ଘରେ ଜାଳନ୍ତୁ ଏହି ଦୁଇଟି ଜିନିଷ, ହେବ ଧନର ବର୍ଷା- Vastu Tips

ମଣିଷ ଜୀବନରେ ସୁଖ ପାଇବା ପାଇଁ ବହୁତ୍ କିଛି କାମ କରିଥାଏ, ତେବେ ମଣିଷକୁ ଆଜିକା ଜୀବନରେ ଧନ ପାଇବା ପାଇଁ ମଣିଷକୁ ବହୁତ୍ ପରିଶ୍ରମ କରିବାକୁ ପଡୁଛି କାହିଁକି ନା ଆଜିକା ସମୟରେ ପରିଶ୍ରମ ମୂଲ୍ୟ କମ ଅଛି କିନ୍ତୁ ତା ଆଗରେ ଧନ ବହୁତ୍ ମୂଲ୍ୟବାନ ଅଛି । ମଣିଷ ଖୁସିରେ ରହିବା ପାଇଁ ବହୁତ୍ ପ୍ରକାର ଉପାୟ କରିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା କରିବା ଦ୍ଵାରା ଆପଣଙ୍କୁ ମଧ୍ୟ ଲାଭ ପ୍ରାପ୍ତ ହୋଇଥାଏ ତେବେ ଥରେ ଏହି ଉପାୟ କରି ଦେଖନ୍ତୁ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରୁ ନକାରାତ୍ମକ ଶକ୍ତିକୁ ବାହାର କରିଥାଏ ଆଉ ଆପଣଙ୍କ ଘରକୁ ସୁଖ ଆଉ ଧନର ବର୍ଷା କରିଥାଏ । ସମତଙ୍କୁ ଏହା ଇଛା ହୋଇଥାଏ ଯେ ତାଙ୍କ ଜୀବନରେ ସୁଖ ଆଉ ସମୃଦ୍ଧି ଆସୁ ଯାହା ଦ୍ଵାରା ସେ ନିଜ ପରିବାର ଲୋକଙ୍କ ସହ ଖୁସିରେ ରହି ପାରିବେ ।

ତେବେ ଘରେ କିଛି ବାସ୍ତୁ ଦୋଷ ପାଇଁ ବହୁତ୍ ଲୋକଙ୍କ ଘରେ ବହୁତ୍ ପ୍ରକାର ଝଗଡା ଆଉ ଧାର କରଜ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଜୀବନରେ କିଛି ବି ଦୁଃଖ ହେଉ ତାର ସମାଧାନ ନିଶ୍ଚିନ୍ତ ରହିଥାଏ, ତେବେ ମାନସିକ ଶାନ୍ତି ବହୁତ୍ ଆବଶ୍ୟକ ଅଟେ ।

ତେବେ ଆପଣଙ୍କୁ ନିଜ ଘରେ ମାନସିକ ଶାନ୍ତି ଯଦି ଆବଶ୍ୟକ ଅଛି ତେବେ ଆପଣଙ୍କୁ ସନ୍ଧ୍ୟା ବେଳେ ଗୋଟେ ମାଟି ଦୀପ ବବାର ଅଛି ଏହା ପରେ ଆପଣଙ୍କୁ ସେହି ଦିପରେ ଗୋଟେ କର୍ପୁର ପକାନ୍ତୁ ଆଉ ତା ପରେ ଆପଣ ସେହି କର୍ପୁର ଜଳାଇ ସେଥିରେ ୫ଟି ଲବଙ୍ଗ ପକାନ୍ତୁ ଆଉ ଜଳୁଥିବା ଅବସ୍ଥାରେ ନେଇ ମୁଖ୍ୟ ଦ୍ୱାରା ବାମ ପଟକୁ ରଖି ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ୍ ଲାଭ ପ୍ରାପ୍ତି ହବ ଆଉ ଆପଣଙ୍କ ଘର ସବୁ ନକାରାତ୍ମକ ଶକ୍ତି ସେହି ସମୟରେ ଆପଣଙ୍କ ଘର ଛାଡି ପଳାଇବେ ।

ଏହା ଛଡ଼ା ଆପଣଙ୍କ ଘର ସୁଧ ହବ ଆଉ ମାତା ଲକ୍ଷ୍ମୀଙ୍କ ବାସ ଆପଣଙ୍କ ଘରେ ହବ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେଉଁ ଘରେ ପ୍ରତିଦିନ କର୍ପୁର ପୂଜା ପାଇଁ ବ୍ୟବହାର କରା ଯାଇଥାଏ ସେହି ଘରେ ଭଗବାନ ବାସ କରନ୍ତି ସେଥିପାଇଁ ପୂଜା ଆହୁତି ବା ଅଗ୍ନି କୁଣ୍ଡରେ କର୍ପୁର ପକାଇବା ଶୁଭ ହୋଇଥାଏ । ତେବେ ଆପଣ ମଧ୍ୟ ଏହି ଉପାୟ ଥରେ କରି ଦେଖନ୍ତୁ ଆପଣଙ୍କୁ ଲାଭ ନିଶ୍ଚିନ୍ତ ପ୍ରାପ୍ତ ହବ ।

Leave a Reply

Your email address will not be published. Required fields are marked *