ଘରୁ ବାହାରିଲା ବେଳେ କଣ କଲେ ହୋଇଥାଏ ଶୁଭ !

ଆମ ଭାରତ ବର୍ଷ ରେ ଲୋକ ଶାସ୍ତ୍ର ଉପରେ ବହୁତ୍ ଭରସା କରନ୍ତୁ ଓ ଏହା ଦ୍ବାରା ବହୁତ୍ କିଛି ସତ ମଧ୍ୟ ହବାର କିଛି ଲୋକ ଦେଖିଛନ୍ତି କିଛି ନହେଲେ ଆତ୍ମବିଶ୍ବାସ ନିଶ୍ଚିନ୍ତ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ଘରେ ରହିଛି ଆଉ ଏହି ଗଛର ବହୁତ୍ ନାମ ଅଛି ଓ ଲୋକ ଏହାକୁ ବହୁତ୍ ମାନନ୍ତି । ତେବେ କଣ ଆପଣ ଜାଣିପାରିଲେ ଆମେ ଆପଣଙ୍କୁ କେଉଁ ଗଛ ବିଷୟରେ କହୁଛୁ ତାହା ହେଉଛି ତୁଳସୀ ଗଛ ।

ତୁଳସୀ ଗଛ ହିନ୍ଦୁ ଧର୍ମ ଅନୁଯାଇ ବହୁତ୍ ଶୁଭ ଓ ପବିତ୍ର ଗଛ ହୋଇଥାଏ । ତୁଳସୀ ଗଛ ଏମିତି ଗୋଟେ ଗଛ ଯାହାକୁ ବ୍ୟବହାର କଲେ ପୂଜା ସଫଳ ହୋଇଥାଏ ବୋଲି କୁହାଯାଏ । ଭଗବାନ ବିଷ୍ଣଙ୍କର ତୁଳସୀ ପତ୍ର ବହୁତ୍ ପସନ୍ଦ ହୋଇଥାଏ । ଭଗବାନ କହିଛନ୍ତି ଯଦି ଚନ୍ଦନ ଜାଗାରେ ତମେ ମତେ ତୁଳସୀ କାଠି ଘୋରି ତା ଗୁଣ୍ଡ ଚନ୍ଦନ ଭଳି ଲଗାଇବ ତେବେ ମୁଁ ଅଧିକ ପ୍ରସନ୍ନ ହୋଇବି ।

ଆପଣଙ୍କୁ ଏହା ଜଣା ଅଛି ଯେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଆପଣଙ୍କୁ ତୁଳସୀ ପତ୍ର ସେବନ କରିବା ଉଚିତ୍ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଘରୁ ବାହାରିବା ବେଳେ ତୁଳସୀ ଗଛ ମାଟି ମୁଣ୍ଡରେ ମାରି ବାହରନ୍ତୁ ଦେଖିବେ ଆପଣଙ୍କ ସବୁ କାମ ଶୁଭ ହବ ଓ ଆପଣଙ୍କ ସବୁ ଚିନ୍ତା ବହୁତ୍ ଶିଘ୍ର ସମାପ୍ତ ହୋଇଯିବ ।

ତୁଳସୀ ଗଛ ବହୁତ୍ ପବିତ୍ର ଅଟେ ସେଥିପାଇଁ ସମସ୍ତଙ୍କ ଘରେ ଏହାକୁ ପୂଜା କରା ଯାଇଥାଏ କଣ ଆପଣ ଏହା ଜାଣିଛନ୍ତି ଯେ ଯାହା ଘରେ ତୁଳସୀ ଗଛ ନଥାଏ ତାଙ୍କ ଘରେ ବହୁତ୍ ନକାରାତ୍ମକ ଉର୍ଜା ବାସ କରିଥାଏ ବା ଯାହା ଘରେ ବହୁତ୍ ବଡ ସମସ୍ୟା ପଡ଼ିଥିବ ତାଙ୍କ ଘର ତୁଳସୀ ବହୁତ୍ ଶିଘ୍ର ଶୁଖି ଯାଇଥାନ୍ତି ।

ତୁଳସୀ ଗଛ ମଧ୍ଯ ଆପଣଙ୍କ ଘର ଉପରେ ଆସିଥିବା ସମସ୍ୟା ସଂକେତ ଦେଇଥାନ୍ତି ଯେତେବେଳେ ଆପଣଙ୍କ ତୁଳସୀ ବହୁତ୍ ଗହବା ହୋଇଥାଏ ତେବେ ତାହା ଶୁଖି ଥାଏ ଓ ଏହା ଆପଣଙ୍କ ଘର ଉପରେ ଆସୁଥିବା ସମସ୍ୟାର ସଙ୍କେତ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ବିଷ୍ଣୁଙ୍କୁ ତୁଳସୀ ଓ ଶିବଙ୍କୁ ବେଲ ପତ୍ର ଓ ସୂର୍ଯ୍ୟଙ୍କୁ ଜଳ ଟେକି ଦେଲେ ସେ ବହୁତ୍ ଶାନ୍ତି ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *