ବୁଢିଆଣି ଘରେ ବସା କଲେ କଣ ସଂକେତ ମିଳିଥାଏ: Ajira Anuchinta

ଆମ ପରିବେଶ ଓ ଘରକୁ ସଫା ରଖିବା କଥା ଆମେ ପିଲା ବେଳୁ ଶୁଣି ଆସୁଛେ । କିନ୍ତୁ ଏହାର କାରଣ ପଚାରିଲେ ଆମେ ଉତ୍ତର ପାଇ ଥାଉ କି ଏହା ଖରାପ ସଂକେତ ଅଟେ । ଏହା ତ ଅମେକ ପୁରୁଣା କଥା ବୋଲି ଆମେ କହିକି ଏହାକୁ ଆମେ ମାନି ନଥାଉ । ତେବେ ଆଜି କାଲୀ ଆମେ ଖୁବ ବ୍ୟସ୍ତ ଜୀବନ ବଞ୍ଚୁଛେ । ଏହାର କାରଣ ଅଟେ କି ଆମେ କାମ ଖୁବ କରୁଚେ କେବଳ ପ୍ପାଇସା ଅଧିକ ରୁ ଅଧିକ କମେଇବା ପାଇଁ ।

ଯଦି ଭାବି ଦେଖିଲେ କମେଇବା ପଇସା ରେ ଯଦି ଆମେ ଭଲ ରେ ନ ରହି ଆମେ । ସେହି ସବୁ ପଇସା କୁ ଆମେ କେବଳ ଖର୍ଚ୍ଚ କରିବା ସେ ଭି କାହାର ରୋଗ ବ୍ୟାଧିରେ ଏହା କିଭଳି ବାଧିବ ଆମକୁ ।

ତେଣୁ କରି ଆମେ ଏହାକୁ ଅଟକାଇବା ପାଇ କଣ କରିବା ଆସନ୍ତୁ ଜାଣିବା । ଆମ ଘରେ ଥିବା ବୁଢିଆଣୀ ଯଦି ଆମ ଉପରେ କିମ୍ବା ଆମ ଦେହରେ ପଡି ଥାଏ । ଆମେ କହି ଥାଉ କି ଏହା ଆମକୁ ଶୁଭ ପରିଣାମ ଦେଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ ଯାଦି ଏହି ବିଧୁଆଣି ଆପଣଙ୍କ ଘରେ ବସା କରିକି ରହି ଥାଏ । ତେବେ ଆପଣଙ୍କ ଘରେ କଣ ଅଭାବ ହୋଇ ଥାଏ ।

ଯଦି ଆମେ ଏହାକୁ ସଫା ନ କରିବା ତ ଶାସ୍ତ୍ର ଅନୁସାରେ ଘରେ କାହାର ମାନଶୀକ ସ୍ଥିତି ଖରାପ ହୋଇ ପାରେ । ଘରେ ଥିବା ଲୋକଙ୍କ ଦେହ ଖରାପ ହୋଇ ଥାଏ । ଏହି କୀଟ ଆମ ଘରେ ରହିବା ଦ୍ଵାରା ଘରେ କଳହ ଓ ଅସାନ୍ତି ମଧ୍ୟ ହୋଇ ଥାଏ । ଯଦି ଆପଣଙ୍କ ଘରେ ଭି ଏହି ଭଳି କିଛି ଜାଲି ରହିଛି ତେବେ ଏହାକୁ ତୁରନ୍ତ ସଫା କରନ୍ତୁ । ଏହା ଭିତରେ ନକାରତ୍ମକ ଶକ୍ତି ବାଶ କରି ଥାଏ ।

ବୁଢିଆଣୀ ଜାଲ ପରି ଘରର ସବୁ ସମସ୍ଯା ଛନ୍ଦି ହୋଇ ଥାଏ । ଏହି ସବୁ ସମସ୍ଯା କୁ ଦୂର କରିବା ପାଇଁ ଆପଣ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଏହାକୁ ସଫା କରିବା ଦରକାର । ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି । ବୁଢିଆଣୀ ର ଅନେକ ଜୀବାଣୁ ଥାନ୍ତି ଯାହା ରୋଗା ସୃଷ୍ଟି କରି ଥାଏ । ଏହା ପିଲା ମାନଙ୍କ ଉପରେ ମଧ୍ୟ ଖୁବ ଖରାପ ପ୍ରଭାବ ପକାଇ ଥାଏ ।

ଏହା ପିଲାଙ୍କ ବିକାଶ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଯଦି ଆପଣ ଚାହୁଁ ଛନ୍ତି କି ବୁଢିଆଣୀ ବସା ଦେଖୁ ଛନ୍ତି ତାକୁ ସଫା କରିବା ସାଙ୍ଗେ ସାଙ୍ଗେ ଏହି ଜାଗାକୁ ଫିନାଇଲ ରେ ସଫା କରି ଦିଅନ୍ତୁ । ଆପଣ ଯଦି ଶରୀର ଓ ମାନଶିକ ସୁସ୍ଥତା ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ପ୍ରତି ସାବଧାନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *