Joint Pain ଓ ହାଡର କମଜୋରି ପାଇଁ ଯେଉଁ ବ୍ୟକ୍ତି ଚାଲି ପାରୁ ନାହାଁନ୍ତି ସେ ଦୌଡ଼ିବାକୁ ଲାଗିବେ, ବାସ କରନ୍ତୁ ରହି ଉପାୟ- Health Tips

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଜେ ଜୀବନରେ ଯେତେ ରୋଗ ସମସ୍ତଙ୍କୁ ଅଛି ତାକୁ ଔଷଧ ଦ୍ଵାରା ଦୁର କରିବା ଅସମ୍ଭବ ଅଟେ । କାହିଁକି ନା ଆମେ ଗୋଟେ ରୋଗ ଦୂର କରିବା ପାଇଁ ଔଷଧ ଖାଇଥାଉ ଆଉ ସେହି ରୋଗ କମିବା ବଦଳରେ ଆଉ ଗୋଟେ ରୋଗ ଆରମ୍ଭ ହୋଇଥାଏ, ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ମଣିଷକୁ ଏମିତି କିଛି ଜିନିଷ ର ସେବନ କରିବା ଆବଶ୍ୟକ ଯାହା ଆମ୍ ସୁଆଦ ପାଇଁ ଭଲ ନହେଲେ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଭଲ ହବା ଆବଶ୍ୟକ ଅଟେ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ଘରେ ଥାଏ କିନ୍ତୁ ତା ସଠିକ୍ ଉପଚାର କେହି କରନ୍ତି ନାହିଁ । ଆଜିକା ସମୟରେ ପ୍ରାୟତଃ ଲୋକଙ୍କୁ ଡାଇବେଟିଜ୍ ଅଛି ଆଉ ଏହି ଡାଇବେଟିଜ୍ ରୋଗୀ ମାନେ ଭାବନ୍ତି ଦିନକୁ ଗୋଟେ ବଟିକା ଖାଇଲେ କିଛି ଅସୁବିଧା ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି ଡାଇବେଟିଜ୍ ହେବା ପରେ ଏହା ଧୀରେ ଧୀରେ ଆପଣଙ୍କ ଶରୀର ଅନ୍ୟ ଅଙ୍ଗ ଉପରେ ତା ପ୍ରଭାବ ଦେଖାଇଥାଏ ଯାହା ଦ୍ଵାରା ଅନ୍ୟ ଅଙ୍ଗ ମଧ୍ୟ ଖରାପ ହୋଇଥାନ୍ତି ଯେମିତିକି କିଡନି, ପଂକ୍ରୀୟ ଆଉ ପାଚନ ତନ୍ତ୍ର ।

ତେବେ ଏହି ଭଳି ସମସ୍ୟାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଔଷଧ ଖାଇବା ସହ ଆଉ ଗୋଟେ ଘରୋଇ ଉପଚାର କରିବା ଆବଶ୍ୟକ ଏହା ଆପଣଙ୍କ ସ୍ବାସ୍ଥ୍ୟ ଖରାପ କରିବ ନାହିଁ ଆପଣଙ୍କ ବହୁତ୍ ସମସ୍ୟାର ସମାଧାନ କରିଦେବ । ଆପଣଙ୍କ ଘରେ ମେଥି ଦାନା ଥିବ ଆପଣ ଗୋଟେ ଚାମଚ ମେଥି ରାତିରେ ପାଣିରେ ଭେଦେ଼ଇ ଦିଅନ୍ତୁ ଏହା ପରେ ତାକୁ ରାତି ସାରା ପାଇଁ ଛାଡି ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ସେହି ପାଣି ସେବନ କରନ୍ତୁ ଆଉ ମେଥି ଦାନା ଚୋବେଇ ଖାନ୍ତୃ ଦେଖିବେ ଆପଣଙ୍କ ସୁଗାର୍ ଲେବଲ କମିବ ଆଉ ଆପଣଙ୍କୁ ବହୁତ୍ ଭଲ ଅନୁଭବ ହବ ।

କାହିଁକି ନା ମେଥି ଆମ ଶରୀର ଇନ୍ ସୁଲିନ ହାର୍ମନ ଉପରେ ନିୟନ୍ତ୍ରଣ କରିଥାଏ ଯାହା ଦ୍ଵାରା ଇନ୍ ସୁଲିନ୍ ଶୁଗାର ରୂପରେ ପରିଣତ ନ ହୋଇ ଉର୍ଜା ରୂପରେ ପରିଣତ ହୋଇଥାଏ ଯାହା ଆମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ନା କି ସୁଗାରରେ ପରିଣତ କରିଥାଏ । ତେବେ ଏହା ଦ୍ୱାରା ରକ୍ତ ମଧ୍ୟ ସଫା ହୋଇଥାଏ ଆଉ ବ୍ୟକ୍ତିକୁ ହାର୍ଟ ଅଟା କ ଭଳି ସମସ୍ୟା କେବେ ଆସିଥାଏ । ତେବେ ମେଥି ସେବନ କରିବା ଦ୍ୱାରା ଆପଣଙ୍କ ଚୁଟି ଝଡ଼ିବା କମିଯାଏ ଆଉ ଆପଣଙ୍କ ନୁଆ ଚୁଟି ମଧ୍ୟ ଆସିଥାଏ ଯଦି ଆପଣ କେବଳ ୩ ମାସ ପ୍ରତିଦିନ ମେଥି ସେବନ କରନ୍ତି ତେବେ ଆପଣଙ୍କ ସ୍ବାସ୍ଥ୍ୟ ବହୁତ୍ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *