ଗୁଟଖା ପ୍ୟାକେଟରେ ପୁଳା ପୁଳା ଟଙ୍କା! ବିମାନ ବନ୍ଦରରୁ ଏମିତି ଧରା ପଡିଲା ବ୍ୟକ୍ତି… ଯାହା ଦେଖିଲେ ଆପଣମାନେ ବି ହୋଇଯିବେ ଆଶ୍ଚର୍ଯ୍ୟ

ଗୁଟଖା ପ୍ଯାକେଟ ରେ ପୁଳା ପୁଳା ଟଙ୍କା । ପାଉଜ ଖୋଲିଲେ ବାହାରୁଛି ବିଦେଶୀ ମୁଦ୍ରା । ଏ ଦୃଶ୍ୟ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଏମିତି କେମିତି ହୋଇ ପାରିବ ବୋଲି ସମସ୍ତେ ଭାବୁଛନ୍ତି । ଗୁତଖା ପ୍ଯାକେଟ ରେ ପୁଣି ଆମେରିକୀୟ ଡଲାର । ଏହା ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ଆପଣ ମାନେ ବି ଥରେ ଏହି ଭାଇରାଲ ହେଉଥିବା ଭିଡିଓ ଉପରେ ନଜର ପକାନ୍ତୁ ଦର୍ଶକ ବନ୍ଧୁ ଯାହା ଗତ କିଛି ସମୟ ହେବ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ । ହଁ ଆଜ୍ଞା ଗୁଟଖା ପାଉଜ ଚିରିଲେ ସେଥିରୁ କିଛି ଗୁତଖା ସହ ଏକ ସିଲଭର କୋଟେଡ ପ୍ଯାକେଟ ବି ବାହାରୁଛି । ଯାହାକୁ ଖୋଲିଲା ପରେ ସେହି ପ୍ଯାକେଟ ରୁ ବାହାରୁଛି ଖଡା ଖଡିଆ ଆମେରିକୀୟ ଡଲାର ।

ଏହି ଆଟାଚ ଭିତରେ ଏମିତି ସହ ସହ ଗୁଟଖା ପ୍ଯାକେଟ ରହିଛି ଯେଉଁଥି ରେ ରହିଛି ଅନେକ ଟଙ୍କା । ପ୍ରତି ପାଉଜ ଚିରିଲେ ସେଥିଉର ଖଡା ଖଡିଆ ଡଲାର ବାହାରୁଛି । ତେବେ ଏମିତି କିଛି ଦ୍ରୁଶ୍ଯ କୋଲକାତା ର ବିମାନ ବନ୍ଦର ରେ ଦେଖିବାକୁ ମିଳିଛି । କୋଲକାତାର କଷ୍ଟମ ଡିପାର୍ଟ ମେଣ୍ଟ ର ଅଧିକାରୀ ମାନେ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ 40 ହଜାର ଦଳର ବିଦେଶୀ ନୋଟ ଜବତ କରିଛି ।

ଯାହା ଭାରତୀୟ ଟଙ୍କା ହିସାବ ରେ 32 ଲକ୍ଷ 90 ହଜାର ହେବ । ସବୁଠାରୁ ଆଶ୍ଚର୍ଯ୍ୟ କରିଲା ଭଳି କଥା ହେଉଛି ଗୁଟଖା ପ୍ଯାକେଟ ରେ ଚାଲାଣ କରା ଯାଉଥିଲା ହଜାର ହଜାର ଡଲାର । ସୂଚନା ଅନୁଯାୟୀ ଏହି ସବୁ ଟଙ୍କା ବ୍ୟାଙ୍ଗକକ ଯାଉଥିଲା । ସେଠାରେ ଏହି ସବୁ ଟଙ୍କା କୁ ପରିବର୍ତ୍ତନ କରାଯାଇ ଥାନ୍ତା । ୟକତି ଜଣକ ବ୍ୟାଙ୍ଗକକ ଯାଉଥିବା ବେଳେ ତାଙ୍କୁ ଧରିଥିଲା କଲିକତା କଷ୍ଟମ ଡିପାର୍ଟ ମେଣ୍ଟ ।

ଏୟାର ଇଣ୍ଟେଲିଜେନ୍ସ ରୁ ସୂଚନା ମିଳିବା ପରେ କୋଲକାତା କଷ୍ଟମ ଡିପାର୍ଟ ମେଣ୍ଟ ର ଅଧିକାରୀ ମାନେ ସଉ ଯାତ୍ରୀ ମାନଙ୍କ ବ୍ୟାଗ କୁ ଭଲ ଭାବେ ଚେକ କରିଥିଲେ । ଯାହାକୁ ନେଇ ଏକ ବଡ ଟ୍ରଲି ବ୍ୟାଗ କୁ ସନ୍ଦେହ ଘେର ରେ ନିଆ ଯାଇଥିଲା । ବ୍ୟାଗ ଖୋଲିବା ପରେ ସେଥିରେ ବିପୁଳ ପରିମାଣର ଗୁଟଖା ଦେଖି ସନ୍ଦେହ ଘନେଇ ଥିଲା ।

ଯାଞ୍ଚ କରିବା ପରେ ସେଥିରୁ ବିଦେଶୀ ନୋଟ ମିଳିଥିଲା । ତେବେ ସମ୍ପୃକ୍ତ ବ୍ୟକ୍ତି କୁ ଏବେ ପୋଲିସ ଗିରଫ କରିଛି ଓ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *