ଗୋଟିଏ ମା’ କୋଳରୁ ଜନ୍ମ ହୋଇ ବାହାହେଲେ ଭାଇ ଭଉଣୀ, କାରଣ ଜାଣି ଆପଣଙ୍କ ପାଦତଳୁ ଖସିଯିବ ମାଟି

ଭାଇ ଓ ଭଉଣୀର ସମ୍ପର୍କ ଏହି ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ଅଟେ । ସ୍ଵାମୀ ସ୍ତ୍ରୀର ସମ୍ପର୍କ ପରେ ଏହି ସମ୍ପର୍କକୁ ପବିତ୍ର ବୋଲି କୁହାଯାଏ । ଯେତେବେଳେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ତେବେ ଭାଇ ତାହାର ସୁରକ୍ଷା କରିବାର ପ୍ରତିଶ୍ରୁତି ତାକୁ ଦେଇଥାଏ । ଏତିକି ନୁହେଁ ଭଉଣୀକୁ ମା ବୋଲି ବି ବିବେଚିତ କରାଯାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହା ବିଷୟରେ ଆପଣମାନେ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ ଗୋଟିଏ ପରିବାର ସମ୍ପର୍କରେ ଭାଇ ଭଉଣୀ ବାହା ହେବାକୁ ଯାଉଛନ୍ତି । ଉତ୍ତର ପ୍ରଦେଶର ମହମ୍ମଦୀ ଗାଁର ଏକ ପରିବାରରେ ଏହିଭଳି ଘଟଣା ଘଟିଛି । ଏହି ପରିବାରରେ ବାପା, ମା, ୪ ଭଉଣୀ ଓ ଛୋଟ ଭାଇ ରୁହନ୍ତି । ବହୁତ ହସ ଖୁସିରେ ଏମାନେ ନିଜର ଦିନ କାଟୁଥିଲେ ।

କିନ୍ତୁ ବର୍ତ୍ତମାନ ଏକ ଏମିତି ଘଟଣା ଘଟି ଯାଇଛି ତାଙ୍କ ପରିବାରରେ କି ସେମାନେ ବର୍ତ୍ତମାନ ଆଖି ଉଠେଇ କାହାକୁ ଦେଖି ବି ପାରୁ ନାହାନ୍ତି । ଲୋକମାନଙ୍କ ନିନ୍ଦା ଅପମାନ ସହି ଚାଲିଛନ୍ତି ଏହି ପରିବାର । କହିଦେଉଛୁ କି ଏହି ପରିବାରର ୪ ଝିଅ ମଧ୍ୟରୁ ଦୁଇ ଝିଅ ବିବାହ କରି ସାରିଛନ୍ତି । ଅନ୍ୟ ଦୁଇ ଜଣ ଭଉଣୀମାନଙ୍କ ମଧ୍ୟରେ ଜଣେ ନିଜର +୩ ଶିକ୍ଷା ସମାପ୍ତ କରିସାରିଛି ଓ ଆଉ ଜଣେ + ୨ ପରୀକ୍ଷା ।

କିନ୍ତୁ ଏହା ମଧ୍ୟରେ ଏହି ପରିବାରର ସାନ ପୁଅ ଓ ଯିଏକି ଏହି ଚାରି ଭଉଣୀଙ୍କ ମଧ୍ୟରୁ ଗୋଟିଏ ଭାଇ ସେ ନିଜ ଉପରର ଭଉଣୀ ଅର୍ଥାତ ଯିଏ +୨ ପରୀକ୍ଷା ଦେଇଛି ତାହା ସହ ପ୍ରେମ ସମ୍ପର୍କ ରଖିଲା । ଯାହା ବିଷୟରେ ତାଙ୍କର ଘର ଲୋକମାନେ ବି ଜାଣି ପାରି ନାହାନ୍ତି । ଘର ଲୋକମାନେ ଚିନ୍ତା କରୁଛନ୍ତି କି ଏମାନେ ଭାଇ ଭଉଣୀ ହିସାବରେ ପରସ୍ପରକୁ ଭଲ ପାଉଛନ୍ତି । କିନ୍ତୁ କେହି ଜାଣି ବି ନ ଥିଲେ କି ଏମାନଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ନାହିଁ ଅଥବା ପ୍ରେମର ସମ୍ପର୍କ ଅଛି ।

ଏମାନଙ୍କର ପ୍ରେମ ସମ୍ପର୍କ ବହୁତ ଆଗକୁ ବି ବଢି ଯାଇଥିଲା । ଶେଷରେ ଚିନ୍ତା କରିଲେ କି ଯଦି ଆମେ ଆମର ପ୍ରେମ ସମ୍ପର୍କ ବିଷୟରେ ଘରେ କହିବୁ ତେବେ ଘରେ କେହି ବି ରାଜି ହେବେ ନାହିଁ ଓ ସେମାନେ ଆମ ବିରୁଦ୍ଧରେ ଯିବେ । ଏମିତିରେ ଦିନେ ସେମାନେ ରାତିରେ ଲୁଚି ଛପି ମନ୍ଦିରକୁ ଯାଇ ବାହା ହୋଇ ଗଲେ ଓ ପୁଣି ଘରକୁ ଫେରି ଆସିଲେ । ଏହି ସମସ୍ତ କଥା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କ ଘର ଲୋକମାନେ କିଛି ବି ଜାଣି ନ ଥିଲେ ।

କିଛି ଦିନ ପରେ ଏମାନେ ସମାଜର ଡର ଓ ଘର ଲୋକମାନଙ୍କ ଡର କାରଣରୁ ଓ ଏହା ସହ ସ୍ଵାମୀ ସ୍ତ୍ରୀ ରୂପରେ ରହିବା ପାଇଁ ଦିନେ ପୁଣି ଥରେ ଘରୁ ଲୁଚି ଚାଲି ଯାଉଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଆଉ ଜଣେ ଭଉଣୀ ତାଙ୍କୁ ଦେଖି ଦେଲେ ଓ ବାପା ମାଙ୍କୁ କହିଦେଲେ । ମାତା ପିତାଙ୍କୁ ସନ୍ଦେହ ହେବାରେ ସେମାନେ ପୋଲିସ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ଏମାନଙ୍କୁ ଧରି ବହୁତ ଜେରା କରିବା ପରେ ଶେଷରେ ଏମାନେ ସବୁ ସତ କଥା କହିଦେଲେ ।

ଶେଷରେ ପରିବାର ଓ ଗାଁ ଲୋକମାନେ ବି ଏହା ବିଷୟରେ ଜାଣି ପାରିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି କି ପୁଅ ଜେଲରେ ଅଛି ଓ ଝିଅ ଘରେ ଅଛି । ଏହି ଘଟଣା ପରେ ପରିବାରର ସବୁ ସଦସ୍ୟ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *