ବନ୍ଧୁଗଣ ଆମ ଆଖପାଖରେ ଯାହା ବି ଘଟଣା ଘଟିଥାଏ ତାହା କିଛି ଇସାରା ଦେଇଥାଏ । ଯେମିତି କି ଅନେକ ସମୟରେ ଘରେ ବହୁର ସାରା ମୂଷା ଦେଖା ଯାଇଥାଏ । କେତେ ଥର ସଫା ସୁତୁରା ସମୟରେ ମୂଷା ବି ଦେଖା ଯାଇଥାଏ । ଏହା ଦେଖି ଆପଣ କେବେ ଭବିଛନ୍ତି ଏହାର ଅର୍ଥ କଣ ? ଆଜି ଆମେ ଆପଣ ମାନଙ୍କୁ ମୂଷା ଘରେ ଅଧିକ ଦେଖାଗଲେ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
କିଛି ଲୋକ ମୂଷା ମାନଙ୍କର ସଂଖ୍ୟା ବଢିବାକୁ ଅଶୁଭ ବୋଲି କହିଥାନ୍ତି । ମାନ୍ୟତା ଅନୁଯାୟୀ ଯେଉଁ ଘରେ କଳା ମୂଷା ର ସଂଖ୍ୟା ଅଧିକ ହୋଇଯାଏ ସେଠାରେ କିଛି ସମସ୍ଯା ଅଚାନକ ଆସିବାର ସଂକେତ ଦେଇଥାଏ । ଏହା ସହ ମୂଷା ଘରର ସୁଖ ଶାନ୍ତି କୁ ନଷ୍ଟ କରିଥାନ୍ତି । ଘରେ କଳା ମୂଷା ଅଧିକ ଦେଖାଗଲେ ବା ବାରମ୍ବାର ବୁଲିବାର ଦେଖାଗଲେ ତେବେ ରୋଗ ବା ଶତ୍ରୁ ଆକ୍ରମଣ ର ସଂକେତ ମିଳିଥାଏ ।
ବାସ୍ତୁ ଅନୁଯାୟୀ ମୂଷା ନେଗେଟିଭ ଓ ଅଜ୍ଞାନୀ ଶକ୍ତି ର ପ୍ରତୀକ ମାନା ଯାଇଥାଏ । ଏହା ଛଡା ମୂଷା ଘରେ ରହିଲେ ଘର ପରିବାରର ଲୋକଙ୍କର ବୁଦ୍ଧି ର ବିନାଶ ହୋଇଥାଏ । ଯଦି ଆପଣ କୌଣସି ଖାସ କାର୍ଯ୍ୟ ପାଇଁ ବାହାରିବା ସମୟରେ ମୂଷା ଅଚାନକ ଆପଣଙ୍କ ରାସ୍ତା ରେ ଚାଲିଯାଏ ତେବେ ଏହା ଶୁଭ ସଂକେତ ନୁହେଁ ।
ଜେଭଳି ଭାବେ ମୂଷା କୁ ଅଶୁଭର କାରକ ମାନା ଯାଇଥାଏ ଠିକ ସେମିତି ଚୁଚୁନ୍ଦ୍ରା ଘରକୁ ଆସିବା ଶୁଭ ମାନା ଯାଇଥାଏ । ମାନ୍ୟତା ଅଛି ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାନ୍ତି ସେଠାରେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । କିନ୍ତୁ ମୂଷା ଭଗବାନ ଗଣେଶ ଙ୍କ ବାହନ ହୋଇଥାନ୍ତି ଏହା ବିଉ ସତ ଅଟେ । ତେଣୁ ମୂଷାକୁ ମାରିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ନେଗେଟିଭ ଶକ୍ତି ର ପ୍ରଭାବ ଅଧିକ ଦେଖାଯାଏ ।
ମୂଷା ମାନେ ଘରେ ଅନ୍ଧାର ଜାଗାରେ ରଖିଥାନ୍ତି ଯାହା ଦ୍ଵାରା ନେଗେଟିଭ ଶକ୍ତି ସୃଷ୍ଟି ହୋଇଥାଏ । ଯେବେ ଘରକୁ ମୂଷା ଆସିଥାନ୍ତି ତେବେ ଜାଣିବେ ଅନିଷ୍ଟ ହେବାକୁ ଯାଉଛି । ଏହି ସମୟରେ ଭଗବାନ ଗଣେଶଙ୍କୁ ମୋଦକ ଭୋଗ ଲଗାନ୍ତୁ । 50 ଗ୍ରାମ ଫିଟିକିରି ଘରେ ରଖିଲେ ନେଗେଟିଭ ଶକ୍ତି ପ୍ରଭାବ ପକାଏ ନାହି । ଫିଟିକିରି ଖଣ୍ଡକୁ ଏକ ମାସ ଗୋଟେ ଜାଗାରେ ରଖିକି ପାଣିରେ ପ୍ରବାହିତ କରି ନୂଆ ଖଣ୍ଡ ରଖିବେ ।
ଏହି ଉପାୟ ଦ୍ଵାରା ବସ୍ତୁ ଦୋଷ ବି ଦୂର ହୁଏ । ଓଟର ଡାହାଣ ଗୋଡର ନଖ ଘରେ ରଖିଲେ ମୂଷା ଘରୁ ସବୁଦିନ ପାଇଁ ବାହାରି ଯାଇଥାନ୍ତି । ଭଗବାନ ଗଣେଶଙ୍କ ମୂର୍ତ୍ତି ଘରେ ସ୍ଥାପନ ପୂର୍ବରୁ ମୋଦକ ଓ ମୂଷାର ଚିତ୍ର ଥିବା ଉଚିତ । ଏହି ସବୁ ଛୋଟ ଛୋଟ ସଂକେତ କୁ ଧ୍ୟାନରେ ରଖିଲେ ମୂଷା ମାନଙ୍କର ସଂଖ୍ୟା କମ କରି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।