ଶୁକ୍ରବାର 12 ଅଗଷ୍ଟ 2021: ମା ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ଶାରୀରିକ ରୂପରେ ଅଶ୍ଵସ୍ଥତାର ଅନୁଭବ ହୋଇ ପାରେ । ପ୍ରେମୀଙ୍କ ସାହାର୍ଯ୍ୟ ଦ୍ଵାରା ଧାନ ଲାଭର ଯୋଗ ରହିଛି । ଆପଣଙ୍କୁ ଭାବନତ୍ମକ ସହଯୋଗ ମିଳିପାରେ । ସାମାଜିକ ଓ ସାମୁହିକ କାମ ପାଇଁ ଲୋକଙ୍କ ସହିତ ଦେଖା କରିବାକୁ ପଡିପାରେ । ଆଜି ଆପଣ ପୁରା ପରିଶ୍ରମ ଓ ଓ ଲଗନ ସହିତ କାମ କରିବେ ଯିଏ ଯୋଜନା ବନାଇବେ । ତାର ପୁରା ପାଳନ କରିବେ ।

ବୃଷ :- ଲେଖନ ଓ ବୌଦ୍ଧିକ କାର୍ଯ୍ୟରେ ଆୟର ସାଧନ ବନିପାରେ । ବ୍ୟବସାୟରେ ଆଜି ଲୋକଙ୍କ ସମର୍ଥନ ଦ୍ଵାରା ଲାଭ ମିଳିବ । ଚାକିରିରେ ଉଚ ଅଧିକାରୀଙ୍କ ରାଗ ସହିବାକୁ ପଡିପାରେ । ପ୍ରେମ ସମ୍ବନ୍ଧରେ ଧର୍ଜ୍ୟ ରଖିବା ଲାଭ ଦାୟକ ହୋଇପାରେ । ଧନ ହାନୀର ସମ୍ଭାବନାକୁ ବଢାବ ଦିଅନ୍ତୁ ନହିଁ । ମା ଘର ତରଫରୁ ଭଲ ସମାଚାର ମିଳିବ ।

ମିଥୁନ :- ସ୍ଥାନ ପରିବର୍ତନ ଦ୍ଵାରା ମନ ପ୍ରସନ୍ନ ରହିବ । ମାତାଙ୍କ ସ୍ଵାସ୍ଥ୍ୟର ବିଶେଷ ରୂପରେ ଧ୍ୟା ରଖନ୍ତୁ । ସରକାରୀ ଚାକିରିରେ ଏମିତି ଜାଗାକୁ ଟ୍ରାନ୍ସଫର ହେବା ଯେଉଁଠି ଯିବା ଆସିବା କରିବାକୁ ସହଜ ହେବ । ଅଧିକାରୀ ମାନଙ୍କୁ ନିଜ କଥା ବୁଝାଇବାରେ ସଫଳ ହେବା । ଆଜି ପୁରା ଦିନ ଆପଣ ବହୁତ ବ୍ୟସ୍ତ ରହିବେ ।

କର୍କଟ :- ସ୍ୱାସ୍ଥ୍ୟ ପ୍ରତି ସଜାଗତା ମହତ୍ଵ ପୂର୍ଣ ଅଟେ । ମନରେ ନକରାତ୍ମକତା ବିଚାରର ପ୍ରଭାବ ରହିବ । ବ୍ୟବସାୟରେ ବ୍ୟବସାୟର ସମ୍ଭବନା ବନିବ । ତାପରେ ମଧ୍ୟ ନୂଆ କାମର ରିସ୍କ ନିଅନ୍ତୁ ନହିଁ । ସାଙ୍ଗ ମାନଙ୍କ ସହଯୋଗ ମିଳିବ । ପାରିବାରିକ ବ୍ୟାପାର ସହିତ ଜଡିତ ଅଛନ୍ତିତ ପଇସା ସହ ଜଡିତ ନିର୍ନୟ ସମସ୍ତଙ୍କ ସହମତି ଦ୍ଵାରା ନିଅନ୍ତୁ ।

ସିଂହ :- ଆଜି ଆପଣଙ୍କ ଘର ପରିବାର ଲୋକ ତଥା ସମ୍ପକୀୟ ଆପଣଙ୍କ କାର୍ଯ୍ୟ ବା ବ୍ୟବହାରରେ ଖୁସି ହେବେ ଓ ସାଥ ମଧ୍ୟ ଦେବେ । ଅଫିସର ମହତ୍ଵ ପୂର୍ଣ ମିଟିଂରେ ନିଜ କଥାକୁ ରଖନ୍ତୁ ବସଙ୍କ ତରଫରୁ ପ୍ରସନ୍ନତା ମିଳିପାରେ । ବ୍ୟାପାରୀ ମାନଙ୍କୁ ହଠାତ ଧନ ଲାଭ ହେବାର ସମ୍ଭାବନା ରହିଛି । ଜୀବନସାଥି ସହଯୋଗ ଦ୍ଵାରା ସବୁ ଚିନ୍ତା ଦୂର ହେବ ।

କନ୍ୟା :- ପରିବାର ଲୋକ ଓ ପ୍ରିୟ ଜନଙ୍କ ଉପରେ ପଇସା ଖର୍ଚ କରିବାର ବିଚାର ଆପଣଙ୍କ ମନରେ ଆସିପାରେ । ଆଜି ଆପଣଙ୍କ କାର୍ଯ୍ୟ ବା ବ୍ୟବହାର ଦ୍ଵାରା ବ୍ୟବସାୟ ବା ଚାକିରିରେ ସଫଳତା ମିଳିବ । ସମାଜରେ ସନମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆକସ୍ମିକ ଧନର ଅବସର ମିଳିବ । ଆଜି ନିଜଠୁ ବଡ ଲୋକଙ୍କ ଲୋକଙ୍କ ସମର୍ଥନ ମିଳିବ ।

ତୁଳା :- ଆଜି ଆପଣଙ୍କ ଆର୍ଥିକ ଯୋଜନାକୁ ବଳ ମିଳିବ । ପାରିବାରିକ ପ୍ରତିଷ୍ଠା ବା ସନମାନରେ ବୃଦ୍ଧି ହେବ । ବିଚାରକୁ ସ୍ପଷ୍ଟତାର ସହିତ ଅଭିବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ । ହଠାତ ମିଳୁଥିବା କୌଣସି ଖବର ଆପଣଙ୍କ ଉଶ୍ଚାହ ବଢାଇ ପାରେ । ପରିବାର ଲୋକଙ୍କ ସହିତ ଏହାକୁ ବାଣ୍ଟିବା ସହିତ ଆପଣଙ୍କୁ ଖୁସି ହେବ । ଘରର କାନୁନି ସମ୍ବନ୍ଧିତ ଅସୁବିଧା ଦୂର ହେବ ।

ବିଛା :- ଆଜି ଆପଣଙ୍କ ଆୟର ନୂଆ ସ୍ରୋତ ଖୋଲିବ । ମିତ୍ର ଓ ଜୀବନସଂଗିନୀଙ୍କ ସହଯୋଗ ଦ୍ଵାରା ଦ୍ଵାର କମ ସହଜ ହେବ । ଆପଣଙ୍କୁ କେଉଁଠାରୁ ଧନ ଓ ଉପହାର ପ୍ରାପ୍ତ ହେବ । ଆପଣ ନିଜ ସାମାଜିକ କ୍ଷେତ୍ରରେ ମଇଳା ମିଶା ବଢାଇବା ପାଇଁ ସଫଳ ହେବେ । ଭାବନାତ୍ମକ ସମ୍ପର୍କ ଦ୍ଵାରା ନିକଟତା ବଢିବ । ଆଜି ଆପଣଙ୍କ ସ୍ବଭାବରେ ଅଧିକ ଭାବୁକତା ବଢିବ ।

ଧନୁ :- ଧନୁ ରାଶିର ଲୋକ ଆଜି ହୁସିଆରି ହୋଇକି ନିବେଶ କରନ୍ତୁ । ଲୋକଙ୍କ ସହିତ ଦେଖା କରିବା ବା ପରିବାର ଲୋକ ସହିତ କେଉଁଠାକୁ ଯିବାର କାର୍ଯ୍ୟ କ୍ରମ ବନିପାରେ । ଅବିବାହିତ ଲୋକଙ୍କର ଲଭ ଲାଇଫ ଭଲ ହୋଇପାରେ । ଆପନ୍ନକ କାମ କାର୍ଯ୍ୟ କରିବାର ଉପାୟରେ ଚେଞ୍ଜେସ ହୋଇପାରେ । ଯାହା ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ ।

ମକର :- ଆଜି ଆପଣ ନିଜ ସାହସ ସହିତ ଏକ ସାଥିରେ ନିର୍ନୟ ନେଇପାରିବେ ଓ ଶେଥି ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆଜିର ଦିନ ସାଙ୍ଗ ମାନଙ୍କ ସହିତ ହସ ପରିହାସରେ ବିତିବ । ସ୍ତ୍ରୀ ସହିତ ବିବାଦ ନ ହେଉ ଶେଥି ପାଇଁ ବହୁତ ଭଲ ହେବ ଆପଣ ଯୁକ୍ତି ତର୍କ କରନ୍ତୁ ନହିଁ । ଆଜି ଛୋଟ ଛୋଟ କଥା ଉପରେ ରାଗ କରନ୍ତୁ ନହିଁ ।

କୁମ୍ଭ :- ଆଜି ଆପଣଙ୍କର ନିଜ ପରିବାର ଲୋକଙ୍କ ସହିତ ଝଗଡା ହେବାର ପ୍ରବଳ ସମ୍ଭାବନା ରହିଛି । ସେଥି ପାଇଁ ନିଜ କଥା ଉପରେ କାବୁ ରଖନ୍ତୁ । ପଇସା ଓ ସେଭିଙ୍ଗ ମାମଲାରେ ଦୂର ସ୍ଥାନର କୌଣସି ବ୍ୟକ୍ତିଙ୍କ ଠାରୁ ସଜେସନ ନିଅନ୍ତୁ । ନିବେଶ ଓ ଖର୍ଚକୁ ନେଇକି ମଧ୍ୟ ଖର୍ଚ ହୋଇପାରେ ।

ମୀନ :- ଆଜି ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସନମାନ ବଢିବ । ଯଦି ଆପଣ ସରକାରୀ କର୍ମୀ ଅଟନ୍ତି ତେବେ ଆପଣ ଆଜି କୌଣସି ରାଗର ସାମ୍ନା କରିବାକୁ ପଡିପାରେ । ଆଜି ଗୃହସ୍ଥ ଜୀବନରେ କିଛି କମ ବେସୀ ହୋଇପାରେ । ଅତ୍ୟଧିକ ପରି ଶ୍ରମ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *