ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ମଜାଦାର ପଜଲ ଗେମ ନେଇ ଆସିଛୁ । ଏଥିପାଇଁ ଆମେ ଆପଣଙ୍କୁ କିଛି ବସ୍ତୁ ର ଚିତ୍ର ବିଷୟରେ କହିବୁ ଆଉ ଆପଣଙ୍କୁ ତାହାକୁ ଦେହି ଗେଶ କରିବାକୁ ହେବ । ଆଉ କହିବାକୁ ହେବ ଝିଅର ନାମ କଣ ? ଆଜିର ଆମର ବିଷୟ ବସ୍ତୁ ରହିଛି ଗେଶ କରି କୁହ ଝିଅର ନାମ କଣ ? ତେବେ ଆପଣ ରେଡି ଅଛନ୍ତି ତ ଆସନ୍ତୁ ଆରମ୍ଭ କରିବା ଆଜିର ପଜଲ ଗେମ ।
୧- ପ୍ରଥମ ପଜଲ ରେ ରହିଛି E ଲେଟର, ସା ଅର୍ଥାତ ଚୁପ ରହିବାର ଇମୋଜି ଓ A ଲେଟର । ତେବେ ଝିଅର ନାମ କଣ ଗେଶ କରି କୁହ ?
ଉତ୍ତର- ଇଶା
୨- ଦ୍ଵିତୀୟ ପଜଲ ରେ ରହିଛି C ଲେଟର ଓ ମା ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ କଣ ?
ଉତ୍ତର- ସୀମା
୩- ତୃତୀୟ ପଜଲ ରେ ରହିଛି A ଲେଟର ଓ knee ଲେଖା ଅଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଆନୀ
୪- ଚତୁର୍ଥ ପଜଲ ରେ ରହିଛି ବବଲ ବା ବେଲୁନ ର ଚିତ୍ର ଓ I ଲେଟର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ବବଲି
୫- ପଞ୍ଚମ ପଜଲ ରେ ରହିଛି ଡାଇରେକସନ ବା ଦିଶା ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଦିଶା
୬- ଷଷ୍ଠ ପଜଲ ରେ ରହିଛି ଟି ବା ଚାହା ଓ ନା ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଟିନା
୭- ସପ୍ତମ ପଜଲ ରେ ରହିଛି R ଲେଟର ଓ ଚନା ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଅର୍ଚ୍ଚନା
୮- ଅଷ୍ଟମ ପଜଲ ରେ ରହିଛି କି ବା ଚାବି ଓ ରନ ବା ଦୌଡିବାର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- କିରଣ
୯- ନବମ ପଜଲ ରେ ରହିଛି ସୁ ବା ଜୋତା, ରୁ ଓ ଚାହା ବା ଟି ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଶ୍ରୁତି
୧୦- ଦଶମ ପଜଲ ରେ ରହିଛି ଦୀପ ଓ ଚାହା ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ଦୀପ୍ତି
୧୧- ଏକାଦଶ ପଜଲ ରେ ରହିଛି ପିନ ଓ କି ବା ଚାବି ର ଚିତ୍ର ରହିଛି । ତେବେ ଝିଅର ନାମ ଗେଶ କରି କୁହ ?
ଉତ୍ତର- ପିଙ୍କି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।