ବାଛନ୍ତୁ ଗୋଟେ କ୍ରିଷ୍ଟାଲ ବଲ ଏବଂ ଜାଣନ୍ତୁ ନିଜ ସମସ୍ଯା ଓ ତାର ସମାଧାନ

ମଣିଷ ଜୀବନରେ ଏମିତି ବହୁତ ଘଟଣା ଘଟି ଥାଏ ଯାହା ସାମ୍ନା କରିବା ପାଇଁ ମଣିଷକୁ ବହୁତ କଷ୍ଟ ହୋଇଥାଏ । ତେବେ ଏମିତିକା ପରିସ୍ଥିତି ରେ ମଣିଷ ମନରେ କେବଳ ଗୋଟେ କଥା ଆସିଥାଏ ଯେ ଏହା ମୋର କେଉଁ ଜନ୍ମ ପାପ ର ଫଳ ଅଟେ, ତେବେ କେଉଁ ଭୁଲ ପାଇଁ ମତେ ଏହି ଦଣ୍ଡ ପ୍ରାପ୍ତ ହୋଇଛି । ଆଜି ଆମେ ଆପଣଙ୍କୁ ୩ଟି କ୍ରିଷ୍ଟାଲ ଦେଖାଇବୁ ଯାହା ଭିତରୁ ଗୋଟେ ଆପଣଙ୍କୁ ପସନ୍ଦ କରିବାକୁ ହବ ଓ ଆପଣଙ୍କ ପସନ୍ଦ କରିଥିବା କ୍ରିଷ୍ଟାଲ ଅନୁଯାଇ ଆପଣଙ୍କ ଅସୁବିଧା ଓ ଏହାର ନିବାରଣ ଦୁଇଟି ଜଣା ପଡିବ, ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

୧. ପ୍ରଥମ କ୍ରିଷ୍ଟାଲ ବଲ ଅନୁଯାଇ ଆପଣଙ୍କ ପୂର୍ବ ଜନ୍ମରେ ଆପଣ ବହୁତ ଏକୁଟିଆ ଥିଲେ ଆପଣଙ୍କ ସମ୍ପର୍କ ବହୁତ କମ ଲୋକଙ୍କ ସହ ଥିଲା ଯାହା ଫଳରେ ଆପଣ ଏହି ଜନ୍ମରେ ଏକୁଟିଆ ହବାରୁ ଡରୁଛନ୍ତି । ଆପଣଙ୍କ ଜୀବନରେ ଆପଣ ସମ୍ପର୍କକୁ ବହୁତ ମହତ୍ଵ ଦଉଛନ୍ତି, କେହି ଆପଣଙ୍କ ସହ ଖରାପ କଲେ ମଧ୍ୟ ସମ୍ପର୍କ ଭାଙ୍ଗିବା ଡରରେ ଆପଣ ସବୁ କିଛି ସାହିଯାଉଛନ୍ତି । ଆପଣ ନିଜ ଜୀବନରେ କାହାକୁ ହରେଇବାକୁ ଚାହୁଁ ନାହାନ୍ତି ତେବେ କେହି ଆପଣଙ୍କ ସହ ଯେତେ ଖରାପ କଲେ ମଧ୍ୟ ଆପଣ ତାଙ୍କୁ ବହୂତ ଭଲ ପାଉଛନ୍ତି ।

ସମାଧାନ : ଆପଣଙ୍କୁ ନିଜ ଡର ଦୂର କରି ଆପଣଙ୍କ ସମସ୍ଯା ସାମ୍ନା କରିବାକୁ ହବ ଏହା ଦ୍ଵାରା ଆପାନଙ୍କ ଜୀବନ ବଦଳିଯିବ ।

 

Image Courtesy: Google

୨. ଯେଉଁ ଲୋକ ଦ୍ଵିତୀୟ କ୍ରିଷ୍ଟାଲ ବଲ ପସନ୍ଦ କରିଛନ୍ତି ସେହି ଲୋକ ସବୁ କଥା ପାଇଁ ଅନ୍ୟ ଲୋକ ଉପରେ ନିର୍ଭର କରିଥାନ୍ତି, ଏହି ଭଳି ଲୋକଙ୍କ ମନରେ ଏହା ଥାଏ ଯେ ସେ କୌଣସି ନିଷ୍ପତ୍ତି କଲେ ବା କାହାକୁ ବିନା ପଚାରି କାମ କଲେ ତାହା ଭୁଲ ହୋଇପପାରେ ଯାହା ଫଳ ହାନିକାରକ ହବ ।

ସମାଧାନ : ଆପଣଙ୍କୁ ଫଳ ଚିନ୍ତା କରିବା ଆବଶ୍ୟକ ନୁହ, ସବୁବେଳେ ଅନ୍ୟ ଲୋକଙ୍କ କଥା ମାନି ଚାଲିଲେ ଆପଣଙ୍କ ହାନି ହୋଇଥାଏ, ଆପଣଙ୍କୁ ନିଜେ ନିଷ୍ପତ୍ତି କରିବା ଆବଶ୍ୟକ ଅଟେ ।

Image Courtesy: Google

୩. ଯେଉଁ ବ୍ୟକ୍ତିମାନେ ତୃତୀୟ କ୍ରିଷ୍ଟାଲ ପସନ୍ଦ କରିଛନ୍ତି ଏହି ଭଳି ଲୋକ ନିଜ ପୂର୍ବ ଜନ୍ମରେ ନିଜ ବହୂତ ଘନିଷ୍ଠ ଲୋକଙ୍କ ଦ୍ଵାରା ଧୋକା ପାଇଛନ୍ତି ଯାହା ଫଳ ସ୍ୱରୂପ ସେ ଏହି ଜୀବନରେ ମଧ୍ୟ କାହାକୁ ଭରସା କରି ପାରୁନାହାନ୍ତି । ତେବେ ଆପଣ ଏବେ ବି କାହାକୁ ନିଜ ମନ କଥା ଖୋଲି କହି ପାରୁ ନାହାନ୍ତି ଓ ଏମିତି କାହିଁକି ତାହା ଆପାନ ମଧ୍ୟ ଜାଣି ନଥାନ୍ତି ।

ସମାଧାନ : ଆପଣ ନିଜ ମନ ଉପରେ ଧ୍ୟାନ ରଖନ୍ତୁ ଓ କାହାକୁ ଧୋକା କରିବା ଦିଅନ୍ତୁ ନାହିଁ, ଏମିତି ପରିସ୍ଥିତି ରେ ଆପଣଙ୍କ ମନକୁ ନିଷ୍ପତ୍ତି କରିବା ପାଇଁ କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *