Interesting Gk Questions – ଗୋଟେ ଝିଅ ନେପାଳରେ ରହୁଛି, ତାର ବୟସ 28 ବର୍ଷ ଅଟେ ଓ ତାର ମା ର ବୟସ 26 ବର୍ଷ ଅଟେ କୁହ ଏହା କେମିତି ସମ୍ଭବ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଉଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚରା ଯାଉଛି । କିଛି ପ୍ରଶ୍ନ ସହଜ ହୋଇଥିଲେ ମଧ୍ୟ ତାର ଉତ୍ତର ଆମେ ଦେଇପାରି ନ ଥାଉ । କିଛି ପ୍ରଶ୍ନ ଏମିତି ରହିଛି ଯାହା ବହୁତ କଷ୍ଟକର ହୋଇଥାଏ ଯାହା ବିଷୟରେ କିଛି ଲୋକ ମାନେ ଜାଣି ନ ଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।

୧- ଦୁନିଆରେ ପରିକ୍ଷାର ଆରମ୍ଭ କରିଥିବା ପ୍ରଥମ ଦେଶ କିଏ ?

ଉତ୍ତର- ଚୀନ

୨- ଭାରତର ସବୁଠାରୁ ଆରମ୍ଭ ସିସୋର ଫୁଲ କେଉଁ ରାଜ୍ୟ ସରକାର ତିଆରି କରିଥିଲେ ?

ଉତ୍ତର- ଋଷିକେଶ

୩- ଗୋଟେ ଟଙ୍କାରେ ୧୦୦ ପଇସା ଥିବ ଏହି କଥା ଭାରତୀୟଙ୍କୁ କେବେ କୁହା ଯାଇଥିଲା ?

ଉତ୍ତର- ଏପ୍ରିଲ ୧ ୧୯୫୭

୪- ମନୁଷ୍ୟର ମସ୍ତିଷ୍କର ଓଜନ କେତେ ?

ଉତ୍ତର- ୩୫୦ଗ୍ରାମ

୫- ଗୋଟେ ଲୋକ ନିଜର ହାତ ପାଣିରେ ଧୋଇଲା କିନ୍ତୁ ତାରା ହାତ ଓଦା ହେଲା ନାହି କେମିତି କୁହ ?

ଉତ୍ତର- ନେଦରଲ୍ୟାଣ୍ଡ

୬- ଏମିତି କେଉଁ ପକ୍ଷୀ ଅଛି ଯିଏ ରାତିରେ ବୁଲିଥାଏ ?

ଉତ୍ତର- ଚମଗାଦଡ

୭- ଦୁନିଆର କେଉଁ ପଶୁ ସବୁଠାରୁ ଅଧିକ ଅଳସୁଆ ହୋଇଥାଏ ?

ଉତ୍ତର- ଗେଣ୍ଡା

୮- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ଝିଅ ଅମାନଙ୍କ ସଂଖ୍ୟା ବହୁତ କମ ?

ଉତ୍ତର- ବ୍ରାଜିଲ

୯-କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଷଣ୍ଢ ଅଟେ ?

ଉତ୍ତର- ଭିଏତ୍ନାମ

୧୦- ଏମିତି କେଉଁ ଖାଇବା ଜିନିଷ ଅଛି ଯାହା ଖରାପ ହୁଏ ନାହି ?

ଉତ୍ତର- ମହୁ

୧୧- ଏମିତି କେଉଁ ଜୀବ ଅଛି ଯାହା ପାଖରେ ବୁଦ୍ଧି ନାହି ?

ଉତ୍ତର- ଜେଲିଫିସ

୧୨- ଏମିତି କେଉଁ ଜୀବ ଅଛି ଯାହା ପାଖରେ ଫେଫଡା ନାହି ?

ଉତ୍ତର- ପିମ୍ପୁଡି

୧୩- ଏମିତି କେଉଁ ଜୀବ ଅଛି ଯିଏ କେବଳ ନିଳ ରଙ୍ଗକୁ ଦେଖିପାରେ ?

ଉତ୍ତର- ପିମ୍ପୁଡି

୧୪- ଦୁନିଆର ଏମିତି କେଉଁ ଜୀବ ଅଛି ଯାହାର ହାଡ ବଙ୍କା ତେଢା ହୋଇଥାଏ ?

ଉତ୍ତର- ସାପ

୧୫- ଭାରତର ଏକମାତ୍ର ରାଜ୍ୟ ଅଛି ଯେଉଁ ତହରେ ଗୋଟିଏ ବି ରେଳ ଷ୍ଟେସନ ନାହି ?

ଉତ୍ତର- ମେଘାଳୟ

୧୬- କେଉଁ ଦେଶରେ ଚପଲ ପିନ୍ଧି ଗାଡି ଚଳାଇଲେ ଜୋରିମାନା ଲାଗିଥାଏ ?

ଉତ୍ତର- ଆମେରିକା

୧୭- ପୁରା ଦୁନିଆର ସବୁଠାରୁ ଅଧିକ ମୋଟା ଲୋକ କିଏ ?

ଉତ୍ତର- ଜୁବନ ପେଡରୁ

୧୮- କଟହଲ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?

ଉତ୍ତର- ବାଂଲାଦେଶ

୧୯- ସବୁଠାରୁ ଅଧିକ ଫାଇଟର ଜାହାଜ କେଉଁ ଦେଶରେ ଟିଆରି ହୋଇଥାଏ ?

ଉତ୍ତର- ଆମେରିକା

୨୦- ବିଶ୍ବରେ ସବୁଠାରୁ ଶସ୍ତା ଓ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା

୨୧- କଣ ଆପଣ ଜାଣିଛନ୍ତି ରାବଣର ସ୍ତ୍ରୀର କେତୋଟି ପୁତ୍ର ଥିଲେ ?

ଉତ୍ତର- ୭ଟି

୨୨- ୨୦୨୧ରେ ସବୁଠାରୁ ବୁଦ୍ଧିମାନ ଦେଶ କାହାକୁ ମାନା ଯାଇଛି ?

ଉତ୍ତର- କାନାଡା

୨୩- ଗୋଟେ ଝିଅ ନେପାଳରେ ରହୁଛି, ତାର ବୟସ ୨୮ ବର୍ଷ ଅଟେ ଓ ତାର ମା ର ବୟସ ୨୬ ବର୍ଷ ଅଟେ କୁହ ଏହା କେମିତି ସମ୍ଭବ ହୋଇପାରେ ?

ଉତ୍ତର- କାରଣ ସେ ଝିଅର ମା ସାବତ ମା ଅଟେ

 

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *