ମନାଯାଏ । ବାର ଗଛକୁ ଜଳ ଅର୍ପଣା କଲେ କି  ଦୀପ ଜଳେଇଲେ ପିତୃ ପୁରୁଷଙ୍କର ଆତ୍ମା ଶାନ୍ତି ମିଳେ ଓ ଏହା ଛଡା ଶନି ଦୋଷରୁ ମୁକ୍ତି ମିଳିଥାଏ । ବର ଗଛ ବୈରାଗ୍ୟର ପ୍ରତୀକ ଅଟେ । ଏମିତିରେ ବୈବାହିକ ଜୀବନ ପାଇଁ ଏହା ଭଲ ହୋଇନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବର ଗଛ ଲଗାଇଲେ ସେଠାରେ ଛୁଆ ମାନେ ସବୁବେଳେ ରୋଗଗ୍ରସ୍ତ ରହିଥାନ୍ତି ।

Leave a Reply

Your email address will not be published. Required fields are marked *