7 ଦିନ ଖାଲି ପେଟରେ ଗୁଡ ଖାଇ ଗରମ ପାଣି ପିଇବାର ଆଶ୍ଚର୍ଯ୍ୟ କରିଦେଲା ଫାଇଦା ଜାଣି ଇଡିଯିବ ହୋସ

ଆପଣ ମାନେ ଜାଣିଥିବେ ଆମେ ଯଦି ପ୍ରତ୍ୟକ ଦିନ ଗୁଡ ଖାଇଥାଊ ତେବେ ଆମର ଆଣ୍ଠୁ ଗଣ୍ଠି ଓ କ୍ୟାଲସିୟମ ଜନିତ ରୋଗ କିଛି ଦେଖାଯାଏ ନାହିଁ । ଯଦି ଆମେ ଗୁଡ ପରିବର୍ତେ ଚିନୀ ଖାଉ ଏହା ଆମ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ ହୋଇଥାଏ । ଚିନି ଖାଇବା ଦ୍ଵାରା ଆମର ଏସିଡ ହୋଇଥାଏ । ବହୁତ ପୁରୁଣା କାଳରୁ ଲୋକମାନେ ଏହାକୁ ଏକ ଔଷଧୀୟ ରୂପରେ ବ୍ୟବହାର କରୁଛନ୍ତି ।

ଏହାଛଡା ଗୁଡକୁ ଅମୃତ ରୂପରେ ମାନିଥାଉ । କିନ୍ତୁ ଯଦି ଆମେ ଚିନି ଖାଉ ତେବେ ଆମର ଶରୀର ମୋଟା ହୋଇଯାଏ ଓ ବିଭିନ୍ନ ରୋଗ ଦେଖାଯାଏ । ଯଦି ଆପଣ ସକାଳୁ ଉଠି ଆପଣ କମ ମାତ୍ରାରେ ଗୁଡ ଖାଇ ଓ ଏହାପରେ ଆପଣ ଉଷୁମ ପାଣି ପିଉଛନ୍ତି ତେବେ ନିଜ ଶରୀର ଭିତରେ ୮୦ ଶତକଡା ରୋଗ ମନକୁ ଭଲ ହୋଇଯିବ ।

ଏହାଛଡା ଯଦି ଆପଣ ଖାଲି ପେଟରେ ଗୁଡ ଖାଉଛନ୍ତି ଓ ପାଣି ପିଉଛନ୍ତି ତେବେ ଗ୍ୟାସ, ପେଟ ଦରଜ ଭଳି କିଛି ସମସ୍ୟା ଦୂରେଇ ଯିବ । ଯଦି ଆପଣଙ୍କର ବହୁତ ଦିନ ପୂର୍ବରୁ କଫ ଜମି ଅଛି ନିଜ ଭିତରେ ସେଇଟା କେବେ ହେଲେ ଭଲ ହେଉ ନାହିଁ ତେବେ ଆପଣ ଏହାକୁ ଖାଇ ଆପଣଙ୍କର କଫ ଦୂର କରି ପାରିବେ । ଯଦି ଆପଣଙ୍କର ଆସ୍ଥାମା ବା ନିମୋନିଆ ଅଛି ତେବେ ଏହାକୁ ଖାଇ ମଧ୍ୟ କମାଇ ପାରିବେ ।

ଯେଉଁ ଲୋକ ମାନେ ଏନିମିଆ ରୋଗରେ ପୀଡିତ ଆଛନ୍ତି ସେମାନେ ମଧ୍ୟ ଏହି ଗୁଡକୁ ଖାଇ ଏହି ରୋଗରୁ ମୁକ୍ତି ପାଇ ପାରିବେ । କହିବାକୁ ଗଲେ ଏହି ଗୁଡ ମହିଳା ମାନଙ୍କ ପାଇଁ ବହୁତ ଭଲ ଅଟେ । ଏହା ଖାଇବା ଫଳରେ ଆମ ଶରୀର ଭିତରେ ଥିବା ଟକସିନ ସବୁ ବାହାରକୁ ବାହିଯିବା ସହିତ ଆମ ଶରୀରରେ ଥିବା ଖରାପ ରକ୍ତକୁ ମଧ୍ୟ ବାହାରକୁ ବାହାର କରିଥାଏ ।

ଏହି ରକ୍ତ ରହି ଆମ ଶରୀର ବହୁତ ଖରାପ କରିଥାଏ ଓ ଆମର ଚର୍ମକୁ ମଧ୍ୟ ଖରାପ କରିଥାଏ । ଆମେ ଯଦି ପ୍ରତିଦିନ ଗୁଡ ଖାଇବା ତେବେ ଆମ ଶରୀରରେ ଥିବା ମେଟାବୋଲିଜିମ ମଧ୍ୟ ବହୁତ ଭଲ ରହିଥାଏ । ଏହାକୁ ଆମେ ଖାଇବା ଫଳରେ ଆମ ଖାଦ୍ୟ ବହଳ ଭାବରେ ହଜମ ହେବା ସହିତ ଖାଦ୍ୟକୁ କେବେ ହେଲେ ପଚାଇବାକୁ ଦିଏ ନାହିଁ ।

ଯଦି ଆପଣ ଖାଇ ସାରିବା ପରେ ବା ଖାଲ ପେଟରେ ଏହାକୁ ଆପଣ ଖାଉଛନ୍ତି ତେବେ ପେଟ ଥଣ୍ଡା ରହିବା ସହିତ ଯଦି ଗ୍ୟାସ ହେଉଥିବା ତେବେ ଏହା ବହୁତ ଶୀଘ୍ର ଭଲ ହୋଇଯିବ ।  ଗୁଡାରେ ଥିବା ପୋଟାସିୟମ ଆମର ହେଉଥିବା ଉଚ ରକ୍ତ ଚାପକୁ କନ୍ଟ୍ରୋଲ କରି ରଖିଥାଏ । ଯଦି ଆପଣଙ୍କୁ ନିଦ କମ ହେଉଛି ବା ଶୋଇବା ପାଇଁ ଔଷଧ ଖାଇବାକୁ ପଡୁଛି ତେବେ ଗୋଟିଏ ଗ୍ଳାସ କ୍ଷୀର ଗରମ କରି ସେଥିରେ ଟିକେ ଗୁଡ ପକାଇ ପିଆନ୍ତୁ ।

ଏପରି ବହୁତ ଲୋକ ଅଛନ୍ତି ଯାହାଙ୍କର ଅଣ୍ଟା ଦରଜ ଓ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ । ସେମାନେ ଏହାକୁ ଅଳ୍ପ ଟିକେ ଓ ଆଊ ଟିକେ ସୁଣ୍ଠି ଆଣନ୍ତୁ ଏହାପରେ ଆପଣ ଟିକେ ପାଣି ପିଅନ୍ତୁ । ଏହା କରିବା ଦ୍ଵାରା ବହୁତ ଶୀଘ୍ର କମିଯାଏ । ଯଦି ଆପଣଙ୍କୁ ଅଳସୁଆ ଲାଗୁଛି ବା ବହୁତ କମଜୋର ଲାଗୁଛି ତେବେ ଆପଣ ସକାଳୁ ଉଠି ଖାଲି ପେଟରେ ଗୁଡ କ୍ଷାନ୍ତୁ ଓ ଏହାପରେ ପାଣି ପିଅନ୍ତୁ ଦେଖିବେ ବହୁତ ଶୀଘ୍ର ବହୁତ ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *