ଗୋବିନ୍ଦ ପକେଟରେ ଶେଷ ଚିଠି, ଚିଠି ଲୁଚାଉଛି ପୋଲିସ… ପରିବାର କହିଲେ “Govindaର ଚିଠି ପଦାକୁ ଆସିଲେ…”

ଗୋବିନ୍ଦ ର ଶେଷ ଚିଠି ସଭିଙ୍କର ନିଦ ହଜାଇ ଦେବାରେ ଲାଗିଛି । ହଁ ଦର୍ଶକ ବନ୍ଧୁ ଗୋବିନ୍ଦର ମୃ-ତ୍ୟୁ ପରେ ତାର ପକେଟରୁ ଜବତ ହୋଇଛି ଗୋବିନ୍ଦ ର ହାତ ଲେଖା ଶେଷ ଚିଠି । ଯାହା ପୋଲିସ ହାତରେ ଲାଗିଛି ମାତ୍ର ପୋଲିସ ସାର୍ବଜନୀନ କରୁନି । ଯାହାକୁ ନେଇ ସନ୍ଦେହ ଉଠାଇଛନ୍ତି ପରିବାର ଲୋକେ ଆଉ କହୁଛନ୍ତି ଏ ଚିଠି କୁଆଡେ ପଦାକୁ ଆସିଲେ ଅନେକ ଗୁମର ଫିଟିବ । ତେବେ ସେ ଚିଠିରେ କଣ ଲେଖା ହୋଇଛି, କଣ ସେ ଚିଠି ଗୋବିନ୍ଦ ଲେଖିଛି ।

ଯଦି ଗୋବିନ୍ଦ ଲେଖି ନାହି ତେବେ କିଏ ଲେଖିଛି ଆଉ କେସକୁ ଅନ୍ୟ ଆଡକୁ ନେବା ପାଇଁ ଚେଷ୍ଟା କରୁଛି କି ? ଏମିତି ଅନେକ ଗୁଡାଏ ପ୍ରଶ୍ନ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଗୋବିନ୍ଦ ପ୍ରୁଷ୍ଠାରୁ ଦୁଇ ପ୍ରୁଷ୍ଠାର ଶେଷ ଚିଠି ଜବତ ହୋଇଛି । ଆଉ ସେହି ଶେଷ ଚିଠି ଏବେ ସମସ୍ତଙ୍କର ନିଦ ହଜାଇ ଦେଇଛି ଆଉ ଏଥିରେ କଣ ଲେଖା ହୋଇଛି କିମ୍ବା ତାଙ୍କର ମୃ-ତ୍ୟୁ ପାଇଁ ସମ୍ଭବ କିଏ ଦାୟୀ ଚିଠିରେ ଲେଖା ଯାଇଥିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ପୋଲିସ ଶେଷ ଚିଠିକୁ ଦବାଇବା ନା ତଦନ୍ତର ପରିସରଭୁକ୍ତ କରିବ ତାହାକୁ ନେଇ ସନ୍ଦେହ ହେଉଛି । ତେବେ ଏ ନେଇ କିନ୍ତୁ ପୋଲିସ ମୁହଁ ଖୋଲି ଆହି । ଏହି ପ୍ରସଙ୍ଗରେ ପୂର୍ବରୁ ରାଜନୈତିକ ଲୋକଙ୍କର ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ପୁଣି ଥରେ ଆଜିର ଏହି ଘଟଣା ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଆଉ ତା ଠାରୁ ବଡ କଥା ହେଉଛି ଗୋବିନ୍ଦ ମୃ-ତ୍ୟୁ ପୂର୍ବରୁ ଶେଷ ଚିଠି ଲେଖିଥିଲେ ଯାହାକୁ ଚପାଇବାକୁ ପୋଲିସ ଚେଷ୍ଟା କରୁଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ କାହିଁକି ଓ କେଉଁ ସ୍ଥିତିରେ ଗୋବିନ୍ଦ ମୃ-ତ୍ୟୁ ପଥକୁ ବାଛି ନେଲେ । ତାଙ୍କୁ ଜେଲ ଭିତରେ ହତ୍ୟା କରା ଯାଇଛି ନା ସେ ନିଜେ ଜୀବନ ହରାଇ ଦେଇଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଜୀବନ ହାରିବାର ରୂପ ଦିଆଯିବାରୁ ଚେଷ୍ଟା କରା ଯାଉଛି । ତେବେ ଗୋବିନ୍ଦ ଯଦି ନିଜେ ଜୀବନ ହାରିଲେ ତେବେ ଜେଲ କର୍ତ୍ତୁପକ୍ଷ କେମିତି ଜାଣି ପାରିଲେ ନାହି ଏମିତି ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ଦଳ ମାନେ ପଚାରିବେ ଆରମ୍ଭ କରିଲେଣି ।

ଖାଲି ସେତିକି ନୁହେଁ ବରଂ ପୁରା ଘଟଣାରେ ଜେଲ କର୍ତ୍ତୁପକ୍ଷ ଙ୍କ ଭୂମିକା ଚାଲି ଆସୁଛି । ଏ ସବୁ ଭିତରେ ସମସ୍ତେ ଚାହୁଁ ଛନ୍ତି ଗୋବିନ୍ଦ ଙ୍କ ଶେଷ ଚିଠିକୁ ଜାଣିବାକୁ ପୁରା ରାଜ୍ୟ ବସି ଚାହିଁ ବସିଛନ୍ତି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *