ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନୀ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଗତ କିଛି ଦିନ ହେବ ବଲିଉଡ ରେ କଳାକାର ମାନଙ୍କର ଜଣଙ୍କ ପରେ ଜଣଙ୍କର ଦେହାନ୍ତ ଘଟିବାରେ ଲାଗିଛି । ଯାହା ପାଇଁ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ବାଦଲ ଖେଳି ଯାଇଛି ।
ବର୍ତ୍ତମାନ ପୁଣି ଠାରେ ବଲିଉଡ ଇଣ୍ଡଷ୍ଟ୍ରି ରୁ ଆସି ପହଞ୍ଚି ଯାଇଛି ଦୁଖର ଖବର । ପରଲୋକରେ ବଲିଉଡ ର ଜଣାଶୁଣା ଅଭିନେତା ଅରୁଣ ବାଲୀ । ମାତ୍ର ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ସେ ଦୀର୍ଘ ଦିନ ହେବ ଆସୁଥିଲେ । ସେ ଅନେକ ଚଳଚିତ୍ର ଟିଭି ସିରିଏଲ ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିଲେ । ତେବେ ଅରୁଣ ବାଲୀ ସୌଗନ୍ଧ, ରାଜୁ ବନ ଗୟା ଜେନ୍ଟଲମ୍ୟାନ, ହିର ରାଞ୍ଝା, ଫୁଲ ଅର କାଣ୍ଟେ, ଲଗେ ରହୋ ମୁନ୍ନା ଭାଇ, ମେରେ ଜୀବନ ସାଥି, ଥ୍ରୀ ଇଡିଅଟ୍ସ ଭଳି ଫିଲ୍ମ ରେ ନିଜର ଅଭିନୟର ଯାଦୁ ଦେଖାଇ ଥିଲେ ।
ସେହିଭଳି ଟିଭି ସିରିଏଲ କୁମକୁମ ପ୍ୟାରା ସେ ବନ୍ଧନ, ଦେବୋ କା ଦେବ ମହାଦେବ ଭଳି ସିରିଏଲ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିଣିଥିଲେ । ସୂଚନା ଅନୁଯାୟୀ ଅଭିନେତା ଅରୁଣ ବାଲୀ ଆଜି ସକାଳ ୪ଟା ୩୦ ମିନିଟ ର ଏ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଅରୁଣ ବାଲୀ ଦୀର୍ଘ ସମୟ ଧରି ଆସୁଥିଲେ ତାଙ୍କୁ କିଛି ମାସ ପୂର୍ବରୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ତେବେ ଅରୁଣ ବାଲୀ ମିଆଷ୍ଟ୍ରିନିଆ ଭଳି ଏକ ବିରଳ ରୋଗ ସହ ଲଢୁଥିଲେ ।
ଏହା ଏକ ଅଟୋ ମ୍ୟୁମୁନ ରୋଗ ଅଟେ । ସେ ଅନେକ ଭେଟେନାନ କଳାକାର ଙ୍କ ସହ କାମ କରିଥିବା ବେଳେ ତାଙ୍କ ବୋଯୋଗରେ ବଲିଉଡ ରେ ଶୋକର ଛାୟା ଖେଳି ଯାଇଛି । ଯାହା ମନୋରଞ୍ଜନ ଜଗତ ପାଇଁ ଏକ ଦୁଖର ଖବର । ତେବେ ଅଭିନେତା ଅରୁଣ ବାଲୀ ଖୁବ ସୁନ୍ଦର କରିବା ସହ ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ । ତେବେ ତାଙ୍କର ଅକାଳ ବିୟୋଗ ରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ବନ୍ଧୁଗଣ ଆପଣ ଅମାନଙ୍କୁ ଅଭିନେତା ଅରୁଣ ବାଲୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।