ନିଜ ରାଶି ଅନୁସାରେ ଜାଣନ୍ତୁ ଗ୍ରହଣ ସମୟରେ କଣ କରିବେ ଉପାୟ ?

ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ । ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ । ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ସ୍ପଟିକମାଳା କିମ୍ବା  ରୁଦ୍ରାକ୍ଷମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ  ସୌଭାଗ୍ୟ ପ୍ରାପ୍ତିହେବ । ଗ୍ରହଣ ପ୍ରଭାବରେ ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ରାଶିର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତିହେବ । ମିଥୁନ, କନ୍ୟା, କୁମ୍ଭ, ମୀନ ରାଶିମାନଙ୍କର ଅଶୁଭ ଫଳ ଭୋଗ ହେଉଥିବାରୁ ଯଥାବିଧି ପ୍ରତିକାର କରେଇ ନବା ଉଚିତ୍ ।

ମେଷ-

ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ।

ବୃଷ-

ଓଁ ଐଂ ହ୍ରୀଂ ସୋମାୟ ନମଃ।

ମିଥୁନ-

ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ।

କର୍କଟ-

ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ।

ସିଂହ-

ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ।

କନ୍ୟା-

ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ।

ତୁଳା-

ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ।

ବିଛା-

ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ।

ଧନୁ-

ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ।

ମକର-

ଓଁ ଐଂ ହ୍ରୀଂ ନିଶାକରାୟ ନମଃ।

କୁମ୍ଭ-

ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ।

ମୀନ-

ଓଁ ହ୍ରୀଂ ଐଂ ହ୍ରୀଂ ଚନ୍ଦ୍ରମାୟନମଃ।

ବିଶେଷତଃ:- ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *