ଏହାକୁ ରଖିବା ଦ୍ଵାରା ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବ, ଘରେ ପସିବାର ସାହସ ମଧ୍ୟ କରିବେ ନାହିଁ

ଆଜି ଆମେ ଆପଣଙ୍କୁ ଗୋଟେ ଆୟୁର ବେଦିକ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ଵାରା ମୂଷାକୁ ଆପଣ ଘରୁ ବାହାର କରି ପାରିବେ । ମୂଷାକୁ ନକାରାତ୍ମକ ଊର୍ଜା ବା ଶକ୍ତିର ସଂକେତ କୁହାଯାଏ ଏବଂ ଯେଉଁ ଘରେ ମୂଷା ବାସ କରନ୍ତି ସେହି ଘର ଲୋକଙ୍କର ନୈତିକ ଏବଂ ଭୌତିକ ବିକାଶ ହୋଇନଥାଏ । ମୂଷା ଘରେ ମଇଳା ଏବଂ ଦରିଦ୍ରାତାକୁ ଜନ୍ମ ଦେଇଥାନ୍ତି ଯାହା କାରଣରୁ ଘରେ ଦରିଦ୍ରତା ଆସିଥାଏ ଏବଂ ସେହି ଘର ଲୋକଙ୍କର ଉନ୍ନତି ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମୂଷାକୁ ଘରୁ ବାହାର କରି ପାରିବେ ।

Image Courtesy: Google

ତେବେ ଆପଣ ମାନଙ୍କ ସମସ୍ତଙ୍କ ଘରେ ଲଙ୍କା ପାଉଡର ଥିବ, ଆଜି ଆମେ ଆପଣଙ୍କୁ ଲଙ୍କା ପାଉଡର ଏମିତି ଗୋଟେ ଉପାୟ କହିବୁ ଯାହା ଆପଣ ଆଗରୁ କେବେ ଶୁଣି ନଥିବେ,ତେବେ କିଛି ଶୁଖିଲା ଅଟାରେ ଲଙ୍କା ପାଉଡର ଗୋଳେଇ ଦିଅନ୍ତୁ ଏହା ପରେ ଏହି ମିଶ୍ରଣକୁ ମୂଷା ଯାଉଥିବା ବା ଆସୁଥିବା ଜାଗାରେ ରଖି ଦିଅନ୍ତୁ, ମୂଷା ମାନଙ୍କର ସୁଙ୍ଘିବା ଶକ୍ତି ଅଧିକ ଥାଏ ତେବେ ଏହି ମିଶ୍ରଣକୁ ସୁନିଘିବା ପରେ ମୂଷା ପୀଡା ପାଇଥାନ୍ତି ଓ ଆପଣଙ୍କ ଘର ଛାଡି ପଳାନ୍ତି ତେବେ ଛୁଆଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖନ୍ତୁ ।

Image Courtesy: Google

ସମସ୍ତଙ୍କ ଘରେ ମୂଷା ରହିବା ସ୍ଵଭାବିକ ଅଟେ, ତେବେ ମୂଷା ଦ୍ଵାରା ବହୁତ ଅସୁବିଧା ମଧ୍ୟ ହୋଇଥାଏ ସେଥିପାଇଁ ଲୋକ ମୂଷା ମରା ଔଷଧ ଆଣି ଘରେ ରଖନ୍ତି, ମୂଷାଙ୍କ ଘରେ ରହିଲେ ସବୁ ଜିନିଷ ଅସନା ହୋଇଥାଏ ଏହା ଦ୍ଵାରା ବହୁତ କିଛି ଅସୁବିଧା ହୋଇଥାଏ ଏବଂ ମୂଷା ସବୁ ଜିନିଷ ନଷ୍ଟ କରିଥାନ୍ତି । ମୂଷା ଏମିତି ଗୋଟେ ଜନ୍ତୁ ଯାହା ସବୁ ଜିନିଷ କାମୁଡି ନଷ୍ଟ କରି ଦିଅନ୍ତି ଏବଂ ଏହି ଜନ୍ତୁ ସବୁ ଖାଦ୍ୟରେ ମୂହ ଲଗେଇ ଥାନ୍ତି ସେଥିପାଇଁ ଅସୁବିଧା ଏବଂ ବହୁତ ପ୍ରକାର ରୋଗ ହୋଇଥାଏ ।

Image Courtesy: Google

ମୂଷା ଦ୍ଵାରା ବହୁତ ପ୍ରକାର ରୋଗ ହୋଇଥାଏ ସେଥିପାଇଁ ଘରେ ମୂଷା ରଖିବା ଉଚିତ ନୁହ ଏହାକୁ ଘରୁ ବାହାର ରଖନ୍ତୁ । ଅଟାରେ ଲଙ୍କା ଗୁଣ୍ଡ ପକାଇ ଏହାର ଗୁଲା କରି ଘରେ ସବୁ ଆଡେ ରଖି ଦିଅନ୍ତୁ ଓ ଘର ଭିତରେ କୌଣସି ପ୍ରକାର ପାଣିଜାଗା ଖୋଲା ରଖନ୍ତୁ ନାହିଁ, ତେବେ ପାଣି ପାଇଁ ମୂଷା ବାହାରକୁ ଯିବ ଓ କେବେ ଫେରିବ ନାହିଁ ସେଥିପାଇଁ ଥରେ ଏହି ଉପାୟ ନିଜ ଘରେ କରି ଦେଖନ୍ତୁ ମୂଷା ଘର ଛାଡି ପଳାଇବ ।

Leave a Reply

Your email address will not be published. Required fields are marked *