ଘରେ କୁକୁର ପାଳୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Ajira Anuchinta

ସମସ୍ତଙ୍କ ଘରେ ବର୍ତ୍ତମାନ କିଛି ନା କିଛି ବି-ବା-ଦ ଲାଗି ରହୁଛି । କହିବାକୁ ଗଲେ ଏହି ସବୁ ବି-ବା-ଦ ଓ ଘରେ ଅସାନ୍ତି ବାସ୍ତୁ ଦୋ-ଷ କାରଣରୁ ହୋଇଥାଏ । ଯଦି ଆପଣ ଭୁଲ ସ୍ଥାନରେ ଘରର ସମସ୍ତ ଜିନିଷ ରଖିଛନ୍ତି ତେବେ ଏହାର ନ-କ-ରା-ତ୍ମ-କ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଏହା ସହିତ ଘରର ସବୁ ସଦସ୍ୟଙ୍କ ଉପରେ ବି ଏହି ପ୍ରଭାବ ପଡିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବାସ୍ତୁ ସହ ଜଡିତ ଛୋଟ ଛୋଟ କଥା କହିବୁ । ଯାହାକୁ ଯଦି ନିଜ ଘରେ କରୁଛନ୍ତି ତେବେ ଆପଣଙ୍କ ଘରର ପ୍ରାୟତଃ ସମସ୍ୟାର ସମଧାନ ହୋଇଯିବ ।

· ଶୋଇବା ଘରର ଝରକା ସବୁ ଛୋଟ ହେବା ଉଚିତ । ବଡ ହୋଇଥିଲେ ପରିବାର ଲୋକମାନଙ୍କ ମଧ୍ୟରେ ଅବିଶ୍ଵାସ ଦେଖାଯାଏ ।

· ସବୁବେଳେ ରୋଷେଇ କରାଯାଇଥିବା ଖାଦ୍ୟକୁ ଯଦି ଆପଣ ପ୍ରଥମେ ବାସ୍ତୁ ଦେବତାଙ୍କୁ ଓ ପରେ ଗାଈକୁ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ମଙ୍ଗଲ ହୋଇଥାଏ ।

· ସୂର୍ଯ୍ୟ ଅସ୍ତ ହେବା ପରେ କିଛି ସମୟ ପର୍ଯ୍ୟନ୍ତ ଶୋଇବା ଘରର ଲାଇଟ ଜଳାଇ ରଖନ୍ତୁ । ଏହା ମଙ୍ଗଲ ହୋଇଥାଏ । ଆର୍ଥିକ ଚି-ନ୍ତା-କୁ ବି କମ କରିଥାଏ ।

· ଶୋଇବା ଘରେ କେବେ ବି ଟିଭି, କମ୍ପ୍ୟୁଟର ଇତ୍ୟାଦି ଇଲ୍କ୍ଟ୍ରୋନିକ ଜିନିଷ ରଖନ୍ତୁ ନାହିଁ । ନଚେତ ଏହା ଆପଣଙ୍କ ପାଇଁ ଅମଙ୍ଗଳ ପ୍ରମାଣିତ ହେବ ।

· ଘରର ଠାକୁର ଘରେ କେବେ ବି ପୁରୁଣା ଓ ଅଦରକାରୀ ଜିନିଷକୁ ରଖନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆର୍ଥିକ ଓ ଶା-ରୀ-ରି-କ ସମସ୍ୟା ଦେଖାଯାଏ ।

· ପିଲାମାନଙ୍କ ଯଦି ନିଦରୁ ବାରମ୍ବାର ଉଠୁଛନ୍ତି ତେବେ ରୁମରେ ହଳଦିଆ ରଙ୍ଗର ଜିରୋ ପାୱାର ବାଲା ଲାଇଟ ଲଗାନ୍ତୁ ।

· ଘରେ ସବୁବେଳେ ସମସ୍ତ ପଶୁ ଓ ପକ୍ଷୀକୁ ଘରର ଉତ୍ତର ପଶ୍ଚିମ କୋଣରେ ରଖନ୍ତୁ ।

· ଘରର ନୈରୁତ କୋଣକୁ ସବୁବେଳେ ପରିଷ୍କାର ରଖନ୍ତୁ । ନଚେତ ସର୍ବଦା ଚରିତ୍ର ହାନି, ଶତ୍ରୁଙ୍କ ଭୟ ଓ ଦୁ-ର୍ଘ-ଟ-ଣା ସମସ୍ୟା ଦେଖାଯାଏ ।

· ଗୁରୁବାର ଦିନ ଉତ୍ତର ଦିଗରେ ପଦ୍ମଫୁଲ ରଖିଲେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

· ପ୍ଲାଷ୍ଟିକ ଫୁଲ ଘରେ ରଖନ୍ତୁ ନାହିଁ ନଚେତ ନ-କା-ର-ତ୍ମ-କ ଶ-କ୍ତି ବୁଦ୍ଧି ହୋଇଥାଏ ।

· ଘରେ ଏଠି ସେଠି ଚପଲ ଓ ଜୋତା ନ ରହିଲେ ପରିବାର ଲୋକମାନଙ୍କ ମଧ୍ୟରେ ବି-ବା-ଦ ଦେଖାଯାଏ ।

· ଘରୁ କୌଣସି ମହତ୍ଵପୂର୍ଣ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ଦହି ଖାଇ ଯାଆନ୍ତୁ ଅତ୍ୟନ୍ତ ଶୁଭ ହୋଇଥାଏ ।

· ଭୋଜନ କରିବା ପରେ ଅଇଁଠା ହାତରେ ଅଧିକ ସମୟ ବସନ୍ତୁ ନାହିଁ ଏହିଭଳି କରିବା ଦ୍ଵାରା ଆପଣଙ୍କ ଚି-ନ୍ତା ବଢିଥାଏ ।

· ଘରର ଶୋଇବା ଘରକୁ କେବେ ବି ଗାଢ ନାଲି, ନୀଳ, କଳା ଓ ପାଉଁଶିଆ ରଙ୍ଗ କରନ୍ତୁ ନାହିଁ । ଶୋଇବା ଘରକୁ କେବଳ ଧଳା, ହଳଦିଆ, ଗୋଲାପି ରନଗ କରନ୍ତୁ ।

· ଘରର ପଙ୍ଖାରୁ କିମ୍ବା ଝରକାରୁ ଯେମିତି ଅଧିକ ଶବ୍ଦ ବାହାନ ବାହାରିବ । ନଚେତ ଏହି କାରଣରୁ ଘରେ ମତଭେଦ ଦେଖାଯାଏ ।

· ଘରର କବାଟ ସାମ୍ନାରେ କେବେ ବି ଖଟ ରଖିବା ଉଚିତ ନୁହେଁ । ନଚେତ ଘରର ସଦସ୍ୟଙ୍କ ଶରୀର ଅସୁସ୍ଥ ହୋଇଥାଏ ଓ ଘରେ ଅସାନ୍ତି ଲାଗିରୁହେ ।

· ଘରର ଠାକୁର ଘରେ କେବେ ବି ପୂର୍ବପୁରୁଷଙ୍କ ଫଟୋ ଲଗାନ୍ତୁ । ସର୍ବଦା ଘରର ଦକ୍ଷିଣ କାନ୍ଥରେ ଏହି ଫଟୋ ଲଗାନ୍ତୁ ।

· ଧ୍ୟାନ ରଖନ୍ତୁ କି ରାହୁକାଳ ସମୟରେ କେବେ ବି ଟଙ୍କାର ଆଲମାରି ଖୋଲନ୍ତୁ ନାହିଁ ।

· ଘରର ମଝି ସ୍ଥାନରେ କେବେ ବି ଭାରି ଜିନିଷ ରଖନ୍ତୁ ନାହିଁ । ନଚେତ ଏହା ଘରର ଅଶାନ୍ତିର କାରଣ ହୋଇଥାଏ ।

· ସ୍ଵାମୀ ସ୍ତ୍ରୀ ଯଦି ପଞ୍ଚରତ୍ନକୁ ମୁ-ଣ୍ଡ ଉପରେ ରଖି ସୋଇଛନ୍ତି ଓ ସ୍କଲାଉ ଉଠିବା ପରେ ପ୍ରଥମେ ଏହାକୁ ଦେଖୁଛନ୍ତି ତେବେ ଉଭୟଙ୍କ ଅମଧ୍ୟରେ ବି-ବା-ଦ ହୋଇ ନ ଥାଏ ।

Leave a Reply

Your email address will not be published. Required fields are marked *