ଗୁରୁବାର 03 ଜୁନ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 4 ରାଶିକୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ,

ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ପ୍ରେମ ସମ୍ବନ୍ଧରେ ନିଜ ସ୍ଵତନ୍ତ୍ର ବିବେକର ବ୍ୟବହାର କରନ୍ତୁ । ନିଜଠୁ ଛୋଟ ଲୋକଙ୍କ ଟେନସନ ହୋଇପାରେ । ମାର୍କେଟିଂଗରେ ଜଡିତ ଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ ଖାସ ରହିବ । ରାଗ ଓ ଅହଂକାର ଉପରେ କାବୁ ରଖନ୍ତୁ । ଆୟ ଠାରୁ ଅଧିକ ବ୍ୟୟ କରନ୍ତୁ ନହିଁ । ବିଗିଡି ଯାଇଥିବା କାମର ସମାଧାନ କରିବା ପାଇଁ ସ୍ଥିତି ଆପଣଙ୍କ ଫେବରରେ ରହିପାରେ । ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ବୃଷ :- ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଦାଂପତ୍ଯ ଜୀବନରେ କୌଣସି କଥାକୁ ନେଇକି ଟେନସନ ଆସିପାରେ । ଆଜି ଆପଣ କାଉନସୂୟ କଥାରେ ଯୁକ୍ତିତର୍କ ହେବା ଦ୍ଵାରା ମନରେ ଖିନ୍ନତା ଆସିପାରେ । ଆପଣଙ୍କୁ କର୍ଜୟସ୍ଥଳ ଓ ପାରିବାରିକ ଜୀବନରେ ଅସୁବିଧା ହୋଇପାରେ । ସନ୍ତାନଙ୍କ ତରଫରୁ ପରିଣାମ ଭଲ ମିଳିବ । ବ୍ୟାପାର ବହୁତ ଭଲ ଚାଲିବ ।

ମିଥୁନ :- ଆଜି ଯେଉଁ ପ୍ରତିଯୋଗିତାରେ ପାଦ ରଖିବେ ଆପଣଙ୍କ ଚେଷ୍ଟା ଲାଗି ଆପଣଙ୍କୁ ଜିତ ମିଳିବ । ଆପଣ କୌଣସି ଫଳର ଅପେକ୍ଷା କରିଛନ୍ତିତ ଶାନ୍ତି ରଖନ୍ତୁ, ସବୁ ଠିକ ହୋଇଯିବ । ପରିଶ୍ରମରେ ସଫଳତାର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ରହିବ । ଗାଈକୁ କଦଳୀ ଖୁଆନ୍ତୁ । ମହିଳାଙ୍କ ସମୟ ଘରର ସଫା ସୁତୁରାରେ ବ୍ଯତୀତ ହେବ ।

କର୍କଟ :- ଆଜି ଦିନରେ ଆପଣଙ୍କୁ ଶୁଭ ଖବର ମିଳିପାରେ । ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ସମାଚାର ଆପଣଙ୍କୁ ପ୍ରସନ୍ନ କରିବ । ଆଜି ଆପଣଙ୍କୁ ପ୍ରପଟି ମାମଲାରେ ସମାଧାନ ମିଳିବ । ଆପଣଙ୍କ ଧର୍ଜ୍ୟର ଫଳ ଆପଣଙ୍କୁ ମିଳିବ । ଆପଣ ନିଜର ବିବେକର ବ୍ୟବହାର କରି ନିଜ କାମ ସମୟରେ ପୁରା କରିବେ । ମନ ଖୁସି ରହିବ । ରାଜନୀତିରେ ଜଡିତ ଲୋକଙ୍କୁ ସାମାଜିକ ପ୍ରତିଷ୍ଠା ବଢିବ ।

ସିଂହ :- ଆଜି ଆପଣ ଏକେଲା ଅନୁଭବ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ନିୟମିତ ବ୍ୟାୟାମ ଆପଣଙ୍କ ପାଇଁ ବହୁତ ଫାଇଦା ହେବ । ନିଜ ଭାବନା ଉପରେ କଣ୍ଟ୍ରୋଲ କରିବେତ ଫାଇଦା ହେବ । ବିପରୀତ ଲିଙ୍ଗ ଲୋକଙ୍କ ପାଇଁ କଥା ବାର୍ତା କିଛି ଅଧିକ ହୋଇପାରେ । କୌଣସି ନକରାତ୍ମକ ଭାବନା ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନହିଁ । ଲଭ ପାର୍ଟନରଙ୍କ ଠାରୁ ଆପଣଙ୍କୁ ଆର୍ଥିକ ସହଯୋଗ ମିଳିପାରେ ।

କନ୍ୟା :- ଆପଣଙ୍କ ଜୀବନସାଥି ନିକଟରେ ହୋଇଥିବା ଖିଟପିଟକୁ ଭୁଲିକି ନିଜ ଭଲ ସ୍ଵଭାବର ପରିଚୟ ଦେବେ । ଆଜି ଆପଣଙ୍କୁ କୌଣସି ନିଜ ଲୋକଠୁ ସରପ୍ରାଇଜ ମଧ୍ୟ ମିଳିପାରେ ଯାହାକୁ ଆପଣଙ୍କୁ ବହୁତ ଖୁସି ଦେବ । ବହୁତ ସମୟ ପରେ ଆପଣ ଭରପୁର ନୀଡର ଆନନ୍ଦ ନେବେ । ଜୀବନ ସାଥି ସନମାନରେ ପ୍ରତିଷ୍ଠାରେ ବୃଦ୍ଧି ହେବ ।

ତୁଳା :- ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ବହୁତ ଭଲ ହେବ । ସବୁ ସମ୍ଭାବନାକୁ ଧ୍ୟାନରେ ରଖି ନିଜ ଲକ୍ଷ ଆଡକୁ ବଢନ୍ତୁ । ନୂଆ ବ୍ୟକ୍ତିଙ୍କ ସହିତ ଦେଖା ବା ସାଙ୍ଗ ହେବାର ଯୋଗ ରହିଛି । ପରିବାର ଲୋକଙ୍କ ସହିତ ନିଜ କାମ କାର୍ଯ୍ୟ ଓ ପ୍ଲାନିଂ ସେୟାର କରିପାରିବେ । ଆପଣଙ୍କୁ ଗୋଟିଏ ନୂଆ ଘରର ସ୍ଵାମିତ୍ଵ ମିଳିପାରେ ।

ବିଛା :- ଆଜି ଆପଣ ଶାନ୍ତ ଓ ବିନା ଚିନ୍ତାରେ ରହିବାକୁ ଚେଷ୍ଟା କରିବେ, ଏହା ଦ୍ଵାରା ଆପଣଙ୍କର ମାନସିକ ଦୃଢତା ବଢିବ । ବ୍ୟାପାର ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ଆଜି କୌଣସି ହଜି ଯାଇଥିବା ଜିନିଷ ଫେରି ପାଇବା ଦ୍ଵାରା ଖୁସି ହେବେ । ଉଚ ସ୍ତରୀୟ ଏବଂ ସହଯୋଗୀ ବ୍ୟକ୍ତିତ୍ବଙ୍କ ସହ ଦେଖା ଲାଭକାରୀ ହେବ । ମନ ଆପଣଙ୍କର ପ୍ରସନ୍ନ ରହିବ ।

ଧନୁ :- ଆଜିର ଦିନ ଆର୍ଥିକ ଦ୍ରୁଷ୍ଟି କୋଣରୁ ମଧ୍ୟମ ଫଳଦାୟୀ ହେବ । କୌଣସି ପାର୍ଟ ଟାଇମ କାମ ମଧ୍ୟ ଆପଣଙ୍କୁ ମିଳିବ । ଅନ୍ୟର ଲୋକଙ୍କ ନଜରିଆ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ କିଛି କାମ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସହରଠୁ ବାହାରକୁ ଯାତ୍ରା ଆରାମ ଦାୟୀ ରହିବ ନହିଁ । ପୁରୁଣା କିଛି କାମରେ ସମସ୍ୟାର ସମାଧାନ ଶେଷ ହେବ ।

ମକର :- କାହା ପ୍ରତି ଭାବନାତ୍ମକ ଲଗାବ ଦ୍ଵାରା ବିବାଦର ଆଶଙ୍କା ରହିଛି । ମହତ୍ଵ ପୂର୍ଣ ନିର୍ନୟ ନେବା ପୂର୍ବରୁ ବିଚରା ଅବଶ୍ୟ କରନ୍ତୁ ନହେଲେ କୌଣସି ଭରସା ମନ୍ଦ ଲୋକଙ୍କ ସାହାର୍ଯ୍ୟ ନିଅନ୍ତୁ । ଭାଇ ମାନଙ୍କ ସହିତ ମତଭେଦ ବଢିପାରେ । ମାନସିକ ଆବେଗ ଓ ପ୍ରତିକୁଳତାରେ ବୃଦ୍ଧି ଦ୍ଵାରା ଆପଣଙ୍କ ଦିନ ବ୍ୟଗ୍ରତା ପୂର୍ଣ ସହିତ ବିତିବ । ଅଧିକ ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନହିଁ ।

କୁମ୍ଭ :- କୁମ୍ଭ ରାଶିର ଲୋକ ନିଜ ଦାୟିତ୍ଵକୁ ଧ୍ୟାନରେ ରଖନ୍ତୁ । ନିଜ ସମୟ ଓ ଧର୍ଜ୍ୟର ପୁରା ବ୍ୟବହାର କରନ୍ତୁ । ଆଜି ଏହାର ଆବଶ୍ୟକ ହେବ । ନିଜ ଜୀବନର କଥାକୁ ନେଇ ଆପଣ ବହୁତ ଭାବୁକ ହେଉଛନ୍ତି କିନ୍ତୁ ତା ପରେ ମଧ୍ୟ ନିଜ ଦିମାଗକୁ ଶାନ୍ତ ରଖନ୍ତୁ । ମାତାର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ମୀନ :- ଆଜି କୌଣସି ଶୁଭ ସମାଚାର ଆପଣଙ୍କୁ ପ୍ରାପ୍ତ ହୋଇପାରେ ଭାଗ୍ୟ ଆପଣଙ୍କର ବହୁତ ତେଜ ରହିଛି । କଥାରେ ନିୟତ୍ରଣ ରଖନ୍ତୁ । ପାରିବାରିକ ପରିବେଶ ଆଜି ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିବ । କାହାକୁ କହିଥିବା ଗୋଟିଏ କଥା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।

Leave a Reply

Your email address will not be published. Required fields are marked *