ଗୁଆ ଦ୍ଵାରା କରନ୍ତୁ ବାସ ଏହି ଛୋଟ ଉପାୟ, ରାତାରାତି ହୋଇଯିବେ କିଟୋପତି

ଗୁଆର ପ୍ରୟୋଗ ଲୋକ ଖାଇବାରେ ଓ ପୂଜାରେ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଗୁଆ ବିଗିଡି ଥିବା କାମ ବି ସଜାଡି ଥାଏ । ଲାଲ କିତାବରେ ଗୁଆର ଉପାୟ ବିଷୟରେ କୁହାଯାଇଛି । କୁହାଯାଏକି ଏହାକୁ ବ୍ୟବହାର କାଲେ ସବୁ କାମ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଗୁଆର କିଛି ଉପାୟ ବିଷୟରେ କହିବୁ ଯାହାକୁ କରିଲେ ଆପଣଙ୍କ ଧନର ଅଭାବ ମଧ୍ୟ ଦୂର ହେବ ।

ପୁରା ହୋଇଥାଏ ଗୁଆରେ ଏହିସବୁ କାମ :-

Image Courtesy: Google

କୁହାଯାଏକି ଗୁଆର ଉପାଯରେ ରହିଯାଇଥିବା କାର୍ଯ୍ୟ ପୁରା ହୋଇଥାଏ, ବିବାହରେ ଆସୁଥିବା ଅସୁବିଧାକୁ ଦୂର କରିବା ଓ ବ୍ୟାପାରରେ ସଫଳ ହେବା ପାଇଁ କରାଯାଏ । ଯଦି ଆପଣଙ୍କର କିଛି କାମରେ ପ୍ରତିବନ୍ଧକ ଆସୁଛି ପାନ ପତ୍ରର ଉପରେ ସିନ୍ଦୁର ଓ ଘିଅରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ । ଏହା ପରେ ଗୋଟେ ଗୁଆ ନିଅ ଓ ସେଥିରେ ରକ୍ଷା ସୂତ୍ର ପାନ ପତ୍ର ଉପରେ ରଖିକି ପୂଜା କରନ୍ତୁ । କୁହାଯାଏକି ଏଥିରେ ସବୁ ଅସୁବିଧା ଦୂର ହୋଇଥାଏ ।

ଧନ ସମ୍ବନ୍ଧିତ କମି ଥିଲେ ଏହି ଉପାୟ କରନ୍ତୁ :-

Image Courtesy: Google

ଯଦି ବ୍ୟାପାର ସମ୍ବନ୍ଧିତ କିଛି ସମସ୍ଯା ଆସୁଛି ତ ଶନିବାର ରାତିରେ କୌଣସି ବାରଗଛର ପୂଜା କରି ସେଠାରେ ଗୋଟେ ୧ ଟଙ୍କା  ଓ ଗୋଟେ ଗୁଆ ରଖନ୍ତୁ । ଏହାପରେ ତା ପରଦିନ ଯାଇ ସେଇ ଗଚରୁ ଗୋଟେ ପାତ୍ର ଛିଣ୍ଡାଅ ଓ ସେପତ୍ରରେ ସିକ୍କା ଓ ଗୁଆ ରଖି ଲାଲ ରଙ୍ଗ ସୂତାରେ ବାନ୍ଧି ନିଜ ପଇସା ବାକ୍ସରେ ରାଖୀ ଦିଅନ୍ତୁ । କୁହାଯାଏକି ଏମିତି କରିବା ଦ୍ଵାରା ବ୍ୟାପାରରେ ଉନ୍ନତି ହୋଇଥାଏ ।

ବିଗିଡି ଯାଇଥିବା କାମ ଏଥିରେ ହୋଇଥାଏ :-

Image Courtesy: Google

ଆପଣଙ୍କ କାମ ବହୁତ ଚେଷ୍ଟା ପରେବି ହେଉନି ନିଜ ପରସରେ ଦୁଇଟି ଲବଙ୍ଗ ଓ ଗୁଆ ରଖନ୍ତୁ । ଏହା ପରେ ଯେବେ କାମରେ ଯିବେତ ଲବଙ୍ଗକୁ ଖାଇଦେବେ ଓ ଗୁଆକୁ କୌଣସି ମନ୍ଦିରରେ ରଖିବେ । ଏଥିରେ କାର୍ଯ୍ୟରେ ଆସୁଥିବା ବାଧା ଜଲ୍ଦି ଦୂର ହୋଇଥାଏ । ଏହାଛଡା ଯଦି ବିବାହରେ ଅସୁବିଧା ଆସୁଛି ଗୁଆରେ ଟିକେ ଅଭୀର ଲଗାଇ ଚାନ୍ଦିର ଡିବାରେ ରଖନ୍ତୁ ଓ ପୁର୍ଣିମା ରାତିରେ ଘରର ପୂଜା ସ୍ଥାନରେ ସ୍ଥାପିତ କରନ୍ତୁ । ଏଥିରେ ବିବାହରେ ଆସୁଥିବା ଅସୁବିଧା ଦୂର ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *