Govinda Sahuଙ୍କ ଦୁର୍ନୀତି ପରେ ମହଲିଙ୍ଗ ସାଇନ୍ସ କଲେଜର ଷ୍ଟୁଡେଣ୍ଟଙ୍କ ପିତାମାତା ଚାହୁଁଛନ୍ତି ଟ୍ରାନ୍ସଫର, ଦେଖନ୍ତୁ Video କଣ କହୁଛନ୍ତି Parents

ମମିତା ମେହର କେ-ସ ବର୍ତ୍ତମାନ ପାଖାପାଖି ସମାଧାନ ହୋଇ ସାରିଛି ଓ ମୁଖ୍ୟ ଅ-ଭ-ଯୁ-କ୍ତ ଗୋବିନ୍ଦ ସାହୁକୁ ବି ପୋ-ଲି-ସ ଗି-ର-ଫ କରି ସାରିଛି । କିନ୍ତୁ ଗୋବିନ୍ଦ ସାହୁର ଏହିଭଳି କାର୍ଯ୍ୟ ପରେ ସ୍କୁଲ ଓ କଲେଜ ଉପରେ ବହୁତ ପ୍ରଭାବ ପଡିଛି । କିଛି ଅଭିଭାବକମାନେ କଲେଜ ଆସି ନିଜର ଝିଅ ଓ ପୁଅକୁ ଅନ୍ୟ କଲେଜକୁ ସ୍ଥାନାନ୍ତରିତ କରି ନେଇ ଯାଉଛନ୍ତି । ଯାହାକି କଲେଜ ପାଇଁ ବହୁତ ବଡ କ୍ଷ-ତି ଅଟେ ।

ମହାଲିଙ୍ଗ କଲେଜରେ ଗତ କିଛି ଦିନ ହେବ ଅଭିଭାବକମାନଙ୍କ ଲାଇନ ଲାଗି ରହିଥିଲା ଓ ଆଜି ବି ଲାଇନ ଲାଗିଛି । ସମସ୍ତେ ସାର୍ଟିଫିକେଟ ନେବା ପାଇଁ ଚାହୁଁଛନ୍ତି ଓ ସେଥିପାଇଁ ସମସ୍ତେ ଲାଇନ ଲଗାଇ ଆପ୍ଳାଏ ମଧ୍ୟ କରୁଛନ୍ତି ।

ଏହା ପରେ ଯେତେବେଳେ ଜଣେ ଅଭିଭାକକୁ ଏହା ବିଷୟରେ ପ୍ରଶ୍ନ କରାଗଲା । ମହିଳା ଜଣକ ଅନୁସାରେ ସେ ଏହି ବର୍ଷ ହିଁ ନିଜ ଝିଅର ଏହି କଲେଜରେ ଆଡମିସନ କରିଥିଲେ ଓ ଏହି ବର୍ଷ ହିଁ ସେ ତାଙ୍କୁ ଆଉ ଗୋଟିଏ କଲେଜକୁ ନେଇ ଯାଉଛନ୍ତି । କହିବାକୁ ଗଲେ ଏହି କା-ର-ନା-ମା- ପରେ ସବୁ ଅଭିଭାକମାନେ ଅଳ୍ପ ଭ-ୟ-ଭୀ-ତ ହେଉଛନ୍ତି । ସେଥିପାଇଁ ସେମାନେ ନିଜର ପୁଅ ଓ ଝିଅକୁ ଏହି କଲେଜରୁ ନେଇ ଯାଉଛନ୍ତି ।

ଏହା ପରେ ଯେତେବେଳ ଏହି କଲେଜର ଜଣେ ଛାତ୍ରୀକୁ ଏହା ବିଷୟରେ ପ୍ରଶ୍ନ କରାଗଲା ସେ କାହିଁକି ଏହି କଲେଜକୁ ଆସିଛନ୍ତି । ଏହାର ଜବାବରେ ସେ କହିଲେ କି ସେ ଏହି କଲେଜରୁ ଟି-ସି ନେବାକୁ ଆସିଛନ୍ତି ।

ଏହାର କାରଣ ବିଷୟରେ ପଚାରିବାରୁ ସେ କହିଲେ କି ସେ ଏହି କଲେଜରେ ପଢିବାକୁ ଚାହୁଁ ନାହାନ୍ତି । ଏହା ପରେ ସେ ଆଗକୁ କହିଲେ କି କଲେଜ ଭଲ ନୁହେଁ । ସମସ୍ତେ କହୁଛନ୍ତି କି କଲେଜ ଭଲ ନୁହେଁ । ସେଥିପାଇଁ ସେ ଟି-ସି ନେଉଛନ୍ତି ।

କହିଦେଉଛୁ କି ଛାତ୍ରୀ ଜଣକ ଏହି ବର୍ଷ + ୨ ଆଡମିସନ ନେଇ ଥିଲେ । ସବୁଠୁ ବଡ କଥା ହେଉଛି କିଛି ଦିନ ତଳେ ଆଡମିସନ କରିଥିଲେ ଓ ଆଜି ଟିସି ନେବାକୁ ଆସୁଛନ୍ତି । କହିବାକୁ ଗଲେ ଏହା ସ୍ପଷ୍ଟ ହୋଇଯାଉଛି କି ଗୋବିନ୍ଦ ସାହୁର ଏହିଭଳି କାମ ପରେ ଅଭିଭାବକମାନେ ନିଜର ଝିଅ ଓ ପୁଅକୁ ଏହି କଲଜେରେ ପଢାଇବା ପାଇଁ ଭ-ୟ କରୁଛନ୍ତି । ସେଥିପାଇଁ ସେମାନେ ଏହି କଲେଜରୁ ଅନ୍ୟ କଲେଜକୁ ସ୍ଥାନାନ୍ତରିତ କରିବାକୁ ଚାହୁଁଛନ୍ତି । କହିବାକୁ ଗଲେ ଏହି କାରଣ କଲେଜକୁ ଏକ ପ୍ରକାରର ବ-ଦ-ନା-ମ କରି ଦେଇଛି ।

Leave a Reply

Your email address will not be published. Required fields are marked *