ଘରେ ଯବାନ ଦିଅର ଅଛି, ତ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ

କୁହାଯାଏ କି ଭାଉଜ ର ସବୁଠୁ ଭଲ ସାଙ୍ଗ ଦିଅର ଅଟେ । ଏହି ପରିଭାଷା ସବୁ ପରିବାର ଉପରେ ଫିଟ ହେବ ଜରୁରୀ ନୁହେଁ । ଭାଉଜ କୁ ନଣନ୍ଦ ଠାରୁ ବେସୀ ଦିଅର ସହିତ ସମ୍ପର୍କ କରିବାରେ କଷ୍ଟ ହୋଇଥାଏ, କାରଣ ତାକୁ ବହୁତ ଜିନିଷର ଧ୍ୟାନ ରଖିବାକୁ ହୋଇଥାଏ । ସେଥିରେ ଟିକେ ବି ଯତ୍ନବାନ ନରହିଲେ ସମ୍ପର୍କ ବିଗିଡି ଯାଇପାରେ । ଆମେ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯୋଉଟା ଜାଣିବା ଆପଣ ମାନଙ୍କର ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ଘରେ ଦିଅର ଥିଲେ କେମିତି ଚଳିବେ ।

Image Courtesy: Google

ଗୋଟେ ସୀମାରେ ରହିବା :-

ଭାଉଜ ଓ ଦିଅର ସମ୍ପର୍କର ସବୁଠୁ ବଡ କଥା ହେଲା ସୀମାରେ ରହିବା । ଯେଉଁ ଭଳି ଶାଶୁ ସହିତ କଥା ହେବ ଓ ବ୍ୟବହାରରେ ଗୋଟେ ସୀମା କୁ କେବେ ପାର କରନ୍ତୁ ନହିଁ । ସେଥିଲାଗି ଦିଅର ସହ କେମିତି ବ୍ୟବହାର କରିବେ ଗୋଟେ ସୀମା ରଖିବା ଦରକାର । ଏଥିରେ ନିଜର ସମ୍ମାନ ଓ ମର୍ଯ୍ୟାଦା ଠିକ ରହିବ ଓ କୌଣସି ଅନୁଚିତ ଘଟଣା ଘଟିବନି ।

Image Courtesy: Google

କୌଣସି କଥାରେ ବେଶୀ ଦଖଲ ଦେବନି :-

ଭାଉଜ ଓ ଦିଅର ଭଲ ପଡିଲେ ମଧ୍ୟ କେହି କାହା ଜୀବନରେ ଦଖଲ ଦେବା ଅନୁଚିତ । ଦିଅର ର ନିଜ ବ୍ୟକ୍ତିଗତ ସମସ୍ୟା ଅଛି ଓ ତା ସହିତ ଜଡିତ ଥିବା କଥା ଉପରେ ତାକୁ ହିଁ ହକ ଅଛି । ଯେତେବେଳେ ପର୍ଯ୍ୟନ୍ତ କୌଣସି କଥାରେ ଅନୁମତି ନ ଦେଇଛି , ସେତେବେଳ ପର୍ଯ୍ୟନ୍ତ ତା ନିଜ କଥାରେ ଦଖଲ ଦିଅନ୍ତୁ ନହିଁ । କାରଣ ଏ ଥିରେ ସ୍ଥିତି ବିଗିଡି ଯାଏ ।

ପତି ଓ ଦିଅର ମଧ୍ୟରେ ଆସନ୍ତୁ ନହିଁ:-

Image Courtesy: Google

ପତି ଓ ଦିଅର କଥା ମଧ୍ୟରେ କେବେ ବି ଆସନ୍ତୁ ନହିଁ । ଯଦି ଆପଣଙ୍କ ପତି ଓ ତାଙ୍କ ଛୋଟ ଭାଇ ମଧ୍ୟରେ କିଛି ଝଗଡା ହେଲା ସେ ତାଙ୍କୁ ପାଟି କଲେ ତାଙ୍କ ମଧ୍ୟରେ କେବେ ବି ପସନ୍ତୁ ନହିଁ ,ସେଟା ତାଙ୍କ ବ୍ୟକ୍ତିଗତ ମାମଲା ନିଜ ଭିତରେ ସମାଧାନ କରିବେ । କେବେ ବି ଭୁଲନ୍ତୁ ନହିଁ ସେ ଭାଇ ଅଟେ, ଯିଏ ସବୁବେଳେ ସାଥିରେ ରହିଛନ୍ତି । ଏମିତିରେ ତାଙ୍କ ଭିତରେ ଝଗଡା ହେବା ଛୋଟ କଥା । ଯଦି ଆପଣ ମଝିରେ ଆସି ଗୋଟେ ପକ୍ଷ ନେଇ ବୁଝେଇବା ପାଇଁ ଚେଷ୍ଟା କରିବେ ,ତା ଆଉ ଜଣକୁ ଭଲ ଲାଗିବା ନାହିଁ । ଗୋଟେ ଦିନରେ ଶେଷ ହେବ ଝଗଡା ବହୁତ ଦିନ ପର୍ଯ୍ୟନ୍ତ ରହିବ ।

କିଛି ଛୁପେଇକି ରଖିବା ଠିକ ନୁହେଁ:-

ସାଙ୍ଗ ସାଥି ରେ ଲୁଚାଛପା ଚଳିବ ,କିନ୍ତୁ ଦିଅର ଭାଉଜ ସମ୍ପର୍କରେ ଏମିତି କରିବା ଅନୁଚିତ । ଆପଣ ଦୁଇଜଣ ଭଲ ସାଙ୍ଗ ହୋଇଥାନ୍ତୁ ପଛେ କିନ୍ତୁ ଯଦି ସେ କିଛି ବିଶେଷ କଥା କହୁଛନ୍ତି ସ୍ଵାମୀଙ୍କୁ ନ କହିବ ପାଇଁ ,ସବୁଠୁ ଭଲ କି ତାଙ୍କ କଥା ନ ମାନନ୍ତୁ । ଦିଅର ସହିତ କିଛି ବିଶେଷ କଥା ସ୍ଵାମିଙ୍କୁ ଛୁପେଇକି ରଖନ୍ତୁ ନହିଁ । କାରଣ ଭବିଷ୍ୟତରେ କିଛି ବିବାଦ ହେଲେ କିଛି କଥା ସ୍ଵାମୀ ଜାଣିଲେ ପରିସ୍ଥିତି ସମ୍ଭାଳିବା ମୁସ୍କିଲ ହୋଇଯିବ ।

Image Courtesy: Google

ପଇସା ସହିତ ସମ୍ବନ୍ଧିତ କିଛି କଥା :-

ଦିଅର କୁ କିଛି ପଇସା ର ଆବଶ୍ୟକ ଅଛି? ଶାଶୁ ଓ ପତି ପଇସା ଦେବା ପାଇଁ ମନ କରିଦେଲେ ?କି ସେ ତାଙ୍କ ଠୁ ପଇସା ମାଗିବା ପାଇଁ ଚାହୁଁନି ,ସେଥିପାଇଁ ଆପଣାକୁ ମାଗୁଛି । ଯଦି ଏମିତି କିଛି ସ୍ଥିତି ହୁଏ ,ଏହାକୁ ସମନ୍ନା କରିବା ସମୟରେ ବାସ୍ତବିକ ହୁଅନ୍ତୁ ,ଗୋଟେ ଥର ଦେଲେ ପଇସା ଭବିଷ୍ୟତରେ ପୁଣି ମାଗି ପାରନ୍ତି ,ତ ସ୍ଵାମୀକୁ ନ ଜଣେଇ ଦେବା ବହୁତ ଅସୁବିଧା ହେଇପାରେ ଆପଣଙ୍କ ପାଇଁ । ପଇସା ଗୋଟେ ଏମିତି ଜିନିଷ ସମ୍ପର୍କ ବିଗାଡି ଦିଏ ,ସେଥି ପାଇଁ ପଇସା ସହିତ ଜଡିତ କିଛି ସମସ୍ୟା ବୁଝି ବିଚାରୀ ନବାର ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *