ବନ୍ଧୁଗଣ ଗୋପାଳ ଦୋ-ଷୀ ଓ ତାକୁ ଫା-ଶୀ ଦ-ଣ୍ଡ ମିଳିପାରେ ଭାରତୀୟ ଆଇନ ମୁତାବିକ ଜଣେ ହ-ତ୍ୟା-କା-ରୀ ପାଇଁ ରହିଛି ଫା-ଶୀ ଦ-ଣ୍ଡ । ଆଉ ଗୋପାଳ ହେଉଛି ଜଣେ ହ-ତ୍ୟା-କା-ରୀ । ସେ ଜଣେ ମନ୍ତ୍ରୀ ଙ୍କୁ ହ-ତ୍ୟା କରିଛି । ପାଖରୁ ଆସି ଛାତିକୁ gulee କରି ଅତି ନି-ର୍ମ-ମ ଭାବେ ମନ୍ତ୍ରୀ ଙ୍କୁ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇ ହ-ତ୍ୟା କରିଛି ।
ଯେଉଁଥି ପାଇଁ ଗୋପାଳ ଙ୍କୁ କୋର୍ଟ ଫା-ଶୀ ଦ-ଣ୍ଡ ଶୁଣାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ଗୋପାଳ ପାଗଳ ନୁହେଁ ସେ ପୁରା ହୋସରେ ରହି ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଛି । ଗୋପାଳର ସବୁ ଯୋଜନା ବିଫଳ ହୋଇଛି । ସେ ଯେଉଁ ଅଭିନୟ କରୁଥିଲା ପାଗଳ ହୋଇ ଦୋ-ଷୀ ସାବ୍ୟସ୍ତ ହୋଇ ପାରିବ ନାହି ବୋଲି ଏବେ ସେ ଧରା ପଡି ଯାଇଛି ।
ବିଭିନ୍ନ ପ୍ରକାରର ଟେଷ୍ଟ ହେବା ପରେ ଗୋପାଳ ପାଗଳ ନୁହେଁ ବୋଲି ଜଣା ପଡିଛି । ଗୋପାଳର ନାର୍କୋ ଟେଷ୍ଟ ମଧ୍ୟ ହୋଇଥିଲା ଗୁଜୁରାଟ ରେ ଆଉ ସେଠାରେ ସେ ପାଗଳ ଭଳି ଅଭିନୟ ମଧ୍ୟ କରୁଥିଲା । କିନ୍ତୁ ତାର ସବୁ ପ୍ଳାନ ବିଫଳ ହୋଇଛି । ଯାହା ପରେ ସେ ପୁରା ହୋସ ରେ ରହି ହ-ତ୍ୟା କରିଛି ଓ ତାକୁ ଫା-ଶୀ ଦ-ଣ୍ଡ ଦିଆଯାଉ ବୋଲି ଲୋକେ ଦାବି କରିଲେଣି ।
ଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସ ଙ୍କୁ ମା-ରି ଚର୍ଚ୍ଚା ରେ ରହିଥିବା ବେଳେ ଏବେ ତାକୁ ଫା-ଶୀ ହେବା ପାଇଁ ପୁଣି ଥରେ ଚର୍ଚ୍ଚା କୁ ଆସିଛି ଗୋପାଳ । ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିବା ମେଡିକାଲ ରିପୋର୍ଟ ମତ ଦେଇଛି କି ତାର ମାନସିକ ସ୍ଥିତି ପୁରା ଠିକ ରହିଛି । ସେ ପାଗଳ ନୁହେଁ । ରିପୋର୍ଟ ଦେଖି କୋର୍ଟ କହିଛନ୍ତି କି ପରିସ୍ଥିତି ଦେଖି ଆଚରଣ ଓ କଥାବାର୍ତ୍ତା ଗୋପାଳର ଠିକ ଥିଲା ।
ଆଖି ରେ ଆଖି ମିଶାଇ କଥା ହେଉଥିଲା ଗୋପାଳ । ତାର ଆଚରଣ ରେ କିଛି ଅସ୍ବଭାବିକତା ପରିଲକ୍ଷିତ ହେଉ ନ ଥିଲା । ସ୍ମୃତି ଶକ୍ତି ଠିକ ରହିଥିଲା ଓ ବିଚାର କ୍ଷମତା ମଧ୍ୟ ଠିକ ଥିଲା । ତାର ଧୀ-ଶକ୍ତି ସାଧାରଣ ଥିଲା ଓ ଚିନ୍ତନ ଶକ୍ତି ଠିକ ରହିଥିଲା । ତେବେ ଗୋପାଳର ମେଡିକାଲ ରିପୋର୍ଟ ଅନୁଯାୟୀ ଗୋପାଳ ଅସ୍ଵଭାବିକ ନ ଥିଲା । ଯେଉଁଥି ପାଇଁ ଗୋପାଳ ଏବେ ପାଗଳ ନୁହେଁ ବୋଲି କୋର୍ଟ ରାୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।