ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ପ୍ରଶ୍ନ କଠିନ ହୋଇଥିଲେ ମଧ୍ୟ ଏହାର ଉତ୍ତର ବହୁତ ସହଜ ଓ ସରଳ ଅଟେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧ – ବଳଦେବ ଜୀଉ ମନ୍ଦିର ମୁଖଶାଳା ପାଖରେ କେତୋଟି ପାହାଚ ଅଛି ?
ଉତ୍ତର- ୭ଟି
୨- କେଉଁ ଗଛରେ ସର୍ବାଧିକ ଅମ୍ଳଜାନ ଥାଏ ?
ଉତ୍ତର- ଓସ୍ତ
୩- ଗୋଟିଏ ଶିଙ୍ଗ ଥିବା ଗନ୍ଦା କେଉଁଠାରେ ସର୍ବାଧିକ ଦେଖିବାକୁ ମିଳିଥାଏ ?
ଉତ୍ତର- ଆସାମ
୪- ଭାରତରେ କେଉଁ ପଶୁକୁ କ୍ରୟ ବିକ୍ରୟ କରିବା ଅପରାଧ ଅଟେ ?
ଉତ୍ତର- ସିଂହ
୫- ବିଶ୍ବରେ ସର୍ବ ପ୍ରଥମେ ATM ବ୍ୟବହାର କେବେ ହୋଇଥିଲା ?
ଉତ୍ତର- ୧୯୬୯
୬- ଆନାକୋଣ୍ଡା ସାପର ଓଜନ କେତେ ହୋଇଥାଏ ?
ଉତ୍ତର- ୨୫୦
୭- କେଉଁ ପଶୁର ଲମ୍ବା ଲାଞ୍ଜ ଅଛି ?
ଉତ୍ତର- ଜିରାଫ
୮- ଚାରମିନାର କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ହାଇଦ୍ରାବାଦ
୯- ଭାରତର କେଉଁ ରାଜ୍ୟ ରେ ସର୍ବଧିକ ବର୍ଷା ହୋଇଥାଏ ?
ଉତ୍ତର- ମେଘାଳୟ
୧୦- ଓଡିଶାର ପ୍ରଥମ ମହିଳା ଆଦିବାସୀ ମନ୍ତ୍ରୀ କିଏ ଥିଲେ ?
ଉତ୍ତର- ସରସ୍ଵତୀ ହେମ୍ବ୍ରାମ
୧୧- ଓଡିଶାର ପ୍ରଥମ ବାରିଷ୍ଟର ମହିଳା କିଏ ?
ଉତ୍ତର- ଊର୍ମିବାଳା ରାଏ
୧୨- ଜନସଂଖ୍ୟା ଅନୁସାରେ କେଉଁ ଦେଶ ସବୁଠାରୁ ବଡ ?
ଉତ୍ତର- ଚୀନ
୧୩- ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ କିଏ ?
ଉତ୍ତର- ବସନ୍ତ ମଞ୍ଜରିଦେବୀ
୧୪- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର- ଆଲାହବାଦ
୧୫- ସ୍ଵାମୀ ତା ସ୍ତ୍ରୀ ର କଣ ଦେଖିପାରେ ନାହି ?
ଉତ୍ତର- ବିଧବା ବେଶ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।