ବର୍ତ୍ତମାନ ମମିତା ମେୟର ମା-ମ-ଲାରେ ନୂଆ ଏକ ମୋଢ ଆସିଛି । ଯେଉଁଥିରେ କୁହାଯାଉଛି କି ମମିତାର ସାଙ୍ଗ ହିଁ ମମିତା ମୃ-ତ୍ୟୁର ଅସଲ କାରଣ ଅଟେ । ମମିତାର ଏହି ସାଙ୍ଗ ମମିତା ସହ ଓ ଗୋବିନ୍ଦ ସହ ଭଲ ସମ୍ପର୍କ ରଖିଥିଲା । ଉତ୍ତରାଞ୍ଚଳର ଡ଼ିଆଇଜି ଦୀପକ କୁମାର ନିଜର ପ୍ରେସ କନ୍ଫ୍ରେସରେ କହିଲେ କି ଗୋବିନ୍ଦର ପରକ୍ରିୟା ବିଷୟରେ ମମିତା ସବୁ ଜାଣିସାରି ଥିଲା । ଶେଷରେ ଗୋବିନ୍ଦ ମମିତାକୁ ନିଜ ରାସ୍ତାରେ ହଟାଇ ଦେଲା ।
ବର୍ତ୍ତମାନ ପ୍ରଶ୍ନ ଆସୁଛି କି ମମିତା ଗୋବିନ୍ଦ ସାହୁର ଏହି ପରକ୍ରିୟା ପ୍ରୀତି ବିଷୟରେ ଜାଣିଲା କେମିତି ? ଯଦି ସେ ଜାଣିଗଲେ ତେବେ ସେ କାହା ଆଗରେ ଗୋବିନ୍ଦଙ୍କ ବିଷୟରେ କହିଲେ ଓ ସେ କିଏ ଯିଏକି ବ୍ୟକ୍ତି ଗୋବିନ୍ଦ ଆଗରେ ଏହି ସବୁ କଥା କହିଦେଲା ।
ଗୋବିନ୍ଦ ସିଧା ସଳଖ ମମିତାଙ୍କ ଠାରୁ ଏହା ବିଷୟରେ ଜାଣି ନ ଥିଲେ । ନିଶ୍ଚିତ ରୂପରେ ସେ କାହା ମାଧ୍ୟମରେ ହିଁ ଜାଣିଥିବ । ବର୍ତ୍ତମାନ ପୋ-ଲି-ସ ସେହି ବ୍ୟକ୍ତିକୁ ଖୋଜୁଛି ଯିଏକି ଗୋବିନ୍ଦକୁ କହିଥିଲା କି ମମିତା ତୁମ ବିଷୟରେ ସବୁ ଜାଣି ସାରିଛି । ବର୍ତ୍ତମାନ ଅନ୍ୟ ଏକ ପ୍ରଶ୍ନ ବି ଆସୁଛି କି ଗୋବିନ୍ଦ ଚାହିଁ ଥିଲେ ମମିତାକୁ ଚାକିରିରୁ ବାହାର କରି ହ-ଇ-ରା-ଣ କରି ପାରି ଥାନ୍ତେ । କିନ୍ତୁ ଏହା ପରକ୍ରିୟା ପ୍ରୀତି ନୁହେଁ ଏହା ପଛରେ ଆହୁରି ବହୁତ ରହସ୍ୟ ଲୁଚି ଅଛି ।
କାରଣ ଜଣେ କେବଳ ନିଜର ପରକ୍ରିୟା ପ୍ରୀତି ପାଇଁ କାହାକୁ ହ-ତ୍ୟା କରିବ ନାହିଁ । ଯଦି ମମିତା ସବୁ ଜାଣିଥିଲେ ତେବେ ଏହାର ପ୍ରମାଣ ସେ କେଉଁଠି ରଖିଥିଲେ । ତାହା କଣ ଏମିତି ଥିଲା କି ଯାହାକୁ ଗୋବିନ୍ଦ ସାହୁ ଭୟ କରୁଥିଲେ । ଗୋବିନ୍ଦ କାମ ବାହାନରେ ମମିତାକୁ ଘରୁ ଡାକି ତାକୁ କାରରେ ନେଇ ଯାଇ ହ-ତ୍ୟା କଇଥିଲେ । ଏହା ପୂର୍ବରୁ ସେ ୬ ତାରିଖ ଦିନ ଗାତ ଖୋଳିବେ ବୋଲି କହିଦେଇ ଥିଲେ ଓ ୮ ତାରିଖ ଦିନ ହ-ତ୍ୟା କରି ମମିତାକୁ ପୋ-ଡି ମାଟିରେ ପୋ-ତି ଦେଲେ ।
ଏହା ପୂର୍ବ ଯୋଜନା ବଧ୍ୟ ହ-ତ୍ୟା ଥିଲା । ସୂଚନା ଅନୁସାରେ ଗୋବିନ୍ଦ ଓ ମମିତା ମଧ୍ୟରେ ଏମିତି କିଏ ଜଣେ ଥିଲା ଯିଏକି ଏପଟ କଥାକୁ ସେପଟ ଓ ସେପଟ କଥାକୁ ଏପଟ କରୁଥିଲା । ମମିତା ନିଜେ ଚାହୁଁ ନ ଥିଲେ ପୁଣି ଥରେ ସ୍କୁଲକୁ ଯିବା ପାଇଁ ଓ ସେ ଜାଣି ସାରିଥିଲେ କି ତାଙ୍କର ଜୀବନ ପ୍ରତି ଭ-ୟ ଅଛି । ମମିତା ଜାଣି ସାରିଥିଲେ କି ସେ ଯାହାକୁ ବି ଏହି କଥା ସବୁ କହିଛନ୍ତି ସେ ସବୁ ଗୋବିନ୍ଦଙ୍କ ଆଗରେ କହିଦେଇଛି । ବର୍ତ୍ତମାନ ପୋ-ଲି-ସ ସେହି ବ୍ୟକ୍ତିକୁ ଖୋଜିବାରେ ଲାଗିଛି ।