Interesting Gk Questions- ଜଣେ ନାରୀ ସମସ୍ତଙ୍କ ଆଗରେ ପିନ୍ଧିପାରେ କିନ୍ତୁ ସ୍ଵାମୀ ଆଗରେ ପିନ୍ଧିପାରେ ନାହି ତାହା କଣ ?

ଆପଣ ମାନେ କୌଣସି ଇଣ୍ଟରବିୟୁ ଦେବାକୁ ଯାଇଥିବେ । ଇଣ୍ଟରବିୟୁରେ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ କଷ୍ଟକର ହୋଇଥିବା ବେଳେ କିଛି ପ୍ରଶ୍ନ ସହଜ ଓ ସରଳ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ପ୍ରଶ୍ନ ଓ ଉତ୍ତରର ଖେଳ ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ସେହି ପ୍ରଶ୍ନ ଓ ଉତ୍ତର ର ରୋମାଞ୍ଚକର ଖେଳ ।

୧- କେଉଁ ପକ୍ଷୀ କେବେ ଗଛ ଉପରେ ବସେ ନାହି ?

ଉତ୍ତର- ଟିଟୋନୀ ନାମକ ପକ୍ଷୀ

୨- ବିଶ୍ଵର ସବୁଠାରୁ ବଡ ସିନେମା ହଲ କଣ ଅଟେ ?

ଉତ୍ତର- ନ୍ୟୁୟର୍କର ରେଡିଓ ସିଟି ମ୍ୟୁଜିୟମ ହଲ

୩- ଭାରତର ସବୁଠାରୁ ଅଧିକ ଚାଲିଥିବା ଫିଲ୍ମ କଣ ଥିଲା ?

ଉତ୍ତର- ରାଜା ହରିଶଚନ୍ଦ୍ର

୪- କେଉଁ ଦେଶରେ ଗୋଟିଏ ବି ଘର ନାହି ?

ଉତ୍ତର- ମାଉଣ୍ଟ ଦେଶରେ

୫- ଭାରତରେ କେଉଁ ରାଜ୍ୟରେ ବାସୁଥିବା କ୍ଷେତ ଅଧିକ ରହିଛି ?

ଉତ୍ତର- ବିହାରରେ

୬- କେଉଁ ଦେଶର ଲୋକ ମାନେ ଏସିର ଅଧିକ ବ୍ୟବହାର କରିଥାନ୍ତି ?

ଉତ୍ତର- ଆମେରିକାରେ

୭- ବିଶ୍ଵର କେଉଁ ଦେଶରେ କପଡାରେ ଖବରକାଗଜ ଚପାଜେ ?

ଉତ୍ତର- ସ୍ପେନ

୮- ଭାରତର କେଉଁ ରାଜ୍ୟରେ ଅଧିକ ପିଜା ଖାଇଥାନ୍ତି ?

ଉତ୍ତର- ଝାଡଖଣ୍ଡ

୯- ମାଛ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- ସାର୍କ ମାଛକୁ

୧୦- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଫିଜୀ ଦେଶକୁ

୧୧- ଭାରତର ସବୁଠାରୁ ମହଙ୍ଗା ଫିଲ୍ମ କଣ ?

ଉତ୍ତର- ବାହୁବଳି-୨

୧୨- କେଉଁ ପଶୁ ଅନ୍ଧାରରେ ଦେଖିପାରେ ?

ଉତ୍ତର- ଚିତା

୧୩- ବିଶ୍ଵର ସବୁଠାରୁ ତୀବ୍ର ଦୌଡୁଥିବା ମଣିଷ କିଏ ?

ଉତ୍ତର- ଉସେନ ବୋଲ୍ଟ

୧୪- ଚାହା ପିଇବା ଦ୍ଵାରା ଆମ ଶରୀରରେ କଣ ପ୍ରଭାବ ପଡିଥାଏ ?

ଉତ୍ତର- ଭୋକ କମ ଲାଗିଥାଏ

୧୫- ଭାରତରେ ସବୁଠାରୁ ଅଧିକ କେଉଁ ତେଲର ବ୍ୟବହାର କରାଯାଏ ?

ଉତ୍ତର- ସୋରିଷ ତେଲ

୧୬- ପ୍ରସାର ଭାରତୀର ସ୍ଥାପନା କେଉଁ ବର୍ଷ ହୋଇଥିଲା ?

ଉତ୍ତର- ସେପ୍ଟେମ୍ବର ୧୫ ୧୯୯୭

୧୭- ଗଛରେ ଲଗାଉଥିବା ବିଶ୍ଵର ସବୁଠାରୁ ବଡ ଫଳ କଣ ?

ଉତ୍ତର- କଟହଲ ଫଳ

୧୮- ସୁନା ତିଆରି କରିବା ସମୟରେ ସେଥିରେ କଣ ମିଶାଯାଏ ?

ଉତ୍ତର- ତମାବ

୧୯- ତାଜମହଲ ତିଆରି କରିବାକୁ କେତେ ସମୟ ଲାଗିଥିଲା ?

ଉତ୍ତର- ୨୨ ବର୍ଷ

୨୦- କେଉଁ ପଶୁ ମ-ରି-ବା ପରେ ଠିଆ ହୋଇ ରହିଥାଏ ?

ଉତ୍ତର- ବାଘ

୨୧- ଗୁଲାବ ସହର କାହାକୁ କୁହାଯାଏ ?

ଉତ୍ତର- ଚଣ୍ଡିଗଡ

୨୨- କେଉଁ ଦେଶରେ ସବୁଠାରୁ ଅଧିକ ଫିଲ୍ମ କରାଯାଏ ?

ଉତ୍ତର- ଭାରତ

୨୩- ସବୁଠାରୁ ବଡ ସାପର ନାଁ କଣ ?

ଉତ୍ତର- ପାଇଥନ

୨୪- ଜଣେ ନାରୀ ସମସ୍ତଙ୍କ ଆଗରେ ପିନ୍ଧିପାରେ କିନ୍ତୁ ନିଜ ସ୍ଵାମୀ ଆଗରେ ପିନ୍ଧି ପାରେ ନାହି ତାହା କଣ ?

ଉତ୍ତର- ଧଳା ଶାଢୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *