ଗୋଟିଏ ଫିଲ୍ମ କଲେ ଓଡ଼ିଆ ହିରୋଇନମାନେ ଏତେ ଟଙ୍କା ନିଅନ୍ତି! ବାପ୍ ରେ ବାପ୍ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ

ଓଲିଉଡ ଜଗତର ଅଭିନେତ୍ରୀମାନେ ବର୍ତ୍ତମାନ ବଲୀଉଡ ଜଗତର ଅଭିନେତ୍ରୀଙ୍କୁ ଟକ୍କର ଦେବା ଭଳି କାମ କରୁଛନ୍ତି । ସେମାନେ ସୁନ୍ଦରତା ଓ ଅଭିନୟରେ ତାଙ୍କ ସହ କଡା ଟକ୍କର ଦେଉଛନ୍ତି । କିନ୍ତୁ ପରିଶ୍ରାମିକ ବିଷୟରେ କହିଲେ ଓଲିଉଡ ଜଗତର ହିରୋଇନମାନେ ଲକ୍ଷ ଲକ୍ଷ ଟଙ୍କା ପାଇଲେ ବଲୀଉଡର ଅଭିନେତ୍ରୀ କୋଟି କୋଟି ଟଙ୍କା ପାଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଓଲିଉଡ ହିରୋଇନମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନେଇଥାନ୍ତି ସେହି ବିଷୟରେ କହିବୁ ।

ରିୟା ଦେ

ରିୟା ଦେ ଓଲିଉଡର ଜଣେ ଚୂଳବୁଲି ନାୟିକା ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୨.୨୦ ଲକ୍ଷ ଟଙ୍କା ନିଅନ୍ତି ଓ ବର୍ତ୍ତମାନ ସେ ପ୍ରେମ ପାଇଁ ମହାଭାରତ ଫିଲ୍ମରେ ନଜର ଆସିବେ ।

ସନମିରା

ସନମିରା ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୩ ଲକ୍ଷ ଟଙ୍କା ନେଇଥାନ୍ତି ଓ ତାଙ୍କର ଶେଷ ଫିଲ୍ମ ହେଉଛି ଲଭ ଏକ୍ସପ୍ରେସ । ସେ ବହୁତ କମ ଓଡିଆ ଫିଲ୍ମରେ କାମ କରିଛନ୍ତି ।

ଭୂମିକା ଦାସ

ଭୂମିକା ଦାସ ବି ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୫.୨୦ ଲକ୍ଷ ଟଙ୍କା ନେଇଥାନ୍ତି । ଶେଷ ଥର ପାଇଁ ସେ ଶ୍ରୀମାନ ସୁରଦାଶ ଫିଲ୍ମରେ ନଜର ଆସିଛନ୍ତି ।

ଝିଲିକ ଭଟ୍ଟାଚାର୍ୟ

ଝିଲିକ ଭଟ୍ଟାଚାର୍ୟ ବିବାହ ପରେ ବର୍ତ୍ତମାନ ସମୟରେ ଓଲିଉଡ ଦୁନିଆ ଠାରୁ ଦୂରରେ ଅଛନ୍ତି । କିନ୍ତୁ ସେ ଗୋଟିଏ ସମୟରେ ଓଲିଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ ଓ ସେ ଗୋଟିଏ ଫିଲ୍ମ ପାଇଁ ୩.୬୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଶେଷ ଥର ପାଇଁ ଫିଲ୍ମ ପ୍ୟାର ଅଲଗା ପ୍ରକାରରେ ନଜର ଆସିଥିଲେ ।

ଶିବାନୀ ସଂଗୀତା

ଶିବାନୀ ସଂଗୀତା ଓଲିଉଡ ଜଗତର ଜଣେ ଚର୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଯିଏକି ଗୋଟିଏ ଓଡିଆ ଫିଲ୍ମରେ ଅଭିନୟ କରିବା ପାଇଁ ୪.୧୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଶେଷ ଥର ପାଇଁ ଫିଲ୍ମ ପ୍ରେମ କୁମାରରେ ନଜର ଆସିଥିଲେ ।

ଏଲିନା ସାମନ୍ତରାୟ

ଏଲିନା ସାମନ୍ତରାୟ ଜଣେ ଚୂଳବୁଲି ଓ ଚର୍ଚିତ ନାୟିକା ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୬.୫୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଶେଷ ଥର ପାଇଁ ଫିଲ୍ମ ୪ ଇଡିୟଟ୍ସରେ ନଜର ଆସିଛନ୍ତି ।

ଅର୍ଚିତା ସାହୁ

ଅର୍ଚିତା ସାହୁଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯିଏକି ବର୍ତ୍ତମାନ ସବ୍ୟସାଚୀଙ୍କ ସହ ବିବାହ କରି ନିଜର ନୂତନ ବୈବାହିକ ଜୀବନରେ ଖୁସିରେ ଅଛନ୍ତି । କହିଦେଉଛୁ କି ଅର୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ୭.୩୦ ଲକ୍ଷ ତାଙ୍କ ନେଇଥାନ୍ତି । ସେ ଶେଷ ଥର ପାଇଁ ଫିଲ୍ମ ଚମ୍ପିୟାନରେ ନଜର ଆସିଥିଲେ । କହିଦେଉଛୁ କି ବହୁ ଦିନ ହେବ ଅର୍ଚିତା କୌଣସି ଫିଲ୍ମରେ ନଜର ଆସି ନାହାନ୍ତି ।

ବର୍ଷା ପ୍ରିୟଦର୍ଶିନୀ

ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ ଆପାଣ ସମସ୍ତେ ଜାଣିଛନ୍ତି ଯିଏକି ବର୍ତ୍ତମାନ ବିବାଦ ମଧ୍ୟରେ ଘେରି ଅଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୯.୩୫ ଲକ୍ଷ ତାଙ୍କ ନେଇଥାନ୍ତି । ସେ ଶେଷ ଥର ପାଇଁ ଫିଲ୍ମ ନିମିକିରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *