Tapu Mishraଙ୍କୁ ନେଇ ଆସିଲା ସବୁଠୁ ବଡ ଦୁଃଖ ଖବର, ଗୁରୁତର ଅଛନ୍ତି ତପୁ, ECMO ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ କଲେ ନିବେଦନ

ଆପଣ ସମସ୍ତେ ତପୁ ମିଶ୍ରଙ୍କ ବିଷୟରେ ଅଳ୍ପ ବହୁତ କିଛି ଜାଣି ଥିବେ । ଏହା ଠାରୁ ଅଧିକ ଆପଣ ତାଙ୍କର ଗୀତ ବହୁତ ଶୁଣିଥିବେ । ସେ ନିଜର ସୁରିଲି କଣ୍ଠରେ ବହୁତ ଓଡିଆ ଫିଲ୍ମ ଓ ଆଲବମରେ ଗୀତା ଗାଇଛନ୍ତି ଓ ତାଙ୍କର ପ୍ରାୟତଃ ସବୁ ଗୀତ ଓଡିଶାର ସମସ୍ତ ଦର୍ଶକମାନଙ୍କୁ ପସନ୍ଦ ମଧ୍ୟ ଆସିଥାଏ । ଏହା ସହିତ ତାଙ୍କର ପ୍ରାୟତଃ ଗୀତ ହିଟ ଓ ସୁପରହିଟ ମଧ୍ୟ ହୋଇଥାଏ ।

କେବଳ ତାଙ୍କର ସ୍ଵରକୁ ନୁହେଁ ଦର୍ଶକମାନେ ତାଙ୍କୁ ଓ ତାଙ୍କର ବ୍ୟବହାରକୁ ବି ମଧ୍ୟ ବହୁତ ପସନ୍ଦ କରନ୍ତି । କିନ୍ତୁ ପ୍ରତ୍ୟକ ଓଡିଶାବାସୀଙ୍କ ପସନ୍ଦ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ବହୁତ ଗୁରୁତ୍ଵପୂର୍ଣ ଅଛି । କହିଦେଉଛୁ କି କିଛି ଦିନ ପୂର୍ବେ ଖବରରେ ଆସିଥିଲା କି ତପୁ ମିଶ୍ର କରୋନାରେ ପଜିଟିବ ହେବା ପରେ ଏକ ପ୍ରାଇବେଟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ପ୍ରାୟତଃ ୧ ମାସ ତଳେ ସେ କରୋନାର ଶିକାର ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । କହିଦେଉଛୁ କି କିଛି ଦିନ ତଳେ ତାଙ୍କର ପରିବାର କରୋନାର ଶିକାର ହୋଇଥିଲେ ଓ ସବୁଠୁ ବଡ ଦୁଃଖର କଥା ହେଉଛି କି ଏହି କରୋନାରେ ତାଙ୍କର ପିତାଙ୍କର ପ୍ରାଣ ଯାଇଛି । କିନ୍ତୁ କିଛି ଦିନ ପରେ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମଧ୍ୟ ଚିକିତ୍ସା ଚାଲିଛି ।

ଯେତେବେଳେ ଚିକିତ୍ସା ଆରମ୍ଭ ହୋଇଥିଲା ତେବେ ତାଙ୍କର ଅକ୍ସିଜେନ ଲେବୁଲ ବହୁତ କମ ହୋଇଯାଇଥିଲା । ଯାହାକି ଚିନ୍ତାର ବିଷୟ ଥିଲା । କିନ୍ତୁ ଧୀରେ ଧୀରେ ତାଙ୍କର ଅକ୍ସିଜେନ ଲେବୁଲ ପୁଣି ଥରେ ବଢୁଛି ବୋଲି ଡାକ୍ତରମାନଙ୍କ ଠାରୁ ସୂଚନା ମିଳିଥିଲା ଓ ସେହି ସମୟରେ ତପୁ ମିଶ୍ର ସ୍ୱାସ୍ଥ୍ୟ ଅବସ୍ଥା ବି ଠିକ ଥିଲା । କିନ୍ତୁ ବର୍ତ୍ତମାନ ଏକ ବହୁତ ବଡ ଖବର ସାମ୍ନାକୁ ଆସୁଛି ଯେଉଁଥିରେ କୁହାଯାଉଛି କି ପୁଣି ଥରେ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖାଯାଇଛି ।

ମାନେ ତପୁ ମିଶ୍ରଙ୍କ ଅକ୍ସିଜେନ ଲେବୁଲ କମ ହେବାରେ ଲାଗିଛି । ଏହା ସହିତ କୁହାଯାଉଛି କି ତପୁ ମିଶ୍ର ଅଧିକ ମୋଟା ହୋଇ ଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି । ମାସେ ଏହା ଚିକିତ୍ସା ଚାଲିଥିଲେ ବି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ କିଛି ଉନ୍ନତି ଆସି ନାହିଁ । ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେଲାଣି ବୋଲି ଶୁଣିବାକୁ ମିଳୁଛି ।

ବର୍ତ୍ତମାନ ଓଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ଓ ତପୁ ମିଶ୍ରଙ୍କ ଫ୍ୟାନମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି କି ସେ ବହୁତ ଜଲ୍ଦି ସୁସ୍ଥ ହୋଇ ଘରକୁ ଚାଲି ଅସକନ୍ତୁ । ଆମେ ବି ଭଗବାନ ନିକଟରେ ପ୍ରାର୍ଥନା କରୁଛୁ କି ଜଲ୍ଦି ସେ ସୁସ୍ଥ ହୋଇ ଯାଆନ୍ତୁ । କହିଦେଉଛୁ କି ତପୁ ମିଶ୍ର ବିବାହ କରିସାରିଛନ୍ତି । ସେ ଅଭିନେତା ଦୀପକ ପୂଜହାରୀଙ୍କୁ ଡିସେମ୍ବର ୧୨ ୨୦୧୮ରେ ବିବାହ କରିଛନ୍ତି ।

ଏହି ଚିକିତ୍ସା ବହୁତ ଏକ୍ସପେନ୍ସିଭ ହେବା ସହିତ ବହୁତ ଫଳଦାୟକ ମଧ୍ୟ ଅଟେ । ତେଣୁ ମେଡିକାଲ କର୍ତ୍ତୁପର୍କ୍ଷ ତପୁଙ୍କ ଏକମୋ ଚିକିତ୍ସା ପାଇଁ ସରକାରଙ୍କୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ତପୁଙ୍କ ମିଶ୍ରଙ୍କ ଆରୋଗ୍ୟ କାମନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *