ହାଡରୁ ଆସୁଛି କି କଡ କଡ ର ଶବ୍ଦ, ତେବେ ତୁରନ୍ତ ପିୟନ୍ତୁ କ୍ଷୀରରେ ଏହା ମିଶାଇ- Health Tips

ଆଜିକ ସମୟରେ ଏତେ ସବୁ ଭେଜାଲ ଜିନିଷ ଆସୁଛି ଯେ କେଉଁ ଜିନିଷରେ ବି ସଠିକ ମାତ୍ରାରେ ପ୍ରୋଟିନ, ବିଟାମିନ ବା ମିନେରଲ୍ସ ରହୁ ନାହିଁ । ପନି ପାରିବା ଠାରୁ ଆରମ୍ଭ କରି ସବୁ ଜିନିଷରେ ସାର ଦେଇ ଦେଇ ଲୋକଙ୍କ ସ୍ୱାସ୍ଥ୍ୟ କୁ ମଜାକ ବନେଇ ରଖିଛନ୍ତି, ତେବେ ଯଦି ଏତେ ବିଆଇଏସ ମଧ୍ୟରେ ଆପଣ ଭଲ ଭାବରେ କାମ କରିବେ ନାହିଁ ଆଉ ଆପଣ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ଅଲଗା କରିବେ ନାହିଁ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହବାକୁ ଲାଗିବ ।

ଆଉ ଆପଣ ଜୀବନରେ କେବଳ ରୋଗରେ ଟଙ୍କା ଖର୍ଚ କରି ଚାଲିବେ । ଆଜି ଆମେ ଆପଣଙ୍କୁ ଗୋଟେ ଉପାୟ କହିବାକୁ ଯାଉଛୁ ତାହା କରିକି ଦେଖନ୍ତୁ ଆପଣଙ୍କୁ ବହୁତ ଫ୍ରେସ ଅନୁଭବ ହବ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ହାଡ ଆମ ଶରୀର ବହୁତ ଆବଶ୍ୟକ ଅଙ୍ଗ ଅଟେ ।

ହାଡ ଦରଜ ହେଲେ ବା ହାଡରେ କୌଣସି ସମସ୍ଯା ଆସିଲେ ମଣିଷ ଚଲା ବୁଲା କରି ପାରି ନଥାଏ, ଯେତେ ଯାହା କାମ ରହିଥାଏ ତାହା ହାଡ ଦ୍ଵାରା ସଭାବ ହୋଇଥାଏ । ତେବେ ଆଜିକା ସମୟରେ ଛୋଟ ଛୁଆଙ୍କୁ ମଧ୍ୟ ହାଡ ସମସ୍ୟା ରହୁଛି ତେବେ ଏହାର ମୁଖ୍ୟ କାରଣ ଆମ ଖାଇବା ଅଟେ ଯଦି ଆପଣ ସଠିକ ମାତ୍ରାରେ ନିଜ ଶରୀରକୁ କ୍ୟାଲସିୟମ ଦେଉ ନାହାନ୍ତି ତେବେ ଆପଣଙ୍କ ହାଡ ସମସ୍ୟା ବହୁତ ଶୀଘ୍ର ବାହାରିବ । ଯଦି ଆପଣ ମଧ୍ୟ ସ୍ଵସ୍ଥ ରହିବାକୁ ଚାହନ୍ତି ତେବେ ଆପଣଙ୍କୁ ଗୋଟେ ଗିନାରେ ମଖନା ନବାକୁ ହବ, ତା ପରେ ଦୁଇ ଚାମଚ ଧଳା ରାସୀ ନିଅନ୍ତୁ, କ୍ଷୀର ଆଉ ଘିଅ ।

ଆପଣଙ୍କୁ ଗୋଟେ କଢେଇରେ ହାଲ୍କା ନିଆରେ ଏହାକୁ ପ୍ରସ୍ତୁତ କରିବାକୁ ହବ, ଆପଣଙ୍କୁ ଗୋଟେ କଢେଇରେ କିଛି ଘିଅ ପକାଇବାକୁ ହବ ତାହା ପରେ ଆପଣ ସେଥିରେ ଧଳା ରାଶି ପକାଇ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ ଏହା ପରେ ଆପଣ ସେଥିରେ କ୍ଷୀର ପକାଇ ଦିଅନ୍ତୁ ଗୋଟେ ଗ୍ଳାସ କ୍ଷୀର ପକାଇବା ଉଚିତ ଏହା ପରେ ସବୁ ଫୁଟିବା ପରେ ଏଥିରେ ମଖାନା ପକାନ୍ତୁ ଆଉ ୧୦ ମିନିଟ ପାଇଁ ଫୁଟିବାକୁ ଦିଅନ୍ତୁ ଏହା ପରେ ଆପଣ ତାକୁ ଟିକେ ଥଣ୍ଡା କରି ଉଷୁମ ଉଷୁମ ସେବନ କରନ୍ତୁ । ତେବେ ଧ୍ୟାନ ରଖିବେ ଆପଣଙ୍କୁ ଏହା କେବଳ ରାତିରେ ସେବନ କରିବାର ଅଛି ।

ଆପଣଙ୍କୁ ରାତି ଖାଇବା ଖାଇବାର ଘଣ୍ଟେ ପରେ ଏହାକୁ ସେବନ କରିବାର ଅଛି ଆଉ ତା ଅଧ ଘଣ୍ଟା ପରେ ଶୋଇବାର ଅଛି, ତେବେ ରାତିରେ ଏଥିପାଇଁ କାହିଁକିନା ରାତିରେ ଏହା ଭଲ ଭାବରେ କାମ କରିଥାଏ ଆଉ ସକାଳେ ଆମକୁ ଅଳସୁଆ ନୁହ ଫ୍ରେସ ଅନୁଭବ କରାଇଥାଏ ଆପଣଙ୍କ ଶରୀରରେ ଊର୍ଜା ଆପଣଙ୍କୁ ଅନୁଭବ ହୋଇଥାଏ ।

Leave a Reply

Your email address will not be published. Required fields are marked *