ଗୋଟେ ବନ୍ଧୁ ପାଖରେ ନିଶ୍ଚିନ୍ତ ରହିବା ଦରକାର ଏହି 7ଟି ଗୁଣ- Vidur Niti

ବିଦୁର ନୀତିରେ ବିଦୂରଙ୍କ ବିଚାର ବିଷୟରେ କୁହାଯାଇଛି । କୁହାଯାଏକି ବିଦୁର ବହୁତ ବୁଦ୍ଧିମାନ ଥିଲେ । ତାଙ୍କୁ ସବୁବେଳେ ଏହା ଜଣା ଥିଲାକି କୌରବ ମାନେ ଅଧର୍ମ ମାର୍ଗରେ ଚାଲୁଛନ୍ତି । ସେଥିପାଇଁ ସେ ପାଣ୍ଡବଙ୍କୁ ନିଜ ରାସ୍ତାରେ ଆଗକୁ ବଢିବା ପାଇଁ ପ୍ରୋସଛାଇତ କରୁଥିଲେ । ସେ ଜାଣିଥିଲେକି ମହାଭାରତ ଯୁଧ୍ୟରେ ପାଣ୍ଡବ ମାନଙ୍କ ଜୟ ହେବ କାରଣ ଧର୍ମ ମାର୍ଗରେ ଚାଲୁଥିଲେ ଓ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବନ୍ଧୁଭଳି ମାର୍ଗ ଦର୍ଶନ କରୁଥିଲେ ।

କୁହାଯାଏକି ଜୀବନରେ ଗୋଟେ ଭଲ ବନ୍ଧୁ ମିଳିଗଲେ ଜୀବନ ସାର୍ଥକ ହୋଇଯିବ । ଗୋଟେ ଭଲ ବନ୍ଧୁ ମନୁଷ୍ୟକୁ ସ୍ଵର୍ଗ ଆଡକୁ ନେଇଥାଏ ଓ ଗୋଟେ ଖରାପ ବନ୍ଧୁ  ଭଲ ଲୋକକୁବି ଖରାପ ରାସ୍ତାରେ ନେଇଯାଇଥାଏ । ସେଥିପାଇଁ ବିଦୁର କହିଛନ୍ତିକି ସାଙ୍ଗ ବହୁତ ଭାବିଚିନ୍ତି କରିବା ଦରକାର । ଭଲ ବନ୍ଧୁ ସେମିତି କିଛି ଭଲ କର୍ମ କରିଥିଲେ ମିଳେ । ବିଦୂରଙ୍କ ମୁତାବିକ ଗୋଟେ ଭଲ ବନ୍ଧୁ ଭିତରେ କିଛି ଭଲ ଗୁଣ ଅବଶ୍ୟ ରହିବା ଦରକାର ।

Image Courtesy: Google

କୃତଜ୍ଞ

ଏଥିରେ ପ୍ରଥମ ଗୁଣ କୃତଜ୍ଞତା ଅଟେ । କୁହାଯାଏକି ଯେଉଁ ବ୍ୟକ୍ତି କୃତଜ୍ଞ ହୋଇଥାଏ ତାର ମନ ବହୁତ ପବିତ୍ର ହୋଇଥାଏ ।

ଧାର୍ମିକ

ପ୍ରକୃତ ବନ୍ଧୁ ବହୁତ ମୁସ୍ଲିଲରେ ମିଳିଥାଏ । କୁହାଯାଏକି ସଚା ବନ୍ଧୁ ଭାଗ୍ୟଶାଳୀ ଲୋକଙ୍କୁ ମିଳିଥାଏ ।

Image Courtesy: Google

ଉଦାର

ଯେଉଁ ଲୋକଙ୍କ ପାଖରେ ଉଦାର ସାଙ୍ଗ ଥାନ୍ତି ତାଙ୍କୁ ନିଜ ଭାଗ୍ୟ ଉପରେ ଗର୍ବ କରିବା ଆବଶ୍ୟକ । କାରଣ ଏମିତି ବନ୍ଧୁ ସମସ୍ତଙ୍କୁ ମିଳେନି ।

ଦୃଢ ଅନୁରାଗ ଥିବା

ଯାହାଙ୍କ ମନରେ ଦୃଢ ଅନୁରାଗ ଥାଏ ତାଙ୍କୁ ଭଲ କୁହାଯାଏ । କୁହାଯାଏ ଏମିତି ଲୋକ ବହୁତ ଭଲ ବନ୍ଧୁତା ନିଭାଇ ଥାନ୍ତି ।

Image Courtesy: Google

ଜିତେନ୍ଦ୍ରିୟ

ଯାହାର ସାଙ୍ଗ ଜିତେନ୍ଦ୍ରିୟ ମାନେ ଇନ୍ଦ୍ରିୟକୁ ନିଜ ବଶରେ ରଖିଥାନ୍ତି ତାଙ୍କୁ ଦୋସ୍ତି କାରଣରୁ କେବେ କିଛି କ୍ଷତି ସହିବାକୁ ପଡି ନଥାଏ ।

ମର୍ଯ୍ୟାଦାରେ ରହୁଥିବା

ଯେଉଁ ଲୋକ ତାଙ୍କର ମର୍ଯ୍ୟାଦା ଜାଣିଛନ୍ତି ସେ କେବେ ଭୁଲ କମ କରନ୍ତି ନହିଁ । ସେ କିଛି କାମ କରିବା ପୂର୍ବରୁ ଭବିଠନ୍ତି ଏହା ଠିକ କି ଭୁଲ ଅଟେ ।

 

Image Courtesy: Google

ବନ୍ଧୁତା ଭାଙ୍ଗିନଥାନ୍ତି

ଯିଏ ପ୍ରକୃତ ବନ୍ଧୁ ହୋଇଥାଏ ସେ ବନ୍ଧୁତା କେବେ ଖରାପ କରିନଥାଏ । ଏହିଭଳି ବନ୍ଧୁ ସବୁ ପରିସ୍ତିତିରେ ନିଜ ବନ୍ଧୁତା ନିଭାଇ ଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *