ଆପଣ ମାନେ ରୋହିତ ସରଦାନାଙ୍କୁ ଟିଭିରେ ଦେଖିବାକୁ ପାଇଥିବେ, ତେବେ ରୋହିତ ସରଦାନାଙ୍କ କଥା ସତ ଆଉ ଦୁବିଧା ପୂର୍ଣ ରହୁଥିଲା ତାଙ୍କ ପାଇଁ ନୁହଁ ଅନ୍ୟ ମାନଙ୍କ ପାଇଁ କଣ ଆପଣ ଏହା ଜାଣିଛନ୍ତି ଯେ ରୋହିତ ସରଦାନା ନିଜ ଜୀବନରେ ବହୁତ ସଂଘର୍ଷ କରିବା ପରେ ଏତେ ବଡ ସ୍ଥାନ ପ୍ରାପ କରିଥିଲେ । ସେ ବହୁତ ଏକ୍ସପିରିଏନ୍ସ କରିବା ପରେ ଏତେ ବଡ ସ୍ଥାନ ପାଇଥିଲେ । ରୋହିତ ସରଦାନାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ।
ତେବେ ତାଙ୍କ ପରିବାର ଓ ଦରମା ବିଷୟରେ ମଧ୍ୟ ଆଜି ଆମେ ଆପଣଙ୍କୁ କହିବୁ । ରୋହିତ ସରଦାନା ୨୨ ସେପ୍ଟେମ୍ବର, ହରିୟାଣା ର କୁରୁକ୍ଷେତ୍ର ଜାଗାରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ଜନ୍ମ କିଛି ବଡ ଘରେ ହେଇନଥିଲା ତାଙ୍କ ବାପା ମଧ୍ୟ ମଧ୍ୟମ ବର୍ଗ ଲୋକ ଥିଲେ । ରୋହିତଙ୍କ ଛୁଆ ବେଳ କୁରୁଖେତ୍ରେରେ ପାଠ ପଢୀ କ-ଟିଗଲା ଯାହା ପରେ ସେ ଅଧିକ ପାଠ ପଢିବା ପାଇଁ ଆଉ ପିଏଚଡି କରିବା ପାଇଁ ବାହାରକୁ ଯାଇଥିଲେ । ତେବେ ରୋହିତଙ୍କୁ ଆଗରୁ ନ୍ଯୁଜରେ ବହୁତ ଇଛା ଥିଲା ଯାହା ପରତେ ସେ ପ୍ରଥମେ ରେଡିଓ ଷ୍ଟେସନରେ କାମ କରୁଥିଲେ ।
ଏହା ପରେ କିଛି ବର୍ଷ ସେଠାରେ କାମ କରିବା ପରେ ସେ ଗୋଟେ ନ୍ଯୁଜ ଚେନେଲରେ କାମ କଲେ ଆଉ କ୍ରିକେଟ ନଯାନୀ ମଧ୍ୟ ତାହା ଉପରେ ଏଙ୍କରିଙ୍ଗ କରିବା ଆରମ୍ଭ କରିଥିଲେ । ଏହା ପରେ ରୋହିତଙ୍କୁ ଜି ନ୍ଯୁଜ ତରଫରୁ ଅଫର ମିଳିଲା ଆଉ ସେ ଜି ନ୍ଯୁଜରେ କାମ କରିବା ଆରମ୍ଭ କଲେ ତାଙ୍କ ଡିବେଟ ଲୋକଙ୍କୁ ଏତେ ପସନ୍ଦ ଆସିଲା ଯେ ଜି ନ୍ଯୁଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୋଟେ ସମୟ ଦେଲା ଯାହାର ନାମ ଥିଲା “ତାଲ ଠୋକ କେ” ।
ଏହି ନ୍ଯୁଜରେ ରୋହିତ ଦେଶର ଅନ୍ୟାୟନ ସମସ୍ୟା ଉପରେ ଦେଶର ବଡ ବଡ ଲୋକଙ୍କୁ ପ୍ରଶ୍ନ ପଚାରୁଥିଲେ । ତେବେ ଏହା ପରେ ତାଙ୍କୁ Aaj Tak ଦ୍ଵାରା ଡକା ହେଲା ଆଉ ସେ ଆଯ ତକରେ କାମ କରିବା ଆରମ୍ଭ କଲେ ଏଠାରେ ବି ସେ ଡିବେଟ କରିବା ଆରମ୍ଭ କଲେ ଯାହା ନା ଥିଲା ଦଙ୍ଗଲ । ତେବେ ସେହି ସମୟରେ ତାଙ୍କୁ କ-ରୋ-ନା ହେଲା ଯାହା ପରେ ତାଙ୍କୁ ହା-ର୍ଟ ଅ-ଟା-କ ଆସିଲା ଆଉ ତାଙ୍କର ନି-ଧ-ନ ହୋଇଛି ।
ତେବେ ରୋହିତଙ୍କ ସ୍ତ୍ରୀ ନାମ ପ୍ରମିଳା ଦିକ୍ଷିତ ଅଟେ, ଆଉ ତାଙ୍କର ଦୁଇଟି ଝିଅ ଅଛନ୍ତି ଯାହାକୁ ରୋହିତ ବହୁତ ଭଲ ପାଉଥିଲେ । ତେବେ କଣ ଆପଣ ଜାଣିଛନ୍ତି ରୋହିତ ଗୋଟେ ମାସରେ ୭ ଲକ୍ଷ୍ୟ ୫୦ ହଜାର ଟଙ୍କା ରୋଜଗାର କରୁଥିଲେ ।