ଆଜିକାଲି ଇଣ୍ଟର ନେଟର ଦୁନିଆରେ ବହୁତ ସାରା ବିଷୟ ବସ୍ତୁ ବିଷୟରେ ଜାଣି ହେଉଛି । କିଛି ବିଷୟ ବସ୍ତୁ କୌଣସି ଘଟଣା କୁ ନେଇ ଆଧାରିତ ରହିଛି ତ ଆଉ କିଛି ଦାର୍ଶନିକ ସ୍ଥାନ ବା କୌଣସି କମେଡି ସୋ କୁ ନେଇ ଆଧାରିତ ରହିଛି । ତେବେ ଏମିତି କିଛି ସୋସିଆଲ ପ୍ଲାଟଫର୍ମ ରେ ପ୍ରସାରିତ ହେଉଛି ଯାହାକୁ ଦେଖିଲେ ହସି ହସି ବେଦମ ହୋଯିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ଆଜିକା ଡେଟରେ ପଜି ଓ ଫ୍ରୀ ଫାୟାର ଗେମ ଦେଖିବାକୁ ପିଲା ମାନେ କେତେ ଆଗ୍ରହୀ ହେଉଛନ୍ତି । ଏହି ଦୁଇଟି ଗେମ ଆଜିକା ଡେଟରେ ଖୁବ ମସୁର ହୋଇ ପାରିଛି । ପିଲା ମାନେ ଏହି ଦୁଇଟି ଗେମ ଦେଖିବା ପାଇଁ ଏତେ ପାଗଳ ଯେ ନିଜ ପାଠ ପଢା ମଧ୍ୟ ଭୁଲି ଯାଉଛନ୍ତି । ଏମିତିକି ପିଲା ମାନେ ନିଜ ଆଖ ପାଖରେ କଣ ଘଟୁଛି ଏହି ଗେମ ଦେଖିବାରେ ସବୁ ଭୁଲି ଯାଉଛନ୍ତି ।
ଏହି ଭିଡିଓ ରେ ଗୋଟେ ପିଲା ଯିଏ ବାଥ୍ରୁମରେ ବସି ଫ୍ରୀ ଫାୟାର ଗେମ ଖେଳୁଛି । ଯାହା ଦେଖିବାକୁ ବହୁତ ମଜାଦାର ହୋଇଛି । ପିଲାଟି ଗେମରେ ଏତେ ମଜି ଯାଇଛି କି ତାର ଭିଡିଓ ଏପରି ଅବସ୍ଥା ରେ କରା ଯାଉଛି ବୋଲି ଡେରିରେ ଜାଣିଲା । ଆଜିକାଲି କ୍ୟାମେରା ଜରିଆରେ ଘରେ ବସି ଆମେ ଅନେକ କଥା କ୍ୟାପଚାର କରି ପାରୁଛୁ ।
ଏମିତି କି ଘର ବାହାରେ ଯେଉଁ ସବୁ ଘଟଣା ଘଟୁଛି ତାହା ମଧ୍ୟ କ୍ୟାମେରା ରେ ଦେଖି ପାରୁଛୁ । ଏହି ଭିଡିଓ ରେ ଜଣେ ସେକସି ଝିଅ ନିଜର ବିକିନି ଡ୍ରେସରେ ଏମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ତାଙ୍କ ପଛରେ ଥିବା ବାରୁଢ ବ୍ୟକ୍ତି ଜଣକ ପୁରା ହଜି ଯାଇଛନ୍ତି ।
ବୃଦ୍ଧ ବ୍ୟକ୍ତିଙ୍କୁ ଝିଅର ଏହି ଡ୍ୟାନ୍ସ ଏତେ ଭଲ ଲାଗିଛି ଯେ ସେ ସେଠାରୁ ଆଉ କୋଉଠିକୁ ଯାଉ ନାହନ୍ତି । ଡ୍ୟାନ୍ସ ଦେଖି ବୃଦ୍ଧ ବ୍ୟକ୍ତି ଜଣକ ଏତେ ଖୁସି ହୋଇ ଯାଉଛନ୍ତି ଯେମିତି ଆଗରୁ ସେ କେବେ ଝିଅ ଦେଖି ନାହାନ୍ତି । କିନ୍ତୁ ଯେତେବଳେ ଝିଅ ଟି ନିଜର ଡ୍ୟାନ୍ସ ବନ୍ଦ କରି ଦେଉଛି ସେହି ସମୟରେ ବୃଦ୍ଧ ବ୍ୟକ୍ତି ଜଣକ ଉଦାସ ମୁହଁ କରି ସେଠାରୁ ଚାଲି ଯାଉଛନ୍ତି । ବାସ୍ତବରେ ଏହି ଭିଡିଓ ଟି ଦେଖିବାକୁ ବହୁତ ମଜାଦାର ହୋଇଛି ।
ଆଜିକା ଡେଟରେ ପ୍ରେମକୁ କିଛି ଯୁବପିଢି ମାନେ ମଜାକ କରି ରଖିଲେଣି । ଏହି ଭିଡିଓ ରେ ପ୍ରେମିକା ରାସ୍ତା ମଝିରେ ଠିଆ ହୋଇଥିବା ବେଳେ ତାର ପ୍ରେମିକ ଗାଡିରେ ଏତେ ଜୋରରେ ଆସୁଛି ପ୍ରେମିକାକୁ କିସ କରିବା ପାଇଁ । କିନ୍ତୁ ଗାଡି ବାଲାନ୍ସ ନ କରି ପାରିବାରୁ ପ୍ରେମିକ କିସ କରିବା ବଦଳରେ ସିଧା ଯାଇ ପ୍ରେମିକା ଉପରେ ଗାଡି ସହ ପଡୁଛି ଯାହା ଦେଖିବାକୁ ବହୁତ ଫନି ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
