ରାତିରେ ଗରମ ପାଣି ରେ ଏହି ଜିନିଷ ମିଶାଇ ସେବନ କରନ୍ତୁ ଯେତେ ପୁରୁଣା ଚର୍ବି ହେଉ, ଘିଅ ଭଳି ତରଳିଯିବ

ଆଜିକା ସମୟରେ ସମସ୍ତଙ୍କ ପାଇଁ ଗୁଡ ଲୁକ୍ସ ବହୁତ୍ ଆବଶ୍ୟକ ହୋଇଥାଏ । ମୋଟାପନ ଏମିତି ଗୋଟେ ସମସ୍ୟା ଯାହା ପାଇଁ ଆଜି ବହୁତ୍ ଲୋକ ବହୁତ୍ ପ୍ରକାର ରୋଗ ର ଶିକାର ଅଛନ୍ତି ତେବେ ମୋଟା ହେଲେ ବହୁତ୍ ପ୍ରକାର କାମରେ ଅସୁବିଧା ମଧ୍ୟ ଆସିଥାଏ । ଆଜିକା ଲୋକ ମାନଙ୍କୁ ଏହୀ ସମସ୍ୟା ବହୁତ୍ ଅଧିକ ହୋଇଥାଏ କାହିଁ କିନା ଆଜିକାଲିକା ଲୋକ ଘର ଖାଇବା ଠାରୁ ଅଧିକ ବାହାର ଖାଦ୍ୟ ସେବନ କରୁଛନ୍ତି କାହା ବହୁତ୍ ହାନିକାରକ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ପେଟ ଚର୍ବି ବହୁତ୍ ଶିଘ୍ର କମିବାକୁ ଲାଗିବ ।

ମୋଟା ହବା ବହୁତ୍ ବଡ ସମସ୍ୟା ଓ ଲୋକ ମାନେ ଏହାକୁ ଦୁର କରିବା ପାଇଁ ବହୁତ୍ ପ୍ରକାର କାମ କରିଥାନ୍ତି ଯେମିତିକି ଏକ୍ସର୍ଶାଇଯ ବା ଜୀମ ବା ଘରୋଇ ଉପାୟ ଓ ଯୋଗ ଭଳି ବହୁତ୍ ପ୍ରକାର ଉପାୟ କରିଥାନ୍ତି । ତେବେ କଣ୍ ଆପଣ ଜାଣିଛନ୍ତି ଆମ ଶରୀର ମୋଟା କଣ ପାଇଁ ହୋଇଥାଏ ଓ ଏହାକୁ କମ୍ କରିବା ପାଇଁ ଆପଣଙ୍କୁ କଣ ଆବଶ୍ୟକ ଅଟେ ।

ମୋଟା ହେଲେ ମଣିଷ ଭିତରେ ଆତ୍ମ ବିଶ୍ୱାସ କମ୍ ରହିଥାଏ ଓ ସେ କିଛି ବି ବିଶ୍ୱାସ କରି କରନ୍ତି ନାହିଁ । ଆପଣଙ୍କୁ ଗୋଟେ ପାଉଡର ତିଆରି କରିବାର ଅଛି ଆପଣଙ୍କୁ ଏଥି ପାଇଁ ଡାଲ ଚିନି ଓ ଜିରା ଆବଶ୍ୟକ ଅଟେ । ଆପଣଙ୍କୁ ୧୦୦ ଗ୍ରାମ ଜିରା ଓ ୧୦୦ଗ୍ରାମ ଡାଲ୍ ଚିନି ନବାର୍ ଅଛି ।

ଏହା ପରେ ଆପଣ ଏହାକୁ ଭଲ ଭାବରେ ସଫା କରି ନିଅନ୍ତୁ ଓ ସଫା କରିବା ପରେ ଆପଣ ଏହାକୁ ବାଟି ନିଅନ୍ତୁ । ମନେ ରଖିବେ ଆପଣ ଯେଉଁ ପେଷ୍ଟ ତିଆରି କଲେ ତାକୁ କାଚ ଯାର ରେ ରଖିବେ ନଚେତ୍ ଏହାର ଖରାପ ହବାର ଚାନ୍ସ ରହିଥାଏ ।

ଏହାକୁ ଆପଣ ସକାଳେ ଖାଲି ପେଟରେ ଉଷୁମ ପାଣି ରେ ଦୁଇ ଚାମଚ ପକାଇ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଓ ତା ପରେ ସେବନ କରନ୍ତୁ ଯଦି ଆପଣଙ୍କୁ ରକ୍ତ ଚାପ୍ ଭଳି କିଛି ସମସ୍ୟା ନାହିଁ ତେବେ ଆପଣଙ୍କୁ କଳା ଲୁଣ ମିଶାଇ ପିଲେ ଆହୁରି ସୁବିଧା ହୋଇ ପାରେ ।

କଳା ଲୁଣ ହଜମ କରିବା ପାଇଁ ବହୁତ୍ ସାହାଯ୍ୟ କରିଥାଏ ଯାହା ଫଳରେ ଚର୍ବି ହୋଇନଥାଏ ସେଥିପାଇଁ କଳା ଲୁଣ ଖାଇବା ବହୁତ୍ ଭଲ ଅଟେ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଜିରା ଓ ଡାଲ ଚିନି ସ୍ବାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ ସେଥିପାଇଁ ଆପଣଙ୍କୁ ଏହାର ସେବନ କରିବା ଉଚିତ୍ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *