ଗୁରୁବାର 08 ଏପ୍ରିଲ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୫ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :-

ଆଜି ଆପଣଙ୍କୁ ମାମୁଲି କଥାରେ ରାଗ ଆସିପାରେ । ସେଥିପାଇଁ ନିଜ ବ୍ୟକ୍ତିତ୍ବରେ ସରଳତା ବନାଇ ରଖନ୍ତୁ । ଆଜିର ଦିନ ବହୁତ ଭଲ ରହିବ । ଅନ୍ୟ ଲୋକ କଣ କହୁଛନ୍ତି ତାହା ଶୁଣନ୍ତୁ, ନିଜ ବିଚାର ରଖିବ କିନ୍ତୁ ଅନ୍ୟକୁ ଯାହା କହିବ ତାହା ମଧ୍ୟ ଶୁଣିବା ଠିକ ରହିବ । ଆଜି କିଛି ନୂଆ ପଢିବେ, ଦେଖିବେ, ଆଉ ଶୁଣିବାକୁ ପସନ୍ଦ କରିବେ । ପ୍ରେମ ଜୀବନରେ କ୍ରିଏଟିଭ ରହିବାର ଫାଇଦା ମିଳିବ ।

ବୃଷ :-

ଆଜି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଈଶ୍ବରଙ୍କ ଠାରେ ଆସ୍ଥା ବଢିବ । ଉଧାର ଦେଇଥିବା ପଇସା ମିଳିପାରେ । ଆପଣଙ୍କ ଭିତରେ ପଜିଟିଭ ଚେଞ୍ଜେସ ଆସିପାରେ । ଯାହା ଆଗକୁ ଯାଇ ଲୋକ ଆପଣଙ୍କ ଉପରେ ଖୁସି ରହିବେ । ଆଜି ଆପଣ ନିଜ ସମସ୍ୟାର ସମାଧାନ କରିବା ପାଇଁ ବିଧି କରିବାକୁ ପଡିବ । ଆଜି ଆପଣଙ୍କର କୌଣସି ଖାସ ସାଙ୍ଗ ପାର୍ଟନର ହେବା ପାଇଁ ଆପଣଙ୍କୁ କହିପାରେ । ପରିବାରରେ ଆନନ୍ଦ ଉଲାସର ମାହୋଲ ରହିବ ।

ମିଥୁନ :-

ପ୍ରେମ ଜୀବନ ପାଇଁ ସୁଖ ଫଳ ମିଳିବ । ଚାକିରି କରିଥିବା ଲୋକଙ୍କ ପାଇଁ ଭଲ ଫଳ ମିଳିବ । ଆପଣଙ୍କ ଟ୍ରାନ୍ସଫର ହେବାର ଯୋଗ ରହିଛି । ଆପଣ ଦୁଇ ଲୋକଙ୍କ ଭିତରେ ଫସିବାର ବହୁତ ସମ୍ଭାବନା ରହିଛି । ଯଦି ଆପଣଙ୍କ ବୈବାହିକ ଜୀବନରେ ଲମ୍ବା ସମୟରୁ ସୁଖୀ ନାହାନ୍ତି, ଆଜି ପରିସ୍ଥିତି ଭଲ ହେବାର ଅନୁଭବ କରିବେ । ପରିବାରର ମାହୋଲ ବହୁତ ଭଲ ରହିବ ।

କର୍କଟ :-

ଆଜି କାହା ସହିତ ସମ୍ପର୍କ ବାନ୍ଧିବା ବେଳେ ସତର୍କ ରୁହନ୍ତୁ । ଜୀବନ ସାଥି ରାଗିବାରୁ ଆପଣ ଚିନ୍ତିତ ରହିବେ । କୌଣସି ଖାସ କାମକୁ ନେଇ ବହୁତ ସୁନ୍ଦର ଯୋଜନା ବନାଇବେ । ଆଜି ପରିବାର ଲୋକଙ୍କ ପାଇଁ ସମୟ ବିତାଇବେ । ବ୍ଯବସାୟିକ ଯାତ୍ରା ସଫଳ ରହିବ । ପରିବାର ଲୋକଙ୍କୁ ନିଜ କଥା ବୁଝାଇବା ପାଇଁ ସଫଳ ରହିବେ । ବହୁତ ଦିନରୁ ଚାଲୁଥିବା କୌଣସି ସ୍ୱାସ୍ଥ୍ୟ ସମସ୍ଯା ଆଜି ଠିକ ହୋଇବ । ଧନ ଆସିବାର ସମ୍ଭାବନା ରହିଛି ।

ସିଂହ :-

ବ୍ୟବସାୟକୁ ବଢାଇବା ପାଇଁ ନୂଆ ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଅସନ୍ତୋଷ ଭାବ ବଢି ଚାଲିବ ଯାହାର କିଛି ନା କିଛି ପ୍ରଭାବ ଆପଣଙ୍କ ନଜରିଆ ଉପରେ ପଡିବ । ମହିଳା ମାନେ ଘରକାମ ସମୟ ପୂର୍ବରୁ ପୁରା କରିବେ । ଏହି ରାଶିର ଅବିବାହିତଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ । ବିବାହ ପାଇଁ କୌଣସି ଭଲ ପ୍ରସ୍ତାବ ମିଳିବ । ଆପଣଙ୍କ ଆତ୍ମ ବିଶ୍ବାସ ବଢିବ ।

କନ୍ୟା :-

ପ୍ରେମ ଜୀବନ ପାଇଁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ କାରଣ ଆଶା କିଛି ଅଧିକ ରହିଛି । ଅନ୍ୟ ଲୋକର ବିଚାରର ସନମାନ କରିବା ବହୁତ ମହତ୍ଵ ପୂର୍ଣ ଅଟେ । ଚାକିରି କରିଥିବା ଲୋକଙ୍କୁ ନିଜ କାମରେ ଆନନ୍ଦ ଆସିବ ଆଉ ତାଙ୍କର ସ୍ଥିତି ମଜଭୁତ ରହିବ । ନିଜ ସବୁ ବିଚାରକୁ ଏକ ସାଥିରେ ରାଖୀ ଦେଖନ୍ତୁ ସେଥିରୁ ଯେଉଁ ନିଷ୍କର୍ଷ ବାହାରିବ ସେଥିରେ ଆପଣଙ୍କୁ ସ୍ଥିତିକୁ ମୁକାବିଲା କରିବାରେ ସାହାର୍ଯ୍ୟ ମିଳିବ ।

ତୁଳା :-

ରାଗିବା ଆଜି ଉଚିତ ରହିବା ନାହିଁ । ନୂଆ ଯୋଜନା ଲାଭ ଦେବ। ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବହୁମୂଲ୍ୟ ବସ୍ତୁ ଅଥବା ସମ୍ପତିର ପ୍ରାପ୍ତିର ଅଭିଲାସାଆଜି ପୁରା ହେବ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ନୂଆ ଅନୁବନ୍ଧ ହେବ । ବ୍ୟବସାୟ ଠିକ ଚାଲିବ । ବିଦ୍ୟାର୍ଥୀ ଓ ଓକିଲ ମାନଙ୍କ ପାଇଁ ଦିନ ଠିକ ରହିବ । ବହୁତ ଭଲ ହେବ ନିଜ ବ୍ୟବସାୟ ଓ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

ବିଛା :-

ଆଜି ଆପଣଙ୍କ ପୂଜାପାଠରେ ମନ ଲାଗିବ । ଆପଣଙ୍କ ପରିଶ୍ରମ ତୁଳନାରେ ଭାଗ୍ୟ ଭରସାରେ ଚାଲିବାକୁ ହେବ, ଯାହା ଦ୍ଵାରା ଆପଣଙ୍କ ବୁଝାମଣା ଠିକ ରହିବ । କୌଣସି ଖର୍ଚ କରିବା ପୂର୍ବରୁ ଯୋଜନାରେ ହାତ ପକାଇବା ପୂର୍ବରୁ ଠିକ ଭାବରେ ବିଚାର କରନ୍ତୁ । ଯଦି ଆପଣଙ୍କୁ ବ୍ଲଡ ପ୍ରେସର ସମସ୍ଯା ପୂର୍ବରୁ ରହିଛି ବହୁତ ସଜାଗ ରୁହନ୍ତୁ ।

ଧନୁ :-

ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜକ ରହିବ । କିଛି ନୂଆ ଅଡର ଅଥବା କଣ୍ଟ୍ରୋଲ ମିଳିବାର ସମ୍ଭାବନା ରହିଛି । ଯଦି ବ୍ୟପାରକୁ ନେଇକି କିଛି ବିବାଦ ଚାଲିଛି କୌଣସି ବଡ ବ୍ୟକ୍ତିକୁ ମଧ୍ୟସ୍ଥ ରଖନ୍ତୁ । ନିର୍ନାୟ ଆପଣଙ୍କ ପକ୍ଷରେ ହେବାର ସମ୍ଭାବନା ରହିଛି । ଆଜି ଉନ୍ନତି କାରକ ଦିନ ଅଟେ । ଆସୁଥିବା ସମ୍ପତି ପାଇଁ ଦିନ ଶୁଭ ଅଟେ । ବିତୀୟ ପକ୍ଷ ସୁଧୁରିବ ।

ମକର :-

ଆଜି ଆପଣ ଧାର୍ମିକ ପ୍ରସଙ୍ଗରେ ଉପସ୍ଥିତ ରହିବେ । ଅସହଜ ଆପଣଙ୍କ ମାନସିକ ଶାନ୍ତିରେ ବାଧା ପକାଇ ପାରେ କିନ୍ତୁ କୌଣସି ସାଙ୍ଗ ଆପଣଙ୍କ ସମସ୍ୟାକୁ ସମାଧାନ କରିବାରେ ସାହାର୍ଯ୍ୟ କରିବେ । ମହତ୍ବପୂର୍ଣ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ବିଦ୍ୟାର୍ଥୀ ନିଜର କମ୍ଜୋର ବିଷୟ ପ୍ରତି ଟିକେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣଙ୍କ କଠିନ ପରିଶ୍ରମ ଆପଣଙ୍କୁ ପୁରସ୍କୃତ କରିବ ।

କୁମ୍ଭ :-

ଛାତ୍ର ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ବିବାଦ ହୋଇପାରେ । ରୋଜଗାର କରିବାକୁ ଭାବୁଛନ୍ତିତ ଅବଶ୍ୟ କରନ୍ତୁ ସଫଳତା ମିଳିବ । ଅବିବାହିତ ଲୋକଙ୍କର ବିବାହ କଥା ଆଗକୁ ବଢିବ । ଗୀତ ଗଉଥିବା କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ସୁଯୋଗ ମିଳିବ । ଜୀବନ ସାଥିର ସ୍ୱାସ୍ଥ୍ୟ ନରମ ହେବା କାରଣରୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ମୀନ :-

ଆଜି ଆପଣ ନିଜ ପରିବାର ସହିତ ଗୁଣବତାର ସମୟ ବିତାଇବେ । ସମ୍ପର୍କୀୟଙ୍କ କାରଣରୁ କିଛି ଅସୁବିଧା ହୋଇପାରେ । ପରିସ୍ଥିତି ଉପରେ କାବୁ ରଖିବା ପାଇଁ ନିଜ ଉପରେ ନିୟତ୍ରଣ ରଖନ୍ତୁ । ବ୍ୟାପାରରେ ନୂଆନୂଆ ପ୍ରକ୍ରିୟା ଦ୍ଵାରା ଉନତି ହେବ । ବ୍ୟସ୍ତତା ଭିତରେ କିଛି ନିସ୍ପତି ନିଅନ୍ତୁ ନାହିଁ ଏହା ଆପଣଙ୍କ ହୃଦୟରୁ ଦୂର କରିପାରେ । ଯିଏ ଆପଣଙ୍କ ପାଖାପାଖି ରହିଛନ୍ତି ।

Leave a Reply

Your email address will not be published. Required fields are marked *