ଚୁଜ କରନ୍ତୁ ଗୋଟିଏ ହୃଦୟ ଆଉ ଜାଣନ୍ତୁ ଆପଣଙ୍କର କେଉଁ ଇଛା ପୁରା ହେବ । କୁହାଯାଏକି ବ୍ଯକ୍ତିର ପସନ୍ଦ ନା ପସନ୍ଦ ତାର ବ୍ୟକ୍ତିତ୍ବ ବା ସ୍ଵଭାବର ଆଇନା ହୋଇଥାଏ । କାହାର ପସନ୍ଦ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚି ରହିଥିବା ରହସ୍ୟ ବିଷୟରେ ବତାଇ ଥାଏ । ଆମେ ଏଠାରେ ଆପଣଙ୍କୁ କିଛି ମଜାଦାର କୁଇଜ ଗେମ ଦିଆଯାଇଛି ଯାହା ଦ୍ଵାରା ଆପଣଙ୍କୁ ୫ ଟି ଅଲଗା ଅଲଗା ପ୍ରକାରରୁ ଗୋଟିଏ ହୃଦୟ ପସନ୍ଦ କରିବାକୁ ହେବ । ତାହା ପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ ।
ପୁଣି ଆମେ ଆପଣଙ୍କୁ ପସନ୍ଦ କରିଥିବା ହୃଦୟ ବିଷୟରେ କହିବୁକୀ ଆପଣଙ୍କ କେଉଁ ଇଛା ଜଲ୍ଦି ପୁରା ହେବ । ଆସନ୍ତି ଗୋଟିଏ ହୃଦୟ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ଆପଣଙ୍କ କେଉଁ ଇଛା ଜଲ୍ଦି ପୁରା ହେବ । ଯଦି ଆପଣ ପ୍ରଥମ ହୃଦୟତି ଚୁଜ କରିଛନ୍ତି ତେବେ ଆପଣଙ୍କ ପ୍ରେମ ବିବାହ ହେବାର ଇଛା ବହୁତ ଜଲ୍ଦି ପୁରା ହେବ । ଆପଣ ପ୍ରେମ ବିବାହରେ ବହୁତ ବିଶ୍ବାସ ରଖିଥାନ୍ତି ଓ ଆପଣଙ୍କ ପାର୍ଟନରଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି । ଯେଉଁ ମାନେ ଦିତୀୟ ହୃଦୟଟି ପସନ୍ଦ କରିଛନ୍ତି ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସଫଳତା ଜଲ୍ଦି ମିଳିବ ।
କାରଣ ଆପଣ ନିଜର ଗୋଲ ଲକ୍ଷକୁ ପାଇବା ପାଇଁ ବହୁତ ପରିଶ୍ରମ କରୁଛନ୍ତି ଓ ଏହା ସହିତ ସ୍ମାର୍ଟ ୱାର୍କ ମଧ୍ୟ କରୁଛନ୍ତି । ଶେଥି ପାଇଁ ଜରୁରି ଅଟେ ଆପଣଙ୍କ ଏହି ଇଛା ମଧ୍ୟ ପୁରା ହେବ । ଯଦି ଆପଣ ପସନ୍ଦ କରିଛନ୍ତି ତୃତୀୟ ହୃଦୟଟି ତେବେ ଆପଣ ବହୁତ ଭଲ ଜୀବନ ବିତାଇବେ ମାନେ ବହୁତ ହାପି ଜୀବନ ମିଳିବ । ଆଉ ଆପଣଙ୍କ ଏହି ଇଛା ବହୁତ ଜଲ୍ଦି ପୁରା ହେବ କାରଣ ଆପଣ ବହୁତ ଇମାନ୍ଦାର ବିଶ୍ଵସ୍ତ ଓ ଏକ କର୍ତବ୍ୟ ନିଷ୍ଠ ବ୍ୟକ୍ତି ଅଟନ୍ତି । ଯେଉଁ ମାନେ ଚତୁର୍ଥ ହୃଦୟକୁ ପସନ୍ଦ କରିଛନ୍ତି । ତେବେ ଆପଣଙ୍କର ବିଅବହ କରିବାର ଇଛା ବହୁତ ଜଲ୍ଦି ପୁରା ହେବ ।
ଆପଣଙ୍କ ବିବାହରେ ବହୁତ ଇଛା ରହିଛି ଓ ଆପଣଙ୍କୁ ଏମିତି ଜୀବନ ସାଥି ମିଳିବ ଯାହା ଆପଣଙ୍କ ପାଇଁ ବହୁତ ଭଲ ରହିବ ଓ ଆପଣଙ୍କ ପାଦରେ ପାଦ ମିଳାଇ ଚାଲିବ । ଯେଉଁମାନେ ପଞ୍ଚମ ହ୍ରୁଦୟକୁ ଚୁଜ କରିଛନ୍ତି ତେବେ ଆପଣଙ୍କୁ ଚାକିରି ମିଳିବ ଆଉ ବହୁତ ପଇସା ମିଳିବାର ଇଛା ବହୁତ ଶୀଘ୍ର ପୁରା ହେବ । କାରଣ ଆପଣ ଗୋଟେ ବହୁତ ଭଲ ଚାକିରି ପାଇଁ ବହୁତ ପରିଶ୍ରମ କରିଛନ୍ତି । ଆଉ କିଛି ନା କିଛି ନୂଆ କଳା କୌଶଳ କରୁଛନ୍ତି ଯାହା ଦ୍ଵାରା ଆପଣଙ୍କୁ ବହୁତ ଭଲ ଚାକିରି ମିଳିବ ।