ଗାଈର ସୁଧ ଘିଅ କେତେ ଗୁଡିଏ ରୋଗକୁ ଦୁର କରିବାରେ ସାହାଯ୍ୟ କରିଥାଏ । ଗାଈ ଘିଅରେ ରହିଥାଏ ଏତେସବୁ ପୋଷକ ତତ୍ତ୍ଵ, ଘିଅରେ ହେଲଦି ଫିଟନେସ ବ୍ୟତୀତ ଭିଟାମିନ ଏ , ଭିଟାମିନ ଇ , ଭିଟାମିନ ଡି ଏହି ସବୁ ପୋଷକ ତତ୍ତ୍ୱ ମିଳିଥାଏ । ବହୁତ ସାରା ଲୋକଙ୍କୁ ଲାଗିଥାଏ ଘିଅରେ ଫ୍ୟାଟର ମାତ୍ରା ଅଧିକ ହୋଇଥାଏ ଯେମିତି ଘିଅ ଦେହ ପ୍ରତି ଖରାପ ପ୍ରଭାବ ପକାଇ ଥାଏ କିନ୍ତୁ ଏହି କଥାରେ ସତ୍ୟତା ବିଲକୁଲ ନାହିଁ ।
ଘିଅରେ ଓମେଗା 3 ଫେଟି ଏସିଡ ମଧ୍ୟ ମିଳିଥାଏ । ଯାହା ବ୍ରେନ ଓ ହାର୍ଟର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଜରୁରୀ ହୋଇଥାଏ । କଫ ଜନିତ ସମସ୍ୟା ମଧ୍ୟ ଦୁର କରିଥାଏ । ଥଣ୍ଡା ପାଗ ଆସିନଥିବ କି ବହୁତ ସାରା ଲୋକଙ୍କୁ କଫ ଜନିତ ସମସ୍ୟା ହାଇରାଣ କରିଥାଏ ।
ଏମିତିରେ କଫକୁ ଦୁର କରିବାରେ ସବୁଠୁ ଭଲ ଓ ସୁବିଧା ଘରୋଇ ଜିନିଷ ଅଟେ ଘିଅ । ଅଜା ଆଈଙ୍କ ଯୁଗରୁ କଫକୁ ଦୁର କରିବାରେ ବହୁତ ଭଲ ଚିକିତ୍ସା ଉପାୟ ରୂପରେ ଘରେ ଘିଅ ବ୍ୟବହାର ହୋଇଥାଏ ।
ଏହାପାଇଁ 1 ଚାମଚ ଘିଅକୁ ଗରମ କରି ଏବଂ ତାକୁ ସିଧା ଖାଇ ଦିଅନ୍ତୁ ବା ଆପଣ ଚାହିଁବେ ତ ଅଦାର ପାଇଡର ସାଙ୍ଗରେ ମଧ୍ୟ ଖାଇ ପାରିବେ ।
ଗାଈ ଘିଅ ଦ୍ଵାରା ବଢ଼ିଥାଏ ଆଖିର ଦୃଷ୍ଟିଶକ୍ତି : ଆୟର୍ବେଦିକ ଅନୁସାରେ ଘିଅ ଖାଲି ଆଖିର ଦୃଷ୍ଟି ବଢ଼ାଇବାରେ ଲାଭଦାୟକ ଅଟେ ଓ ଆପଣଙ୍କ ଆଖିରୁ କେତେ ଗୁଡ଼ିଏ ରୋଗରୁ ବଞ୍ଚାଇ ବାରେ ମଧ୍ୟ ସାହାଯ୍ୟ କରିଥାଏ ।
ସବୁଦିନ ଘିଅକୁ ନିଜ ଦାଇଟରେ ସାମିଲ କରନ୍ତୁ ଆପଣଙ୍କ ଓଜନ ଓ ଦେଖିବାର ଶକ୍ତି ବହୁତ ହୋଇଥାଏ । ସେଥିପାଇଁ ନିୟମିତ ଘିଅର ସେବନ କଲେ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚିତ ହେବେ କାହିଁକି ନା ଘିଅରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ଯାହା ଆମ ଦେହପ୍ରତି ଓ ଆଖିପ୍ରତି ଏବଂ ଅନ୍ୟ କେତଗୁଡିଏ ଜିନିଷରୁ ରକ୍ଷା କରିଥାଏ ।
ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।