ଘରେ ଏଭଳି କୁକୁର ପାଳି ଲୋକ ହେଉଛନ୍ତି କୋଟିପତି- Vastu Shastra

କୁକୁର ପାଳିଲେ ଲୋକ କାହିଁକି ହୋଇଥାନ୍ତି କରୋଡପତି । ହିନ୍ଦୁ ଧର୍ମ ପୁରାଣରେ କୁକୁରକୁ ଯମ ଦେବତାଙ୍କ ଦୂତ ବୋଲି କୁହାଯାଏ । ପାଳିତ ପଶୁ ସବୁଠୁ ଭଲ ସାଥି ହୋଇଥାନ୍ତି । କୁକୁର ବହୁତ ସମ୍ବେଦନଶୀଳ ଓ ହୁସିଆର ହୋଇଥାଏ । କୁକୁର ବହୁତ ବିଶ୍ବାସି ହୋଇଥାନ୍ତି ।

ଘରକୁ ଜଗିବା ପାଇଁ ବହୁତ ଭଲ ବିକଳ୍ପ ଅଟେ । ଭବିଷ୍ୟତରେ ହେବାକୁ ଥିବା ଘଟଣା ଓ ଆତ୍ମା ମାନଙ୍କୁ ଦେଖିବାର କ୍ଷମତା କୁକୁରର ଥାଏ । କୁକୁରକୁ ହିନ୍ଦୁ ଧର୍ମରେ ଗୋଟେ ରହସ୍ୟମୟୀ ପ୍ରାଣୀ ବୋଲି କୁହାଯାଇଛି । କୁହାଯାଏକି କଳା କୁକୁର ଯେଉଁଠି ଥାଏ ସେଠି ନକରାତ୍ମକ ଏନର୍ଜି ଆସିନଥାଏ ।

Image Courtesy: Google

କଳା କୁକୁର ଉପରେ ଦୁଇଟି ଗ୍ରହ ସନି ଓ କେତୁର ପ୍ରଭାବ ରହିଥାଏ । ସନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କଳା କୁକୁର ରଖିବା ଆବଶ୍ୟକ ଓ କେତୁକୁ ଠିକ କରିବା ପାଇଁ କଳା କୁକୁର ପାଳିବା ପାଇଁ କୁହାଯାଇଥାଏ । ଯେଉଁ ଲୋକ କୁକୁରକୁ ଖାଇବାକୁ ଦେଇଥାନ୍ତି, ସେମାନଙ୍କ ଉପରେ ସନି ବହୁତ ପ୍ରସନ୍ନ ହୋଇଥାନ୍ତି । ରାହୁ କେତୁ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଏମିତି କରିବା ଦ୍ଵାରା କଳସର୍ପ ଦୋଷ ସେସ ହୋଇଥାଏ ।

Image Courtesy: Google

ଯଦି ଏହି ଦେବତା ପ୍ରସନ୍ନ ହୋଇଥାନ୍ତି ତେବେ ବ୍ୟକ୍ତି କୋଟି ପତି ହୋଇଥାଏ । ହିନ୍ଦୁ ଧର୍ମରେ କୁକୁରକୁ ଯମର ଦୁତ ବୋଲି କୁହାଯାଏ । କୁକୁର ହିନ୍ଦୁ ଧର୍ମରେ ଭୈରବ ମହାରାଜଙ୍କ ସେବକ ବୋଲି କୁହାଯାଏ । କୁକୁରକୁ ଭୋଜନ ଦେବା ଦ୍ଵାରା ଭୈରବ ମହାରାଜା ଖୁସି ହୋଇଥାନ୍ତି ଓ ବହୁତ ସାରା ସଙ୍କଟରୁ ଭକ୍ତଙ୍କ ରକ୍ଷା କରିଥାନ୍ତି ।

Image Courtesy: Google

କୁକୁରକୁ ଖୁସି ରଖିଲେ ତୁମ ଆଖପାଖରେ ଯମଦୂତଙ୍କୁ ମଧ୍ୟ ଆସିବାକୁ ଦିଏ ନାହିଁଓ ବ୍ୟକ୍ତିକୁ ଦୁର୍ଘଟଣାରୁ ବଞ୍ଚେଇ ଥାଏ । ଯେଉଁ ଲୋକ କୁକୁରକୁ ନିୟମିତ ଭୋଜନ କରାଇଥାନ୍ତି ସେମାନଙ୍କ ଉପରେ ସାନି ଦେବା, ରାହୁ କେତୁ, ବ୍ରହ୍ମା, ବିଷ୍ଣୁ, ମହେଶ ସବୁ ନଅ ଦେବତା ଖୁସି ରହିଥାନ୍ତି ।

Image Courtesy: Google

ମାତା ଲକ୍ଷ୍ମୀ କେବେ ଏମିତି ଲୋକଙ୍କ ସାଥ ଛାଡି ନଥାନ୍ତି । ଜିଏ ସବୁ ପ୍ରକାର ଜୀବକୁ ଭୋଜନ ଦେଇଥାଏ । ଏମିତିରେ ସେହି ଲୋକର ସବୁ ପାପ ଖତମ ହୋଇଯାଇଥାଏ ସ୍ଵର୍ଗରେ ସ୍ଥାନ ମିଳିଥାଏ । ଏମିତି ଲୋକଙ୍କ ଉପରେ ଇଶ୍ଵରଙ୍କ ନଜର ଅସ୍ଥାଇ ରୂପରେ ରହିଥାଏ । ଭଗବାନ ସବୁବେଳେ ତାଙ୍କୁ ନଜରରେ ରଖିଥାନ୍ତି । କୁକୁର ଯେତେବେଳେ ଶୁଭ ସଙ୍କେତ ଦେଇଥାଏ, ଅଶୁଭ ସଙ୍କେତ ମଧ୍ୟ ଦେଇଥାଏ ।

Image Courtesy: Google

ରାତି ସମୟରେ କୁକୁର ଯେତେବେଳେ ଜୋର ଜୋରରେ କାନ୍ଦି ଥାଏ ଜାଣିବେ ଯେ ଏହା କାହାର ମୃତ୍ୟୁର ସଂକେତ ଦେଉଛି । ଯଦି କୁକୁର ମାଟିରେ ଓଲଟା ଗଡିଥାଏତ ଏଇବି କିଛି ମୃତ୍ୟୁର ସଂକେତ ଦେଇଥାଏ । ଏମିତିରେ ଆପଣ କାହାର ମୃତ୍ୟୁକୁ ଦୂର ମଧ୍ୟ କରିପାରିବେ, ଯେବେ କେଉଁ କୁକୁର କାନ୍ଦୁଥିବାର ଦେଖିବେ ତାକୁ ତୁରନ୍ତ ହଟେଇ ଦେବେ ନହେଲେ ତା ଉପରେ ପାଣି ଢାଳିଦେବେ । ଏମିତି କରିବା ଦ୍ଵାରା ମୃତ୍ୟୁ ଟଳି ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *