ଦର୍ଶକ ବନ୍ଧୁ ଯଦି ଆପଣ ନିଜକୁ ବହୁତ ବଡ ବିଦ୍ଵାନ ବା ଜ୍ଞାନୀ ଭାବୁଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ପଜଲ ନେଇ ଆସିଛୁ ଏହି ସବୁ ପଜଲ ଗୁଡିକୁ ଆପଣ ଦେଖି ଆପଣ ଏହାର ଉତ୍ତର କହିବେ । ଏହା ହେଉଛି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ।
୧ – ଆମ ଲିଷ୍ଟର ପ୍ରଥମ ରେ ରହିଛି ଯେଉଁଠି ପଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜଲରେ ଆପଣ ଚାରୋଟି କେକ୍ ଦେଖୁଛନ୍ତି କିନ୍ତୁ ଚାରୋଟି କେକ୍ ସମାନ ଦେଖା ଯାଉଛି ହେଲେ ଏଥିରେ ଗୋଟେ କେକ୍ ଅନ୍ୟ ତିନୋଟି କେକ୍ ଠାରୁ ଭିନ୍ନ ଅଛି । ତେଣୁ ଆପଣଙ୍କ ପାଇଁ ଛାୟାଲେଞ୍ଜ ହେବ ସେହି ଭିନ୍ କେକ୍ କୁ ଚିହ୍ନଟ କରିବା ।
୨ – ଆମ ଲିଷ୍ଟର ଦ୍ଵିତୀୟ ରେ ରହିଛି ପଜଲ ଯେଉଁଠି କୁ ଟିକେ ଧ୍ୟାନରେ ଦେଖନ୍ତୁ । ଏହି ପଜଲରେ କିଛି ଅଲଗା ଅଛି ଯାହା ଆପଣ ମାନଙ୍କୁ ଚିହ୍ନଟ କରିବାକୁ ହେବ । ହେଲେ ଦୁଇଟି ଯାକ ଫଟୋ ଏଥିରେ ସମାନ ଦେଖା ଯାଉଛି କିନ୍ତୁ ଏଥିରେ କିଛି ଅଲଗା ଅଛି । ତେଣୁ ଆପଣ ମାନେ ଏହାକୁ ଭଲରେ ଦେଖି ଦୁଇଟି ଫଟୋ ଦେଖି ଏଥିରେ ଥିବା ଫରକକୁ ଚିହ୍ନନ୍ତୁ ।
୩ – ଆମ ଲିଷ୍ଟର ତୃତୀୟ ପଜଲରେ ଜଣେ ବଲିଉଡ ଅଭିନେତା ଙ୍କ ମୁହଁ ରହିଛି । ଏହି ପଜଲରେ ବଲିଉଡ ଅଭିନେତା ଜଣକଙ୍କ ଅଧା ମୁହଁ ଦେଖା ଯାଉଛି ପୁରା ନୁହେଁ । ତେବେ ଆପଣ ମାନେ ସେହି ଅଧା ମୁହଁକୁ ଦେଖି କୁହନ୍ତୁ ଏହି ବଲିଉଡ ଅଭିନେତା ଜଣକ କିଏ । ଯଦି ଆପଣ ଜାଣି ପାରୁ ନାହାନ୍ତି ତା ହେଲେ ଆମେ କହି ରଖୁଛୁ କି ଏହି ବଲିଉଡ ଅଭିନେତା ଜଣକ ହେଉଛନ୍ତି ଟାଇଗର ସ୍ରୋଫ ।
୪- ଆମ ଲିଷ୍ଟର ଚତୁର୍ଥ ପଜଲକୁ ଧ୍ୟାନ ଦେଇ ଦେଖନ୍ତୁ । ଏଥିରେ ଦୁଇଟି ବଲିଉଡ ଅଭିନେତ୍ରୀଙ୍କ ମୁହଁ ନଜର ଆସୁଛି କିନ୍ତୁ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ମୁହଁ ଅଧା ଲୁଚି ରହିଛି । ତେବେ ଆପଣ ମାନଙ୍କ ଚ୍ୟାଲେଞ୍ଜ ହେଉଛି ସେହି ଅଧା ଲୁଚି ଥିବା ବଲିଉଡ ଅଭିନେତ୍ରୀଙ୍କୁ ଚିହ୍ନିବା । ତେବେ ଏହି ବଲିଉଡ ଅଭିନେତ୍ରୀ ଜଣକ ହେଉଛନ୍ତି ଭୂମି ପେଣ୍ଡାକର ।
୫ – ଆମ ଲିଷ୍ଟର ଶେଷ ପଜଲକୁ ଟିକେ ଧ୍ୟାନରେ ଦେଖନ୍ତୁ । ଏହି ପଜଲରେ ତିନୋଟି ଫଟୋ ମିଶାଇଲେ ଏକ ଫ୍ୟାମ୍ସ ଗୀତ ବନିବ । ତେବେ କଣ ଆପଣ କହିପାରିବେ ସେହି ଗୀତଟି କଣ ? ଏହି ପଜଲରେ ପ୍ରଥମ ଫଟୋ ହେଉଛି ହାର୍ଟ ବ୍ରେକ ବା ଦଗା , ଦ୍ଵିତୀୟ ଫଟୋଟି ହେଉଛି ବାଜ ବା ଚିଲର ଯାହାକୁ ହିନ୍ଦୀରେ ବାଜ କୁହନ୍ତି ।
ଆଉ ତୃତୀୟ ଫଟୋଟି ହେଉଛି ଟର୍ଚ୍ଚର ଯେଉଁଥିରୁ ଆଲୋକ ବା ରେ ବାହାରୁଛି । ତେଣୁ ୩ଟି ଶବ୍ଦ ହେଲା ଦଗା ବାଜ ରେ । ତେଣୁ ଏହି ଗୀତ ହେବ ‘ଦଗା ବାଜ ରେ’ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।