ଘରେ ଘଣ୍ଟାକୁ ଭୁଲରେ ବି ଏହି ଦିଗରେ ଲଗାଇବେ ନାହିଁ, ସାରା ଜୀବନ ଭୋଗିବାକୁ ପଡିବ ଦୁଃଖ- Vastu Tips

ଆମ ସମସ୍ତଙ୍କ ଜୀବନରେ ସମୟ ବହୁତ ବଡ ଅଟେ କାହିଁକିନା ଯାଇକା ସମୟରେ ସବୁ କାମ ସମୟ ଅନୁଯାଇ ହୋଇଥାଏ ସମୟ ଯଦି ଖରାପ ପଡିଥାଏ ତେବେ ଜୀବନରେ ବହୁତ ବାଧା ଆସିଥାଏ କିନ୍ତୁ ସମୟ ଭଲ ରହିଲେ ମଣିଷ ସବୁ କାମରେ ସଫଳତା ପ୍ରାପ୍ତ କରିଥାଏ । ତେବେ କଣ ଆପଣ ମଧ୍ୟ ନିଜ ଘର କାନ୍ଥରେ ଥିବା ଘଣ୍ଟା ଦେଖି କାମ କରନ୍ତି ଆଉ କଣ ଆପଣ ନିଜ ଘରେ କେଲେଣ୍ଡର ରଖିଛନ୍ତି ଯଦି ହଁ ତେବେ ଆପଣଙ୍କୁ ବାସ୍ତୁ ଶାସ୍ତିର ଅନୁଯାଇ କିଛି କଥା ଜାଣିବା ବହୁତ ଆବଶ୍ୟକ ଅଟେ ।

ଘଣ୍ଟା ଆମ ଜୀବନ ବହୁତ ମହତ୍ଵପୂର୍ଣ୍ଣ ଜିନିଷ ଅଟେ ଏହା ଅନୁଯାଇ ଆମେ ସଠିକ ସମୟରେ ନିଜ କାମ ସମାପ୍ତ କରି ପାରିଥାଉ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ । ଶାସ୍ତ୍ର ଅନୁଯାଇ ଅସନା ହୋଇଥିବା ଘଣ୍ଟା ଘରେ ରହିଲେ ଘରେ ଅଶାନ୍ତି ବାତାବରଣ ରହିଥାଏ, ଏହା ଦ୍ଵାରା ନକାରାତ୍ମକ ଊର୍ଜା ଆପଣଙ୍କ ଘର ପ୍ରବେଶ କରିଥାଏ ।

ଠିକ ସେମିତି ଭଙ୍ଗା କାଚ ବା ଭଙ୍ଗା ଘଣ୍ଟା ଦ୍ଵାରା ଘରେ କଲେସ ବଢିଥାଏ ଏହି ଭଳି ଘରେ ମାର ପିଟ ସମସ୍ୟା ମଧ୍ୟ ଆସିପାରେ । ତେବେ ଭୁଲରେ ବି ଅସ୍ନା ବା ଭଙ୍ଗା ବା ଖରାପ ପଡିଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ ଏହା ଆପଣଙ୍କ ପାଇ ଶୁଭ ନୁହ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଘଣ୍ଟା ରଖିବା ଉଚିତ ହୋଇଥାଏ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପୂର୍ବ ଦିଗ ଦିଶା ମାନଙ୍କ ମଧ୍ୟରୁ ସବୁଠାରୁ ଶୁଭ ଦିଗ ଅଟେ କାହିଁକିନା ଏହି ଦିଗରେ ସୂର୍ଯ୍ୟ ଦେବ ଊଇଁ ଥାନ୍ତି ଯଦି ଆପଣ ନିଜ କାନ୍ଥ ଘଣ୍ଟା ପୂର୍ବ ଦିଗ କାନ୍ଥରେ ରଖନ୍ତି ତେବେ ଆପଣଙ୍କୁ ବହୁତ ଉନ୍ନତି ମିଳିଥାଏ ।

ଏହା ଛଡା ଆପଣ ପଶ୍ଚିମ ଦିଗରେ ମଧ୍ୟ ଘଣ୍ଟା ରଖି ପାରନ୍ତି କିନ୍ତୁ ଉତ୍ତର ଡ଼ିଆଇଜି ଆଉ ଦକ୍ଷିଣ ଦିଗରେ ଭୁଲରେ ବି ରଖିବେ ନାହିଁ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ ସେଥିପାଇଁ ଏହି କାନ୍ଥରେ କେବେ କେଲେଣ୍ଡର ବା ଘଣ୍ଟା ଟାଙ୍ଗିବେ ନହିଁ । ଯଦି ଘରେ ପୁରୁଣା କେଲେଣ୍ଡର ଅଛି ତେବେ ତାକୁ ଫିଙ୍ଗି ଦିଅନ୍ତୁ ଏହା ଘରେ ପୁରୁଣା ଝଗଡା ନୂଆ କରିଥାଏ ।

Leave a Reply

Your email address will not be published. Required fields are marked *