ଓଡିଆ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ଗୁଡୁ ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଜବରଦସ୍ତ ଡ୍ୟାନ୍ସ , Video ହେଉଛି ଭାଇରାଲ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ହାସ୍ୟ ଅଭିନେତା ଭାବେ ପରିଚିତ ଅଟନ୍ତି । ଓଡିଆ ଜଗତରେ ଅନେକ କଳାକାର ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନିଜ ଲାଇଫରେ ବେଶ ହସ ଖୁସିରେ ସମୟ ଅତିବାହୀତ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ କିପରି ତାଙ୍କ ସ୍ତ୍ରୀ ଙ୍କ ସହ ମ୍ୟାରେଜ ପାର୍ଟି ରେ ଡ୍ୟାନ୍ସ କରୁଛନ୍ତି ସେହି ବିଷୟାରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ହାସ୍ୟ ଅଭିନେତା ଗୁଡୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଚଳଚ୍ଚିତ୍ର ରେ ନିଜର କମେଡି ଦ୍ଵାରା ଦର୍ଶକ ମାନଙ୍କୁ ହସାଇବାରେ ସଫଳ ହୋଇଛନ୍ତି । ତାଙ୍କର କମେଡି କୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ପ୍ରଶଂସା କରନ୍ତି ।

ତେବେ ଗତ କିଛି ଦିନ ତଳେ ଗୁଡୁ ନିଜର ପିଲା ଦିନ ବାନ୍ଧବୀ ପ୍ରିୟଙ୍କା ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଦୁହେଁ କୋରୋନା କଟକଣା ଯୋଗୁ ନିଜର ମ୍ୟାରେଜ କାର୍ଯ୍ୟକ୍ରମ ସିମ୍ପଲ ରେ କରିଥିଲେ । କିନ୍ତୁ ବର୍ତ୍ତମାନ କୋରୋନା କଟକଣା କୋହଳ ହୋଇ ଥିବାରୁ ଗୁଡୁ ତାଙ୍କର ବିବାହର ପାର୍ଟି କରିଛନ୍ତି । ଏହି ଭିଡିଓ ରେ ଗୁଡୁ ତାଙ୍କ ସତରେ ପ୍ରିୟଙ୍କା ସହ ଜବରଦସ୍ତ ଡ୍ୟାନ୍ସ କରୁ ଥିବାର ନଜର ଆସୁଛନ୍ତି । ଦୁହିଙ୍କ ଯୋଡି ଖୁବ ସୁନ୍ଦର ଲାଗୁଛି । ପ୍ରିୟାଙ୍କା ମଧ୍ୟ ନିଜ ମ୍ୟାରେଜ ପାର୍ଟି ରେ ଗୀତ ଗାଇ ଗୁଡୁ ଙ୍କ ସହ ଡ୍ୟାନ୍ସ କରିବାର ଏହି ଭିଡିଓ ରେ ନଜର ଆସୁଛି ।

ଏହା ସହ ଗୁଡୁ ପ୍ରିୟଙ୍କା ଙ୍କୁ ସ୍ଟେଜ ଯାଏଁ ନିଜେ ହାତ ଧରି ଆନୁଥିବାର ଏହି ଭିଡିଓ ରୁ ଜଣା ପଡୁଛି । ଦୁହେଁ ନିଜର ମ୍ୟାରେଜ ପାର୍ଟି ରେ ଖୁବ ମଜା ମସ୍ତି କରୁଥିବାର ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଗୁଡୁ ନିଜର କିଛି ପରିବାର ଲୋକେ ଓ ସାଙ୍ଗ ସାଥି ଙ୍କ ସହ ମ୍ୟାରେଜ ପାର୍ଟି ସେଲିବ୍ରେଟ କରିହକନ୍ତି । ଏହି ଭିଡିଓ ରେ ପ୍ରିୟଙ୍କା ବହୁତ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି ଯାହା ପାଇଁ ସେ ବହୁତ ଗରଜେସ ଦେଖା ଯାଉଛନ୍ତି । ଗୁଡୁ ମଧ୍ୟ ସେରୱାନୀ ରେ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି ।

ତେବେ ଏହି ନୂଆ ଦମ୍ପତି ଧୂମଧାମ ରେ ନିଜର ମ୍ୟାରେଜ ପାର୍ଟି ସେଲିବ୍ରେଟ କରିଥିବାର ନଜର ଆସୁଛନ୍ତି । ଆଶା କରୁଛୁ ଦୁହେଁ ଆଗକୁ ଏମିତି ହସ ଖୁସିରେ ଜୀବନ ଅତିବାହିତ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ ଙ୍କର କମେଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *