ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି କେତେ ଅଛି Gold Rate

ସୁନା ରୂପା କିଣିବା ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଅପେକ୍ଷା ଆଜି ସମାପ୍ତ ହବ । ଆଜି ସୁନା ଦାମରେ ପୁଣି ହ୍ରାସ ଘଟିଛି । 23 o 24 ତାରିଖ ଲଗାତର ସୁନା ରେଟ ହ୍ରାସ ହେବା ପରେ 25 ତାରିଖ ରେ 240 ଟଙ୍କା ବୃଦ୍ଧି ହୋଇଥିଲା, କିନ୍ତୁ ଆଜି ପୁଣି ସୁନା ଦାମ ଖସିଛି ।

ଆଜି ରେଟ ଅନୁଯାଇ ସୁନା ଓ ରୂପା ଦାମ ବହୁତ କମିଛି ଓ ଆମେ ଆପପଣଙ୍କୁ ସୁନା ଓ ରୂପା ଦାମ ମଧ୍ୟ କହିବୁ ଓ କେତେରୁ କେତେ କମ ହୋଇଛି ତାହା ମଧ୍ୟ କହିବୁ । ତେବେ ସୂଚନା ଅନୁସାରେ ଏହା ଆହୁରି ମଧ୍ୟ ଶସ୍ତା ହୋଇପାରେ ।

ଆଜି ଆମେ ଆପଣଙ୍କୁ ଆଗ ରୂପା ରେଟ କହିବାକୁ ଯାଉଛୁ ଯାହା ଦାମ ଗୋଟେ ଗ୍ରାମ ପାଇଁ ୬୧.୫୦ ଟଙ୍କା ହୋଇଛି, ୮ଗ୍ରାମ ପାଇଁ ରୂପା ରେଟ ୪୯୨ ଟଙ୍କା ଅଛି, ୧୦ଗ୍ରାମ ପାଇଁ ୬୧୫ଟଙ୍କା, ୧୦୦ଗ୍ରାମ ପାଇଁ ୬୧୫୦ ଟଙ୍କା ଓ ଗୋଟେ କେଜି ରୂପା ଦାମ ୬୧,୫୦୦ ଟଙ୍କା ହୋଇଛି । ତେବେ ଖବର ଅନୁଯାଇ ଗୋଟେ କେଜିରେ ରୂପା ୧୦୦୦ଟଙ୍କା କମିଛି ।

ତେବେ ଆସନ୍ତୁ ଜାଣିବା ସୁନା ଦାମ ଆଜି ପାଇଁ କଣ ଅଛି, ଆଜି ୨୨ କେରେଟ ସୁନା ଦାମ କିଛି ଏହି ପ୍ରକାର ଅଛି । ଗୋଟେ ଗ୍ରାମ ୨୨କେରେଟ ସୁନା ଦାମ ୪,୭୧୩ ଟଙ୍କା ଅଛି କାଲି ଥିଲା ୪,୭୨୨ ଟଙ୍କା ତେବେ ୯ ଟଙ୍କା କମିଛି । ୮ଗ୍ରାମ ୨୨କେରେଟ ସୁନା ଦାମ ୩୭,୭୦୪ଟଙ୍କା ଅଛି, କାଲିଥିଲା ୩୭,୭୭୬ ଟଙ୍କା ତେବେ ୭୨ ଟଙ୍କା ଆଜି କମିଛି । ୧୦ଗ୍ରାମ ୨୨କେରେଟ ସୁନା ଦାମ ୪୭,୧୩୦ ଟଙ୍କା ଅଛି ଓ କାଲି ଥିଲା ୪୭,୨୨୦ଟଙ୍କା ତେବେ ଆଜି ଅନୁଯାଇ ୯୦ ଟଙ୍କା ଅଧିକ କାଲୀ ଥିଲା । ୧୦୦ଗ୍ରାମ ସୁନା ଆଜି ରେଟ ୪,୭୧,୩୦୦ଟଙ୍କା ଅଛି କାଲିଥିଲା ୪,୭୨,୨୦୦ ଟଙ୍କା ଥିଲା ଆଜି ଠାରୁ ୯୦୦ ଟଙ୍କା ଅଧିକ ଥିଲା ।

୨୪ କେରେଟ ସୁନା ଦାମ :

ତେବେ ଆସନ୍ତୁ ଜାଣିବା ଆଜିର ୨୪କେରେଟ ସୁନା ଦାମ ଗୋଟେ ଗ୍ରାମ ୨୪କେରେଟ ସୁନା ଦାମ ୫,୧୪୧ ଟଙ୍କା । ୮ଗ୍ରାମ ୨୪କେରେଟ ସୁନା ଦାମ ୪୧,୧୨୮ ଟଙ୍କା ଅଛି, ୧୦ଗ୍ରାମ ୨୪କେରେଟ ସୁନା ଦାମ ୫୧,୪୧୦ ଟଙ୍କା ଅଛି ଓ ୧୦୦ଗ୍ରାମ ସୁନା ଦାମ ୫,୧୪,୧୦୦ଟଙ୍କା ଅଛି । ତେବେ ଖବର ଅନୁଯାଇ ଆଜି ୨୨କେରେଟ ସୁନା ଦାମ ୯୦ ଟଙ୍କା କମିଛି ଓ ୨୪କେରେଟ ସୁନା ଦାମ ୧୦୦ ଟଙ୍କା କମିଛି, ତେବେ ଯଦି ଆପଣ ମଧ୍ୟ କିଣିବାକୁ ଚାହାନ୍ତି ତେବେ ଆଜି ହିଁ ଯାଆନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *